Browsing Tag

ପଦ୍ମପୁର ନାଗରିକ କମିଟି ଉପସଭାପତିଙ୍କ ଇସ୍ତଫା ପ୍ରଦାନ

ପଦ୍ମପୁର ନାଗରିକ କମିଟିର ଉପସଭାପତିଙ୍କ ଇସ୍ତଫା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନାଗରିକ କମିଟି ଉପସଭାପତି ତଥା ସମାଜସେବୀ ନିରୋଜ ଦୋରା ନିଜ ପଦ ତଥା ମୂଳ ସଦସ୍ୟ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ମିଳିଥିବା ସୂତ୍ରରୁ ପ୍ରକାଶ ଯେ, ପଦ୍ମପୁରର ବିଭିନ୍ନ ସମସ୍ୟାକୁ ନେଇ ପୂର୍ବରୁ ନାଗରିକ କମିଟି ବେଶ୍ ସକ୍ରିୟ ଥିଲା ।
Read More...