ବଲାଙ୍ଗିର ସୁଦପଡ଼ାର ରାଧାକୃଷ୍ଣ ମନ୍ଦିରରେ ନାମଯଜ୍ଞ ପାଇଁ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡ଼ାର ରାଧାକୃଷ୍ଣ ମନ୍ଦିରରେ ନାମଯଜ୍ଞ ପାଇଁ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦେଇ ଏହି ନାମଯଜ୍ଞରେ ବଲାଙ୍ଗିରବାସୀ ଯୋଗଦାନ କରି ଭଗବାନଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି କଳସ ଶୋଭାଯାତ୍ରାରେ ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ସୁଦପଡ଼ାର ବହୁ ଜନସାଧାରଣଙ୍କ ସହ ସହରର ବହୁ ଶ୍ରଦ୍ଧାଳୁ ଓ ଭକ୍ତମାନେ ସାମିଲ୍‌ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

1 × one =