csstore

କୋଶଲୀ ଫିଲ୍ମ ଫଟାବାଦଲର ଉଦ୍‌ଘାଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସ୍ଥିତ ସତ୍‌ସଙ୍ଗ ବିହାର ଠାରେ ଦାଦନ ପରିବାରର କରୁଣ କାହାଣୀକୁ ନେଇ କୋଶଳୀ ଫିଲ୍ମ ଫଟାବାଦରର ଦ୍ୱିତୀୟ ପର୍ଯ୍ୟୟରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ସମ୍ମାନୀତ ଅତିଥି ଭାବେ ଉଦୟ ଶଙ୍କର ବାଗ ପ୍ରମୁଖ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । କାହଣୀର ରଚନା ଓ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଧ୍ୟାପକ ଅଭିମନ୍ୟୁ ରଣା । ଏଥିରେ ବିଭିନ୍ନ ଭୁମିକାରେ ଅମରେଶ ସାହୁ, ସଞ୍ଜନା କୁମାରୀ, ମୁନୁ ପ୍ରମୁଖ ଅଭିନୟ କରିଥିବା ବେଳେ କ୍ୟାମେରା ମ୍ୟାନ ଭାବେ ରାମ ନାରାୟଣ ବାଗ, ଦଳ ଗୋବିନ୍ଦ ଭୋଇ ଦାୟିତ୍ୱ ତୁଲାଇଥିଲେ । ଏହି ଫିଲ୍ଲଟି ଦର୍ଶକଙ୍କ ମାନଙ୍କ ମନକୁ ଛୁଇଁବ ବୋଲି ନିର୍ଦ୍ଦେଶକ ଶ୍ରୀ ରଣା ଆଶା କରିଛନ୍ତି ।

jayashree
Leave A Reply

Your email address will not be published.