pakka

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଜଗନ୍ନାଥ ଏକ୍ସପ୍ରେସ

bbehera

ପୁରୀ, (କେପିଏନ୍‌ଏସ୍‌) : ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀ ପହଞ୍ଚିଲା ୧୨ଟି ବସ୍‌ । ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ଯାତ୍ରୀଙ୍କୁ କରାଗଲା ଭବ୍ୟ ସ୍ୱାଗତ । ଏହି ସୁପର୍‌ ପ୍ରିମିୟର୍‌ ବସ୍‌ରେ କି.ମି. ପିଛା ୨ଟଙ୍କା ୪୪ ପଇସା ଦେବାକୁ ପଡିବ । ଅନ୍ୟପଟେ ମହିଳାଙ୍କ ପାଇଁ ବସ୍‌ରେ ୫୦% ରିହାତି ରହିଥିବା ବେଳେ ପୁରୀକୁ ୮୦ଟି ଜଗନ୍ନାଥ ଏକ୍ସପ୍ରେସ ବସ୍ ଗଡ଼ିବ ବୋଲି ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

18 + 4 =