om academy

ଦଶପଲ୍ଲାରେ ଜନନୀ ଯନ୍ତ୍ରଣା : ଆସିପାରିଲାନି ଆମ୍ବୁଲାନ୍ସ ଆଖିବୁଜିଲେ ପ୍ରସୂତି

jsm

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ କଳସାଖମଣ ପଞ୍ଚାୟତର କଣପାଜୁ ଗାଁରେ ଜନନୀ ଯନ୍ତ୍ରଣାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ଆସି ନ ପାରିବାରୁ ମହିଳା ଜଣକ ଘରେ ପ୍ରସବ କରିଥିଲେ । ଏହା ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ପରେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ରାସ୍ତା ନ ଥିବାରୁ ଆମ୍ବୁଲାନ୍ସଟି ଗାଁ ଭିତରକୁ ଆସି ପାରି ନ ଥିଲା । ଫଳରେ ଡାକ୍ତରଖାନା ନେବାରେ ବିଳମ୍ବ ହେବାରୁ ପ୍ରସୂତିଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।

Leave A Reply

Your email address will not be published.