ଖୋର୍ଦ୍ଧା ରୋଡ୍ ଡିଭିଜନରେ ସୁରକ୍ଷା କାର୍ଯ୍ୟ ହେତୁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

ଘଣ୍ଟପଡା ଲେଭଲ କ୍ରସିଂ ଗେଟକୁ ରୋଡ୍ ଓଭର ବ୍ରିଜ୍‌ରେ ପରିଣତ କରିବା ସହ ଜଡିତ କାର୍ଯ୍ୟର ସୁଗମ ଏବଂ ସୁରକ୍ଷିତ ସମ୍ପାଦନ ପାଇଁ ନିମ୍ନଲିଖିତ ଟ୍ରେନଗୁଡ଼ିକୁ ସଂକ୍ଷିପ୍ତ/ଅବଧି -ଉତ୍ପତ୍ତି ଏବଂ କିଛିକୁ ଗତିପଥରେ ପରିବର୍ତ୍ତନ କରାଯିବ ଯାହା ନିମ୍ନରେ ବିସ୍ତୃତ ଭାବରେ ଦର୍ଶାଯାଇଅଛି :

ସଂକ୍ଷିପ୍ତ-ଅବଧି / ସଂକ୍ଷିପ୍ତ-ଉତ୍ପତ୍ତି :

  • ଟ୍ରେନ ନମ୍ବର ୧୮୧୨୫ ରାଉରକେଲା-ପୁରୀ ଏକ୍ସପ୍ରେସ ୨୩ ରୁ ୨୭ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ପୁରୀ ପରିବର୍ତ୍ତେ ଅନୁଗୁଳରେ ସଂକ୍ଷିପ୍ତ-ଅବଧି ଦିଆଯିବ ।
  • ଟ୍ରେନ ନମ୍ବର ୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ ୨୪ରୁ ୨୮ ଅକ୍ଟୋବର ୨୦୨୫ ମଧ୍ୟରେ ପୁରୀ ପରିବର୍ତ୍ତେ ଅନୁଗୁଳରୁ ସଂକ୍ଷିପ୍ତ-ଉତ୍ପତ୍ତି ହେବ ।

ଟ୍ରେନଗୁଡ଼ିକର ଗତିପଥ ପରିବର୍ତ୍ତନ :

ଏହି ବ୍ଲକ୍ ଅବଧି ମଧ୍ୟରେ ନିମ୍ନଲିଖିତ ଟ୍ରେନଗୁଡ଼ିକୁ ତାଳଚେର ଷ୍ଟେସନକୁ ବାଇପାସ କରି ଅନୁଗୁଳ-ତାଳଚେର ରୋଡ୍- ବୁଢାପଙ୍କ ଷ୍ଟେସନ ମାର୍ଗରେ ଚଳାଚଳରେ ପରିବର୍ତ୍ତନ କରାଯିବ :

  • ଟ୍ରେନ ନମ୍ବର ୨୦୮୬୨ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ, ୨୪ ଅକ୍ଟୋବର ୨୦୨୫ ରେ ।
  • ଟ୍ରେନ ନମ୍ବର ୧୮୪୨୨ ସାନ୍ତରାଗାଛି-ପୁରୀ ଏକ୍ସପ୍ରେସ, ୨୪ ଅକ୍ଟୋବର ୨୦୨୫ରେ ।
  • ଟ୍ରେନ ନମ୍ବର ୨୦୮୩୧ ଶାଲିମାର – ସମ୍ବଲପୁର ଏକ୍ସପ୍ରେସ, ୨୪ ଏବଂ ୨୭ ଅକ୍ଟୋବର ୨୦୨୫ରେ ।
  • ଟ୍ରେନ ନମ୍ବର ୨୦୮୦୭ ବିଶାଖାପାଟଣା – ଅମୃତସର ଏକ୍ସପ୍ରେସ, ୨୪ ଏବଂ ୨୫ ଅକ୍ଟୋବର ୨୦୨୫ରେ ।
  • ଟ୍ରେନ ନମ୍ବର ୨୦୮୦୮ ଅମୃତସର – ବିଶାଖାପାଟଣା ଏକ୍ସପ୍ରେସ, ୨୫ ଅକ୍ଟୋବର ୨୦୨୫ରେ ।
  • ଟ୍ରେନ ନମ୍ବର ୨୦୮୩୨ ସମ୍ବଲପୁର – ଶାଲିମାର ଏକ୍ସପ୍ରେସ, ୨୩ ଏବଂ ୨୬ ଅକ୍ଟୋବର ୨୦୨୫ରେ ।
    ଏହି ଛଅଟି ଏକ୍ସପ୍ରେସ ଟ୍ରେନ ଉପରୋକ୍ତ ଅବଧି ମଧ୍ୟରେ ତାଳଚେର ରୋଡରେ ପାଞ୍ଚ ମିନିଟ୍ ରହଣି କରିବ ।
Leave A Reply

Your email address will not be published.