pakka

ଫୁଲବାଣୀରେ ଭାରତ ବନ୍ଦକୁ ସମର୍ଥନ

bbehera

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଆଜି ନବନିର୍ମାମ କୃଷକ ସଂଙ୍ଗଠନ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ କରି କନ୍ଧମାଳ ଜିଲ୍ଲାକୁ ବନ୍ଦ କରିଯାଇଛି । ସକାଳୁ ସକାଳୁ ନବ ନିର୍ମାଣ କୃଷକ ମୋର୍ଚ୍ଚାର ସଦସ୍ୟ ଏବଂ ଜିଲ୍ଲା କଂଗ୍ରେସର କର୍ମ କର୍ତ୍ତାମାନେ ପିକେଟିଂ କରି ବନ୍ଦ କରିବା ଦେଖିବାକୁ ମିଳିଥିଲା । ଦୋକାନ ବଜାର, ଗାଡି ମଟର ଚଳାଚଳ ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ନବ ନିର୍ମିତ କୃଷକ ସଂଘର ଆବାହକ ଚ।ଣକ୍ୟ କଂହରଙ୍କ ନେତୃତ୍ୱରେ ଶତାଧିଳ ମହିଳା ଓ ପୁରୁଷ ଓ ମହିଳା ଚାଷୀ ମଡିକୁଦ ଛକରେ ଏକତ୍ରିତ ହୋଇ ସହର ପରିକ୍ରମା କରି କେନ୍ଦ୍ର ସରକାରଙ୍କ କେନ୍ଦ୍ର ସରକାରଙ୍କ କଳା ଆଇନକୁ ବିରୋଧ କରି ସ୍ଲୋଗାନ ଦେଇଥିଲେ ।

jay balangir
Leave A Reply

Your email address will not be published.

twenty − 19 =