Daily Archives

ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସମ୍ମାନିତ ହେଲେ ସୁଜିତ କୁମାର ଶତପଥୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ସୁନାମଧନ୍ୟ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଦ୍ଵାରା ଆୟୋଜିତ ଅନୁଷ୍ଠାନର ୧୮ତମ ବାର୍ଷିକ ଉତ୍ସବ ଏବଂ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବରେ ପଦ୍ମପୁର ନିବାସୀ ଡ. ସୁଜିତ କୁମାର ଶତପଥୀଙ୍କୁ ତାଙ୍କର ଉଲ୍ଲେଖନୀୟ ସମାଜସେବା ପାଇଁ
Read More...

ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମହେନ୍ଦ୍ରଗଡଠାରେ ଡିଜିଟାଲ ଶିକ୍ଷାଦାନ କେନ୍ଦ୍ରର ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣାଞ୍ଚଳର ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ରାମଗିରି-ଉଦୟଗିରି ବ୍ଲକର ମହେନ୍ଦ୍ରଗଡଠାରେ ଏକ ଡିଜିଟାଲ ଶିକ୍ଷାକେନ୍ଦ୍ର ଆରମ୍ଭ ହୋଇଛି । ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିବା ବେଳେ
Read More...

ବଲାଙ୍ଗିର ଦିନ୍ ବଡ ଧୁମ୍‌ଧାମ୍‌ରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଦିନ । ଆଉ ଏହି ବଲାଙ୍ଗିର ଦିନକୁ ବଡ଼ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି ସମସ୍ତ ବଲାଙ୍ଗିରବାସୀ । କୋଶଳ କଳା ମଣ୍ଡଳଠାରେ ସମସ୍ତ ବଲାଙ୍ଗିରବାସୀ ଦଳ ମତ ନିର୍ବିଶେଷରେ ଏକ ହୋଇ ନିଜ ମାଟି ସହ ଜଡ଼ିତ ବିଭିନ୍ନ ପ୍ରକାରର ସାଂସ୍କୃତିକ
Read More...

ବ୍ଲକ ଛକରେ ଗଜଲକ୍ଷ୍ମୀ ପୂଜା ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଛକଠାରେ ଗତ ୫ ଦିନ ଧରି ଚାଲିଥିବା ଗଜଲକ୍ଷ୍ମୀ ପୂଜା ମହାଆଡମ୍ବର ସହ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବରଗଡ କୀର୍ତ୍ତନ ଧାରା କାର୍ଯ୍ୟକ୍ରମରେ ଲୋକଙ୍କ ମନ ମୋହିତ ହୋଇଥିଲା । ଉକ୍ତ ପୂଜାରେ ପଣ୍ଡିତ କିରଣ ମିଶ୍ର,
Read More...

ସଇଁତଲାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ଉଦ୍‌ଯାପିତ

୨୧ ଗୋଟି ପ୍ରତିଯୋଗୀ ଜିଲ୍ଲାସ୍ତରକୁ ମନୋନୀତ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଆର୍‌ଏସ୍‌ଡି ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଇଁତଲା ଆନୁକୂଲ୍ୟରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହାର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ
Read More...

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ୨୦୨୩ ଡୁଙ୍ଗୁରିପାଲି ବ୍ଲକ ସହଲା କ୍ଲଷ୍ଟର ଅନ୍ତର୍ଗତ ଆଦିବାସୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସହଲାଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସହ ଶିକ୍ଷାଧିକାରୀ ଡ଼. ରାଧାକାନ୍ତ ଗଡତିଆଙ୍କ
Read More...

ନିଶିଗନ୍ଧା ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ମନୋନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦ ତରଫରୁ ଗତ ସୋମବାର ଦିନ ଭୁବନେଶ୍ୱର ଶହୀଦ ନଗରସ୍ଥିତ ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠାନର ପ୍ରତିଷ୍ଠାତା ବଳରାମ ତରେଇଙ୍କ ସଭାପତିତତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଆ
Read More...

ବଲାଙ୍ଗିର ସହରର ବ୍ଲୁଲାଗୁନ୍‌ ହୋଟେଲ ମ୍ୟାନେଜରଙ୍କୁ ଆକ୍ରମଣ କରି ଯୁବକ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବ୍ଲୁଲାଗୁନ୍‌ ହୋଟେଲ ମ୍ୟାନେଜରଙ୍କୁ ଆକ୍ରମଣ କରିବା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ପୁଲିସ । ସୂଚନାମତେ ଗତ ୩୦ ତାରିଖ ଦିନ ବ୍ରାହ୍ମଣପଡାର ରିବୁଲ ନାଏକ ବ୍ଲୁଲାଗୁନ୍‌ ହୋଟେଲ୍‌ର ମ୍ୟାନେଜର ସୁଶୀଲ ମିଶ୍ରଙ୍କୁ ଏକ ବିୟର
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା କଫ୍‌ ସିରପ୍‌ ଜବତ : ୨ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅଧିକାରୀଙ୍କ ନଜର ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ରହି ଆସୁଥିବା ବେଳେ ବେଆଇନ କଫ୍‌ ସିରପ୍‌ କାରବାର କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ବୁଧବାର ଖପ୍ରାଖୋଲ ପୋଲିସ
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାକ୍ସିିମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର କଳା ଶିକ୍ଷକ ସନ୍ତୋଷ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟର ସମସ୍ତ
Read More...
error: Content is protected !!