Browsing Tag

balugaan news

ରେଳ ଧାରଣାରୁ ଗଳିତ ମୃତଦେହ ଉଦ୍ଧାର

ବାଲୁଗାଁ : ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଏକ ଗଳିତ ଶବ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କୌଣସି କାରଣବଶତଃ ବ୍ୟକ୍ତି ଜଣକ ଟ୍ରେନ୍‌ରେ କଟିଯାଇଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ । ଘଟଣା ପରେ ତୁରନ୍ତ ଷ୍ଟେସନ
Read More...

ଏଟିଏମ କାର୍ଡ ଓ ମୋବାଇଲ ଫୋନ ଚୋରି ଅଭିଯୋଗ, ୧ ଗିରଫ

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକାଧିକ ଏଟିଏମ କାର୍ଡ ଓ ମୋବାଇଲ ଫୋନ ଚୋରି ଅଭିଯୋଗ ପୂର୍ବରୁ ହୋଇଥିବା ବେଳେ ସିସିଟିଭି ଫୁଟେଜ ଏବଂ ନିଜସ୍ୱ ତଦନ୍ତ ଆଧାରରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଶିବ ପ୍ରସାଦ ପଣ୍ଡା
Read More...

ଚିଲିକାରେ ଆଜିଠୁ ଡଲଫିନ୍‌ ଗଣନା

ବାଲୁଗାଁ : ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିିଏ)ଙ୍କ ମିଳିତ ଆନୁକୂଲ୍ୟରେ ଆଜି ଠାରୁ ୩ ଦିନ ବ୍ୟାପୀ ସମଗ୍ର ଚିଲିକାରେ ଇରାୱାଡ଼ି ପ୍ରଜାତିର ଡଲଫିନ ଗଣନା କରାଯିବ । ଏଥିପାଇଁ ବିଭାଗୀୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ପରିପ୍ରେକ୍ଷୀରେ
Read More...

ଶିବଜ୍ୟୋତି ଧାମର ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲୁଗାଁ : ବାଲୁଗାଁ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ହୋଇଥିବା ୨୯ତମ ଶିବଜ୍ୟୋତି ଧାମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଅନୁଷ୍ଠିତ ଉତ୍ସବର ପ୍ରାତଃ କାଳରେ ସାମୁହିକ ଯୋଗ ସାଧନ ପରେ ଆଧ୍ୟାତ୍ମିକ ଚିନ୍ତା ଓ
Read More...

ବନ୍ଧୁକ ଦେଖାଇ ୭ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

ବାଲୁଗାଁ : ବାଲୁଗାଁ ଥାନା ଇଞ୍ଜନପୁର ଛକ ନିକଟରେ ବନ୍ଧୁକ ଦେଖାଇ ୭ ଲକ୍ଷ ୨୫ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି । କୃଷି ଋଣ ଟଙ୍କା ଆଦାୟ କରି ବଡକୁଳ ସୋସାଇଟିର ଆସିଷ୍ଟାଣ୍ଟ ସେକ୍ରେଟାରୀ ବାଇକ୍ ଯୋଗେ ବାଲୁଗାଁ ଆସୁଥିଲେ । ଏହି ସମୟରେ ୪ ଲୁଟେରା ୩ ଟି ବାଇକ୍ ଯୋଗେ
Read More...
error: Content is protected !!