csstore

ଡିସେମ୍ବର ୧ରେ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ସଂକଳ୍ପ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ସଂକଳ୍ପ ସମାବେଶ ଆସନ୍ତା ଡ଼ିସେମ୍ବର ୧ ତାରିଖରେ କରିବା ପାଇଁ ନିଷ୍ପତ୍ତି ନିଆଯାଉଛି । ନୃସିଂହନାଥ ମନ୍ଦିରର ସିଂହଦ୍ଵାର ସମ୍ମୁଖରେ ଆୟୋଜିତ ହେବାକୁ ଥିବା ସଂକଳ୍ପ ସମାବେଶରେ କାର୍ଯ୍ୟକ୍ରମରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ସମସ୍ତ ସଂଗ୍ରାମୀ ସାଥୀ, ପରିବେଶପ୍ରେମୀଙ୍କ ସହ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ, ଯୁବକ ଯୁବତୀ ମାନଙ୍କୁ ଯୋଗଦେଇ ଏହି କାର୍ଯ୍ୟକ୍ରମରକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆବାହକ ଦୁର୍ଯ୍ୟୋଧନ ପୁଟା ଅନୁରୋଧ କରିଛନ୍ତିି ।

jayashree
Leave A Reply

Your email address will not be published.