pakka

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ଆଜି ପଂଚମ ପର୍ୟ୍ୟାୟ ମତଦାନ : ୪୫ଟି ଆସନରେ ଚାଲିଛି ମତଦାନ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଜି ପଂଚମ ପର୍ୟ୍ୟାୟ ମତଦାନ ଜାରି ରହିଛି । ଏହି ପର୍ୟ୍ୟାୟରେ ମୋଟ୍ ୪୫ଟି ଆସନ ପାଇଁ ୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । କଡା ସୁରକ୍ଷା ମଧ୍ୟରେ ମତଦାନ ଚାଲିଥିବା ବେଳେ ଭାରତୀୟ ନିର୍ବାଚନ କମିଶନ କରୋନା କଟକଣାକୁ କଡାକଡି ପାଳନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ମୋଟ୍ ୧ ହଜାର ୭୧ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ସହ ୧୫ ହଜାର ୭୯୦ ରାଜ୍ୟ ପୋଲିସ ଫୋର୍ସଙ୍କୁ ମୁତୟନ ହୋଇଥିବା ସୂଚନାରେ କୁହାଯାଇଛି।

Leave A Reply

Your email address will not be published.

nineteen − nine =