om academy

ରେଳ ଧାରଣାରୁ ଗଳିତ ମୃତଦେହ ଉଦ୍ଧାର

jsm

ବାଲୁଗାଁ : ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଏକ ଗଳିତ ଶବ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କୌଣସି କାରଣବଶତଃ ବ୍ୟକ୍ତି ଜଣକ ଟ୍ରେନ୍‌ରେ କଟିଯାଇଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ । ଘଟଣା ପରେ ତୁରନ୍ତ ଷ୍ଟେସନ ଅଧିକାରୀଙ୍କୁ ଅବଗତ କରାଯାଇଛି । ମୃତକ ଜଣକ ପ୍ରାପ୍ତ ବୟସ୍କ ଜଣାପଡ଼ୁଥିବା ବେଳେ ଏକ ହଳଦିଆ ରଙ୍ଗର ସାର୍ଟ ଓ ଧୋତି ପିନ୍ଧିଥିବା ଦେଖିବାକୁ ମିଳିଛି । ବାଲୁଗାଁ ଆରପିଏଫ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି ।

Leave A Reply

Your email address will not be published.

5 × four =