pakka

ଲାଠୋରରେ ବୁଲିଲା ଆମସେବା ସଚେତନତା ରଥ

bbehera

ଲାଠୋର, (କେପିଏନ୍‌ଏସ୍‌) : ଲାଠୋର ଗ୍ରାମରେ ଆସ୍ଥା ଜନସେବା ଆମସେବା ସଚେତନତା ରଥ ଗଡିଛି । ପାଟଣାଗଡ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ତତ୍ତ୍ୱାବଧାନରେ ରଥଟି ଉପଖଣ୍ଡର ସମସ୍ତ ଅଞ୍ଚଳ ବୁଲୁଛି । ଜନସାଧାରଣ ଯେପରି କୌଣସି ଠାରେ ହଇରାଣର ଶିକାର ନହେବେ ସେଥିପ୍ରତି ସଚେତନ କରାଇବା ପାଇଁ ଏହି ରଥ ଭ୍ରମଣ କରୁଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

twelve + nineteen =

error: Content is protected !!