jayashree

ବଲାଙ୍ଗିରରେ କଂଗ୍ରେସର ବନ୍ଦ ପାଳନ, ପଙ୍କଜ ମାଲଙ୍କ ନେତୃତ୍ୱରେ ନେତା ଓ କର୍ମୀ ସାମିଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାଧାରଣ ସମ୍ପାଦକ ପଙ୍କଜ କୁମାର ମାଲଙ୍କ ନେତୃତ୍ୱରେ ବନ୍ଦ ପାଳନ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଲୋକନାଥ କୁମୁରା, ଜୋନ୍ ସଭାପତି ବିଜୟ କୁମାର ନାହାକଙ୍କ ସମେତ ସନ୍ତୋଷ ସାହୁ, ରାଜୁ ଦୀପ, ସୁଶୀଲ ବେହେରା, ବ୍ୟାସଦେବ ଥନାପତି, ଅକ୍ଷୟ ତାଣ୍ଡି, ବନ୍ ଦୀପ, ଧନେଶ୍ୱର ଦୀପ, ଦିଲୀପ ବଢ଼େଇ, ଚୈତନ୍ୟ ମହାଲିଂ, ଜଗତ ବାବୁ ଓ ଯୋଗୀନ୍ଦ୍ର ତାଣ୍ଡି ପ୍ରମୁଖ ସାମିଲ ହୋଇ ବନ୍ଦ ପାଳନକୁ ସଫଳ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.