pakka

ହତ୍ୟା ନା ଆତ୍ମହତ୍ୟା ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ତହସିଲ ଅନ୍ତର୍ଗତ ଭେଉଁରିଆ ରାଜସ୍ୱ ନିରୀକ୍ଷକ କାର୍ୟ୍ୟାଳୟରେ କାର୍ୟ୍ୟରତ ସହକାରୀ ରାଜସ୍ୱ ନିରୀକ୍ଷକ ଭାବେ କାର୍ୟ୍ୟରତ ବଳଦେବ ବନଛୋରଙ୍କ ମୃତ ଦେହ ପଦ୍ମପୁର ଅମଲିପାଲି ପଟ୍ଟନାୟକ ପେଟ୍ରୋଲ ପମ୍ପ ପଛ ପଟେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ଏହା ହତ୍ୟା ନା ଆତ୍ମହତ୍ୟା, ତାହା ସନ୍ଦେହ ଘେରରେ । ଶ୍ରୀ ବନଛୋର ଜଣେ କର୍ମଠ ସମେତ ମେଳାପୀ ବ୍ୟକ୍ତି ଥିଲେ । ତାଙ୍କ ଅପମୃତ୍ୟୁକୁ ନେଇ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

15 − two =