csstore

ବ୍ଲକ୍ କଂଗ୍ରେସ୍‌ର ନୂତନ କର୍ମକର୍ତ୍ତା ନିର୍ବାଚିତ : ରୁଦ୍ର ପ୍ରତାପ ସିଂ ସଭାପତି, କିଶୋର ମହନନ୍ଦ୍ ସାଧାରଣ ସମ୍ପାଦକ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ବ୍ଲକ୍ ସଭାପତି ରୁଦ୍ରପ୍ରତାପ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରୁଦ୍ର ପ୍ରତାପ ସିଂ ସଭାପତି, ପଦ୍ମଲୋଚନ ସାହୁ ଓ ପ୍ରକାଶ ରଣା ଉପସଭାପତି, କିଶୋର ମହାନନ୍ଦ ସାଧାରଣ ସମ୍ପାଦକ, ଟୁନଚୁ ସରାଫ୍ ସଂପାଦକ, ବାବୁଲାଲ୍ ନାଏକ୍ କୋଷାଧକ୍ଷ, ରଶ୍ମି ରଞ୍ଜନ ପ୍ରହରାଜ ଜୋନ କ ସଭାପତି, ମହିଧର ବିଶ୍ଵାଳ ଜୋନ ଖ ସଭାପତି ହୋଇଥିବା ବେଳେ ସଦସ୍ୟ ଭାବରେ ଲବୀର ଭୋଇ, ଜୟଦେବ ମାଝୀ, ମାଗୁଣି ପଧାନ, ଗଜ ମାଝୀ, ସିମାରା ନାଏକ, ବରୁଣ ସାହୁ, ଜିସୟା ସେନାପତି, ରାଜ କୁମାର ପଟ୍ଟନାୟକ ଓ ଜିଲ୍ଲା କଂଗ୍ରେସ୍ କମିଟି ସଦସ୍ୟ ଭାବେ ଚମରା ବଗର୍ତ୍ତୀ, ପ୍ରଭାକର ନାଗ୍, ନାରାୟଣ ପ୍ରସାଦ ଅଗ୍ରୱାଲ, ଯଶୋଦା ନାଗ, ରମନ୍ତି ମାଝୀ, ପ୍ରକାଶ ମାଝୀ, ପୁରୁଷୋତ୍ତମ ହାତୀ ପ୍ରମୁଖ ନିର୍ବାଚିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବ୍ଲକ୍ ରିଟର୍ଣିଂ ଅଫିସର୍ ରାମ୍ କୁମାର୍ ଜୈନ, କଂଗ୍ରେସର ସଧାରଣ ସମ୍ପାଦକ ବିଭୁତି ଭୂଷଣ ମହାଖୁଡ, ଟିକେମନ ଦୀପ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.