pakka

ଜାଣିନେବା ଆସନ୍ତୁ ଆଜିର ପାଖାପାଖି ପନିପରିବା ଦର

l2

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍କେଟ୍‌କୁ ଯିବା ପୂର୍ବରୁ ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୧୨ ଟଙ୍କା, ଭେଣ୍ଡି – ୫୦ ଟଙ୍କା, ବିମ୍‌ – ୪୦ ଟଙ୍କା, ସିମ୍ବ – ୬୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୧୨୦ ଟଙ୍କା, ଅଦା – ୬୦ ଟଙ୍କା, ରଷୁଣ – ୧୩୦ ଟଙ୍କା, କେପ୍‌ସିକମ୍‌ – ୪୦ ଟଙ୍କା, ଗାଜର – ୪୦ ଟଙ୍କା, ବିଟ୍‌ – ୪୦ ଟଙ୍କା, ମୁକ୍ତାକେଶୀ ବାଇଗଣ – ୩୦ ଟଙ୍କା, କଳା ବାଇଗଣ – ୨୦ ଟଙ୍କା, ଅମୃତଭଣ୍ଡା – ୧୫ ଟଙ୍କା, କୁନ୍ଦୁରୁ – ୩୦ ଟଙ୍କା, ଲାଉ – ୩୦ ଟଙ୍କା, ଗୁଆଁର – ୪୦ ଟଙ୍କା, କାକୁଡ଼ି – ୩୦ ଟଙ୍କା, ଫୁଲକୋବି – ୧୬ ଟଙ୍କା, ବଂଧାକୋବି – ୧୬ ଟଙ୍କା, ଆଳୁ – ୨୪ ଟଙ୍କା, ପିଆଜ – ୪୫ ଟଙ୍କା, ରାଂଚି କଂଚା ମଟର – ୪୦ ଟଙ୍କା, ରାୟପୁର କଂଚା ମଟର – ୩୦ ଟଙ୍କା, ଝୁଲଣ (ଝୁନ୍‌ଗା) – ୪୦ ଟଙ୍କା, କଖାରୁ (ମାଖନ୍‌) – ୧୫ ଟଙ୍କା, କଲରା – ୪୦ ଟଙ୍କା, କଂଚା କଦଳି – ୪୦ ଟଙ୍କା, ଖମ୍ବ ଆଳୁ – ୬୦ ଟଙ୍କା, ଧନିଆଁ ପତ୍ର – ୭୦ ଟଙ୍କା, କଂଚାଲଙ୍କା – ୮୦ ଟଙ୍କା, ଭାଜି ଶାଗ – ୪୦ ଟଙ୍କା, ମେଥି ଶାଗ – ୪୦ ଟଙ୍କା, ପାଳଙ୍ଗ ଶାଗ – ୪୦ ଟଙ୍କା, ମୂଳା -୨୦ ଟଙ୍କା ।
ସୌଜନ୍ୟ : ଶିଶୁପାଲ ସାହୁ, ମହାଲକ୍ଷ୍ମୀ ପନିପରିବା ଦୋକାନ, ଶାନ୍ତିପଡ଼ା, ବଲାଙ୍ଗିର, ମୋ.ନଂ.୯୪୩୭୧୮୦୮୬୯

pp
Leave A Reply

Your email address will not be published.

nineteen + one =