pakka

ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

bbehera

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ବନ୍ଦର ନଗରୀ ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ନିଡାମ୍ବର ସହକାରେ ପାଳିତ ହୋଇଯାଇଛି । ସାତ ସାଧବ ପୁଅଙ୍କୁ ସାଧବ ବୋହୁ ମାନେ ବନ୍ଦାପନା କରିବା ସହ ବୋଇତ ବ୍ୟବସାୟ ପାଇଁ ମେଲାଣୀ ଦେଇଥିବା ବେଳେ ହୁଳହୁଳିରେ କମ୍ପି ଉଠିଥିଲା ପରିବେଶ । ବନ୍ଦର ଅଧ୍ୟକ୍ଷ ପିଏଲ ହରନାଦ ପତାକା ଦେଖାଇ ଏହି ପାରମ୍ପରିକ ବୋଇତକୁ ବିଦାୟ ଦେଇଥିଲେ ।

jay balangir
Leave A Reply

Your email address will not be published.

two × 4 =

error: Content is protected !!