ଜାତୀୟ ପୁଷ୍ଟିକର ସପ୍ତାହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁଷ୍ଟିକର ଖାଦ୍ୟର ମହତ୍ୱ ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସୁସ୍ଥ ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ “ଜାତୀୟ ପୁଷ୍ଟିକର ସପ୍ତାହ” (ଏନ୍‌ଏନ୍‌ଡବ୍ଲୁ) ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ପର୍ଯ୍ୟନ୍ତ ପାଳନ କରାଯାଏ ।

୨୦୨୩ ପାଇଁ ଥିମ୍ ହେଉଛି “ସମସ୍ତଙ୍କ ପାଇଁ ସୁଲଭ ଉପଲବ୍ଧ ସ୍ବାସ୍ଥ୍ୟ କର ଖାଦ୍ୟ । ” ଏକ ସୁସ୍ଥ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ଏହି ଥିମ୍ ସମସ୍ତ ଖାଦ୍ୟ ଗୋଷ୍ଠୀରୁ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଖାଇବା ଉପରେ ଗୁରୁତ୍ୱ ଦେଇଥାଏ ।

Leave A Reply

Your email address will not be published.