csstore

ଖଦ୍ୟୋତ ଅନୁଷ୍ଠାନ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖଦ୍ୟୋତ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଇଁ ବିଭିନ୍ନ ସ୍କୁଲ ତଥା ମଣ୍ଟେଶୋରୀ ପବ୍ଲିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର କଦମପଡା, ରୋଶନି ପବ୍ଲିକ ସ୍କୁଲ, ବିଶ୍ୱାତ୍ମା ବିଦ୍ୟା ମନ୍ଦିର ଓ ଅନ୍ୟାନ୍ୟ ସ୍କୁଲର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରିବା ପାଇଁ ଚୟନ କରାଯାଇଛି । ଏଥିରେ ସୌମ୍ୟରଂଜନ ସାହୁ, ଦିବ୍ୟାଂଶି ମହାନ୍ତି, ସୌମ୍ୟରଂଜନ ସାହୁ (ବି), ଜୁନିୟର ଗ୍ରୁପରେ ଦଶରାଜ ବିନ, ହର୍ଷିତା ସିଂ, ଶୁଭେଚ୍ଛା ଦାଶ, ଅଭିସ୍ମା ସାହୁ, ଅଞ୍ଜନା ମିଶ୍ର, ବିଦ୍ୟାଂଶି ମହାନ୍ତି, ଆଦ୍ୟାଶା ଅଙ୍କିତା ଯୋଷୀ, ସାଇ କ୍ରିଷ୍ଣା ମହାନ୍ତି, ସମର୍ପିତା ବାରିକ, ସଂଗିତା ସାହୁ, ନୈତିକ ନୟନ ଦାଶ କୃତିତ୍ୱ ହାସଲ କରିଛନ୍ତି । ଏଥିରେ ଖଦ୍ୟୋତ ଅନୁଷ୍ଠାନର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ଆକୁଳ ବେହେରା, ଦିବାକର ହୋତା, ପଂଚାନନ ସେଠ, ରାଜେଶ ପାଣିଗ୍ରାହୀ, ମୋତିଲାଲ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି ।

jayashree
Leave A Reply

Your email address will not be published.