Daily Archives

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ ଗାଁରେ ଉପଦ୍ରବ କରୁଥିବା ବେଳେ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି । ଏହି
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ପ୍ରତିବାଦରେ ବ୍ଲକ
ବିକାଶ ମଞ୍ଚ ପକ୍ଷରୁ ବିଦ୍ୟୁତ୍ ଗ୍ରୀଡ୍

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ପ୍ରତିଦିନ ଘନଘନ ବିଦ୍ୟୁତ୍ ବିଭ୍ରାଟ ତଥା ଅନ୍ୟାନ୍ୟ ଦାବୀ ପ୍ରତିବାଦରେ ସୋମବାର ବ୍ଲକର ଅଗ୍ରଣୀ ସଙ୍ଗଠନ ବ୍ଲକ ବିକାଶ ମଞ୍ଚଙ୍କ ନେତୃତ୍ୱରେ ବ୍ଲକ ଅଞ୍ଚଳର ଶତାଧିକ ବିଦ୍ୟୁତ୍ ଉପଭୋକ୍ତାଙ୍କ ପକ୍ଷରୁ
Read More...

ପ୍ରହସନ ପାଲଟିଛି ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି : ବାରମ୍ବାର ଅଭିଯୋଗ କଲେ ବି ହେଉନାହିଁ ସମାଧାନ

ଦାରିଙ୍ଗବାଡି : ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ କହୁଥିବା ବେଳେ ଅନ୍ୟପଟେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଅଭିଯୋଗ ଏକାଧିକ ଥର ଆସୁଥିଲେ ସୁଦ୍ଧା ଅଭିଯୋଗର ସମାଧାନ ହେଉନଥିବା ଅଭିଯୋଗ ହୋଇଛି । ଫଳରେ ପ୍ରହସନ ପାଲଟିଛି
Read More...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି । ପ୍ରବଳ ବର୍ଷା ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଗତ‌ କିଛି ଦିନ ଧରି କଟକରେ ଅସହ୍ୟ ଗରମ ଓ ଗୁଳୁଗୁଳି
Read More...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (ଖୁସିରାନି ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ ଖଇରକାଠ ଚାଲାଣ ହେଉଥିବା ବେଳେ ଗାଡିକୁ ଜବତ କରି ବନ ବିଭାଗକୁ ହନ୍ତାସ୍ତର କରିଛି ।
Read More...

ଧର୍ମଗଡ ବିଧାୟକଙ୍କ ଇନ୍ଦ୍ରାବତୀ ଗସ୍ତ : ଅଧିକାରୀ ସ୍ତରରେ ବ୍ୟାପକ ଆଲୋଚନା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାରେ କୃଷି ବିପ୍ଲବ ଆଣିଥିବା ଇନ୍ଦ୍ରାବତୀ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବାର ଛବିଶ ବର୍ଷ ମଧ୍ୟରେ ଜିଲ୍ଲା ପାଇଁ ଅନେକ ପରିବର୍ତନ ଆଣି କଳାହାଣ୍ଡି ଜିଲ୍ଲାକୁ କୃଷି କ୍ଷେତ୍ରରେ ଏକ ବିକଶିତ ଜିଲ୍ଲାର ମାନ୍ୟତା ଦେଇସାରିଛି । ଚାଷୀର ପରିଚୟକୁ
Read More...

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟାନ୍ୱୟନ ସମୀକ୍ଷା

• ଓଡ଼ିଶାର ଘରକୁ ଘର ବୁଲି ଡ୍ରପ୍ ଆଉଟ୍ ସର୍ଭେର ଉଚ୍ଚ ପ୍ରଶଂସା କଲେ ଭାରତ ସରକାର• ଡ୍ରପ୍ ଆଉଟ୍ ହାର ରୋକିବା ପାଇଁ ଓଡ଼ିଶାର ଘରକୁ ଘର ବୁଲି ସର୍ବେକ୍ଷଣ ଦେଶ ପାଇଁ ଉଦାହରଣ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ• ପିଏମ-ଶ୍ରୀ, ଜାତୀୟ ଶିକ୍ଷା ନୀତି, ସମଗ୍ର ଶିକ୍ଷା, ଭିତ୍ତିଭୂମି ବିକାଶ,
Read More...

ଯୁବତୀକୁ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ : ବ୍ୟବହୃତ ଅଟୋ ଜବତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳର ଜଣେ ଯୁବତୀକୁ ଅଟୋରେ ଘରକୁ ଛାଡିବାକୁ କହି ଜୋର ଜବରଦସ୍ତ ନେଇ ତିନି ଜଣ ସାଙ୍ଗ ୭ ଦିନ ଏକ ଭଡା ଘରେ ରଖି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତାର ଅଭିଯୋଗ ଆଧାରରେ ପୁଲିସ ତିନିଜଣ ଯୁବକ
Read More...

ପରିବେଶ ଓ ପରିସ୍ଥିତି ଲେଖକଙ୍କୁ ଲେଖିବାକୁ ବାଧ୍ୟ କରେ

ପ୍ରଶାନ୍ତ ମିଶ୍ରଙ୍କ 'ପ୍ରତିପନ୍ନ' ଉନ୍ମୋଚିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଆଖପାଖର ପରିବେଶ, ପରିସ୍ଥିତି ହିଁ ଲେଖକଟିଏକୁ ଲେଖିବା ପାଇଁ ବାଧ୍ୟ କରେ । ସାମାଜିକ ଗତି, ରୀତିରେ ଅବାଂଛିତ ପରିବର୍ତ୍ତନ ଦେଖି ଲେଖକଟିଏ ନଲେଖି ରହିପାରେ ନାହିଁ ବୋଲି ଲେଖେ । ବରିଷ୍ଠ ସାମ୍ବାଦିକ
Read More...

ଶ୍ରଦ୍ଧାର ୨୦୨୫- ୨୦୨୮ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାର ବାର୍ଷିକ ସମ୍ମିଳନୀ ଶ୍ରଦ୍ଧା ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଗତ ଦୁଇବର୍ଷର କାର୍ଯ୍ୟକ୍ରମ ଓ ଆୟବ୍ୟୟର ବିବରଣୀ ଦେବାସହ ଆଗାମୀ
Read More...