pakka

ବେଲଗୁଡ଼ା ଠାରେ ଏଲ୍‌ପିଜି ପଞ୍ଚାୟତ ସଭା

bbehera

ଜୁନାଗଡ, (ଦୁଷ୍ମନ୍ତ କୁମାର ନାଏକ) : ଜୁନାଗଡ ବ୍ଲକ୍ ଅନ୍ତର୍ଗତ ବେଲଗୁଡ଼ା ଗ୍ରାମ ଠାରେ ଚାରବହାଲ ମାଳତୀ ଇଣ୍ଡିଆନ୍ ଗ୍ରାମୀଣ ବିତରକ ସହଯୋଗରେ ଏଲ୍‌ପିଜି ପଞ୍ଚାୟତ ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ଏସ୍‌ଡ଼ିପି ଧରମ ସାହୁ ଯୋଗଦେଇ ଏଲ୍‌ପିଜି ଗ୍ୟାସର ବ୍ୟବହାର ଓ ସୁରକ୍ଷା ବିଷୟରେ ବୁଝାଇଥିଲେ। ମାଳତୀ ଇଣ୍ଡିଆନ୍ ଗ୍ୟାସର କର୍ମଚାରୀ ମଧ୍ୟରୁ ନକୁଲ ରାମ ନାଏକ, ସଞ୍ଜୟ ବାଗ ଏବଂ ସାମ୍ବାଦିକ ଦୁଷ୍ମନ୍ତ କୁମାର ନାଏକ ବିଶେଷ ସହଯୋଗ କରିଥିଲେ । ସଭାରେ ବେଲଗୁଡ଼ା ଅଞ୍ଚଳର ଶତାଧିକ ମହିଳା ଅଂଶ ଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

10 − 1 =

error: Content is protected !!