oom

ପ୍ରସନ୍ନ ବେହେରାଙ୍କର୍ ପ୍ରବନ୍ଧ ସଂକଲନ୍ ‘ପ୍ରବନ୍ଧ ଝୁଁପା’ ଉନ୍ମୋଚିତ୍

jsmm

ସମ୍ବଲପୁର, (କେପିଏନ୍‌ଏସ୍‌) : ରଏବାର ଦିନ ନିରାଡମ୍ବର ଭାବେଁ ମାଁ ସମଲେଇ ଗୁଡି ତଲେଁ ଉନ୍ମୋଚିତ୍ ହେଇଯାଇଛେ ଆମର୍ ଭାଷାର୍ ଜନାଶୁନା ବର୍ଷିଆନ୍ କବି, ପ୍ରାବନ୍ଧିକ୍ ପ୍ରସନ୍ନ ବେହେରାଙ୍କର୍ ପ୍ରବନ୍ଧ ସଂକଲନ୍ ‘ପ୍ରବନ୍ଧ ଝୁଁପା’ ଜ୍ଝ ଗଲା ସାତ୍ ବଛର୍ ଭିତରେଁ ତାକର୍ ଚାଏର୍ ଟା ଆଧୁନିକ୍ କବିତା ସଂକଲନ୍ ପ୍ରକାଶିତ୍ ହେଇକରି ଯେନ୍ତା ଚର୍ଚ୍ଚାର୍ ପରିସର୍ କେ ଆସିପାରିଛେ …ଆମର୍ ଭାଷା ସାହିତ୍ୟ କେ ଗୁଟେ ନୂଆଁ ଧରସା ଦେଖେଇ ପାରିଛେ, ଇ ପୁସ୍ତକ ଖଁଣକ ବି ସେ ଦର୍ଜା କେ ଛିଁଇବା ବଲି ଆଶା ।

ଇ’ ଠାନେ ଉନ୍ମୋଚିତ୍ ହେଇଯାଇଛେ ଆର୍ ତିନ୍ ଖଁଣ୍ ଓଡିଆ ପୁସ୍ତକ୍, ଦୁଇ ଖଁଣ୍ ଗଳ୍ପ ସଂକଲନ୍ ଆର୍ ଖଁଣେ ସମୀକ୍ଷାତ୍ମକ୍ ଗ୍ରନ୍ଥ । ଯାହାର୍ ଲେଖକ୍ ହଉଛନ୍ ଜନାଶୁନା ରାଜନୈତିକ ବ୍ୟକ୍ତିତ୍ବ, କ୍ରୀଡାବିତ୍, ଲେଖକ୍,ଏଡଭୋକେଟ କିରଣ ଶଙ୍କର ପଣ୍ଡା ।

ସମ୍ବଲପୁରୀ ଲେଖକ ପରିଷଦ୍ ଆର୍ ଉଦଭାସ୍ ଅନୁଷ୍ଠାନ୍ ର ମିଲିତ୍ ପ୍ରୟାସରେ ଆୟୋଜିତ୍ ଇ କାର୍ୟ୍ୟକ୍ରମ ନ ଯୋଗଦାନ କରିଥିଲେ ସର୍ବମାନ୍ୟ ଡଃ ଶ୍ୟାମସୁନ୍ଦର ଧର (ବାରୁ ଦା), ଜନପ୍ରିୟ କଣ୍ଠଶିଳ୍ପୀ ନରୋତ୍ତମ ସାହୁ, ଜନାଶୁନା କବି ଆଲୋଚକ୍ ମୁକ୍ତକଣ୍ଠ ପଧାନ୍, ବର୍ଷିଆନ୍ ବ୍ୟକ୍ତିତ୍ବ ହେମନ୍ତ ଦଫେଦାର୍, ଜନାଶୁନା ଲେଖକ ସଂଗଠକ୍ ଦେବାର୍ଚ୍ଚନ ଠାକୁର, ଜନାଶୁନା ଲେଖକ, ଗବେଷକ, ସାମ୍ବାଦିକ ଦୀପକ ପଣ୍ଡା, ଜନାଶୁନା ଲେଖକ, ଅନୁବାଦକ କାଳିନ୍ଦୀ ପ୍ରତାପ ସିଂହ, ଜନାଶୁନା କବି ଏଡଭୋକଟ ଜୟକୃଷ୍ନ ବେହେରା ଆର୍‌ କବି ମାନସ କୁମାର ଷଡ଼ଂଗୀ ।

jittmm
Leave A Reply

Your email address will not be published.