Daily Archives

ସାଇକଲରେ କେଦାରନାଥ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ମାୟାବର୍ହା ଗ୍ରାମପଞ୍ଚାୟତର ଉଚ୍ଚବାହାଲ ଗ୍ରାମର ଅଜିତ ବନଛୋର୍ ଓ ନୂଆଁପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମପଞ୍ଚାୟତର ଦାବରି ଗ୍ରାମର ତେଜେଶ୍ୱର ହଂସ ନିଜ ନିଜ ଗ୍ରାମରୁ କେଦାରନାଥ ପର୍ଯ୍ୟନ୍ତ
Read More...

ସ୍ପେଶାଲ୍ ଡ୍ରାଇଭରେ ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା ୬ଟି ପିସ୍ତଲ ଜବତ : ୧୨ ଜଣ ଅପରାଧି ଗିରଫ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ସ୍ପେଶାଲ୍ ଡ୍ରାଇଭରେ ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ୧୨ ଜଣ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୬ଟି ପିସ୍ତଲ ଜବତ କରିଛି ବ୍ରହ୍ମପୁର ପୋଲିସ ପ୍ରଶାସନ । ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ ବଜାର ଥାନା ଅଞ୍ଚଳର ଭାଲୁ ସାମଲ,
Read More...

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ପଦଯାତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅପରେସନ ସିନ୍ଦୂରର ସଫଳତାରେ ଭାରତର ବୀର ସୈନିକ ମାନଙ୍କ ସୋର୍ଯ୍ୟକୁ ସମ୍ମାନ ଦେବା ଓଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ରଘୁନାଥପାଲୀ ମଧୁବାବୁ ମଣ୍ଡଳର ସଭାନେତ୍ରୀ ମମତା ରାଉତଙ୍କ ନେତୃତ୍ୱରେ ଏବଂ ଜିଲ୍ଲା
Read More...

ଛତ୍ରପୁର ପ୍ରତିଭା ଆବାସିକ ବିଦ୍ୟାଳୟର ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତଥା ଯୁକ୍ତ ଦୁଇ କଳା ଓ ବିଜ୍ଞାନ ପରୀକ୍ଷା-୨୦୨୫ ଫଳାଫଳ ପ୍ରକାଶ ପାଇଥିବା ବେଳେ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଥିବା ପ୍ରତିଭା ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଆଶ୍ଚର୍ଯ୍ୟ ଜନକ ସଫଳତା ଲାଭ
Read More...

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୬ଷ୍ଠ ଦିନର ଖେଳ (ଟିମ – ଏ ୪ ଉଇକେଟରେ ବିଜୟୀ)

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିନର ଖେଳରେ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ - ଏ, ଟିମ - ବି
Read More...

ଯୋଗ କେନ୍ଦ୍ରର ୨ୟ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଦ୍ଵାରା ସଂଚାଳିତ ସେକ୍ଟର ୧୮ ସ୍ଥିତ ସୋସିଆଲ ହୋମ ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଅରବିନ୍ଦ ପଣ୍ଡାଙ୍କ ପୌରହିତ୍ୟରେ ଯଜ୍ଞ କାର୍ଯ୍ୟ କରାଯାଇ ସମସ୍ତଙ୍କ ମଙ୍ଗଳ କାମନା
Read More...

ପୂର୍ବତନ ସରପଞ୍ଚଙ୍କ ମାତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ଗାଁର ପୂର୍ବତନ ସରପଞ୍ଚ ତଥା ପାଇକମାଳ କରଣ ସମାଜର ଉପ ସଭାପତି ପ୍ରମୋଦ ରାଏଙ୍କ ମା ଗୁରୁବାର ସକାଳ ୧୦ଟା ସମୟରେ ବିୟୋଗ ହୋଇଯାଇଛି । ତାଙ୍କ ମାଁ ସ୍ୱର୍ଗତ କେଶରୀ ରାଏ (୭୯) ଦୀର୍ଘ ଦିନ ଧରି ଅସୁସ୍ଥ ଥାଇ ଘରେ
Read More...

କାର୍ ଉପରେ ଚଢିଗଲା ହାଇୱା : କାର୍ ଚାଳକ ମୃତ

ଢେଙ୍କାନାଳ : ସଦର ଥାନା ୫୫ ନଂ ଜାତୀୟ ରାଜପଥ କାଉଁରିଆପାଳ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି । କାର୍ ଉପରେ ପାଉଁଶ ବୋଝେଇ ହାଇୱା ଚଢ଼ି ଯିବାରୁ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ଗୁରୁବାର ଅପରାହ୍ନ ସାଢେ ୨ଟାସମୟରେ
Read More...

ସମାବେଶୀ ଶାସନ ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ ନେଲେ : କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ

ଭୁବନେଶ୍ୱର, (ପିଆଇବି) : ଦିବ୍ୟାଙ୍ଗଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଆବାସିକ ଯୋଜନାରେ ୪% ସଂରକ୍ଷଣ ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ ଦୃଷ୍ଟିକୋଣରୁ ପ୍ରେରଣା ନେଇ ଏବଂ ସୁଗମ୍ୟ ଭାରତ ଅଭିଯାନ ଅଧୀନରେ ସମସ୍ତ ନାଗରିକଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି ପ୍ରତି ଥିବା ପ୍ରତିବଦ୍ଧତା
Read More...

ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧରେ ଦେଶବ୍ୟାପୀ ଗଣସଚେତନତା କାର୍ଯ୍ୟକ୍ରମ

ଗୋଟିଏ ଦେଶ, ଗୋଟିଏ ମିଶନ ବନ୍ଦ ହେବ ପ୍ଲାଷ୍ଟିକ୍ ପ୍ରଦୂଷଣ ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ପରିବେଶ ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧରେ ଏକ ଦେଶବ୍ୟାପୀ ଗଣସଚେତନତା କାର୍ଯ୍ୟକ୍ରମ ଆରମ୍ଭ
Read More...