csstore

ଫେସବୁକରେ ନକଲି ଆକାଉଣ୍ଟ ଖୋଲି ଟଙ୍କା ମାଗୁଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନାମରେ କେହି ଜଣେ ଫେସବୁକରେ ନକଲି ଆକାଉଣ୍ଟ ଖୋଲି ଟଙ୍କା ମାଗୁଥିବା ନେଇ ବଲାଙ୍ଗିର ଟାଉନ ଥାନରେ ଅଭିଯୋଗ କରିଛନ୍ତି ଶ୍ରୀ ଭୋଳ । ଶ୍ରୀ ଭୋଳ କହିଛନ୍ତି ଯେ ଆପଣ ମାନଙ୍କୁ ଅନୁରୋଧ ଆପଣ ମାନେ କେହି ତାହାର ଫ୍ରେଣ୍ଡ ରିୁକୁଏଷ୍ଟକୁ ଗ୍ରହଣ କରିବେ ନାହିଁ ଯଦି ଭୁଲ ବଶତଃ ଗ୍ରହଣ କରି ନିଅନ୍ତି ତେବେ ତାକୁ ଟଙ୍କା ଦେବେ ନାହିଁ କିମ୍ୱା କୌଣସି ତଥ୍ୟ ଦେବେ ନାହିଁ ।

jayashree
Leave A Reply

Your email address will not be published.