Daily Archives

ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ : ୨୦ ୟୁନିଟ ରକ୍ତ ସଂଗ୍ରହ

ବାରିପଦା, ( ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ପରିସରରେ ଓଡିଶା ରକ୍ତଦାତା ମହାସଂଘ, ବାରିପଦା ଶାଖା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବରିଷ୍ଠ ସଦସ୍ୟ ସର୍ଦ୍ଦାର ହରିଚରଣ ସିଂହ ଓ ରକ୍ତ ଭଣ୍ଡାର ଅଧିକାରୀ ଡଃ
Read More...

ପାକିସ୍ତାନର ଆତଙ୍କବାଦ ବିରୁଦ୍ଧରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ “ଜୟ ହିନ୍ଦ ତ୍ରିରଙ୍ଗା ଯାତ୍ରା ” ର…

ବାରିପଦା, (ଦେବସ୍ମିତ ଚୌଧୁରୀ) : ପାକିସ୍ତାନର ଆତଙ୍କବାଦ ବିରୁଦ୍ଧରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବାରିପଦାରେ "ଜୟ ହିନ୍ଦ ତ୍ରିରଙ୍ଗା ଯାତ୍ରା " ର ଆୟୋଜନ କରାଯାଇଥିଲା । କୃଷ୍ଣଚନ୍ଦ୍ର ଗୋଲେଇଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ଗୋଲେଇ ପର୍ଯ୍ରନ୍ତ ଯାଇଥିଲା ।
Read More...

ଅଚାନକ ଗୁଣୁପୁର ଜି ଆଇ ଇ ଟି କଲେଜରେ ଲାଗିଲା ନିଆଁ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଆଇଇଟି କଲେଜରେ ଲାଗିଲା ନିଆଁ । ରାୟଗଡ଼ା ଜିଲ୍ଲା ଗୁଣୁପୁର ଜିଆଇଇଟି ବିଶ୍ଵବିଦ୍ୟାଳୟ କମ୍ପ୍ୟୁଟର ସାଇନ୍ସ ବିଭାଗରେ ଲାଗିଲା ନିଆଁ । ନିଆଁ କିଭଳି ଲାଗିଲା ତାହା ଜଣାପଡ଼ିନଥିବା ବେଳେ କାହାର କିଛି ହୋଇ ନ ଥିବା ସୂଚନା ମିଳିଛି । କଲେଜର
Read More...

ଏସ୍‌ସିବି ପରିସରରୁ ୪ ଦଲାଲ ଗିରଫ : ରୋଗୀ ମାନଙ୍କୁ ଘରୋଇ ହସ୍ପିଟାଲ ନେବା ପାଇଁ ପ୍ରବର୍ତ୍ତାଉଥିଲେ

କଟକ : କଟକ ଏସସିବି ମେଡ଼ିକାଲ ପରିସରରୁ ୪ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଙ୍ଗଳାବାଗ ଥାନା ପୋଲିସ । ଦୁଇଟି ପୃଥକ୍ ପୃଥକ୍ ଘଟଣାରେ ଅଭିଯୋଗ ପାଇବା ପରେ ମଙ୍ଗଳାବାଗ ଥାନା ପୋଲିସ ଏସସିବି ଟ୍ରମା କାଜୁଆଲ୍ଟି ସମ୍ମୁଖରୁ ରୋଗୀ ମାନଙ୍କୁ ଘରୋଇ ହସ୍ପିଟାଲ ନେବା ପାଇଁ
Read More...

ବାଞ୍ଜିବାହାଲ ଠାରେ ଅଷ୍ଟ ପ୍ରହର ନାମଯଜ୍ଞ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାଞ୍ଜିବାହାଲ ଗ୍ରାମ ଠାରେ ଶ୍ରୀରାଧାକୃଷ୍ଣ ମନ୍ଦିର ସ୍ଥାପନାର ୭୫ବର୍ଷ ପୂର୍ତ୍ତି ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ଆୟୋଜନ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଇଛି । ୧୯୭୫ ମସିହାର ଏକ ପାବନ ବେଳାରେ
Read More...

ଜାମ୍ମୁକାଶ୍ମୀରରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ : ବାଲେଶ୍ୱରର ରହିଛନ୍ତି ୫ ଜଣ

ରେମୁଣା : ଜାମ୍ମୁ କାଶ୍ମୀରରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ । ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢୁଛି । ଯୁଦ୍ଧ ଆଶଙ୍କା କରି ଜାମ୍ମୁ କାଶ୍ମୀରରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଆଜି ଓଡ଼ିଶା ଫେରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଣିଜ୍ୟ ଓ ପରିବହନ
Read More...

ଜଗନ୍ନାଥ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା : ଟ୍ରେଲର ଧକ୍କାରେ ବାଇକ ଆରୋହୀ ମୃତ

ଖନ୍ତାପଡ଼ା : ବାଇକ୍‌କୁ ଧକ୍କା ଦେଲା ଟ୍ରେଲର୍ । ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ । ମୃତକ ସୁବର୍ଣ୍ଣପୁର ଜିଲ୍ଲାବୀର ମହାରାଜପୁର ଥାନା ନାୟକପଡା ବେଜପାଲି ଗ୍ରାମର ସୌଦାମିନୀ ଲୁହାଙ୍କ ପୁଅ ଧନଞ୍ଜୟ ବୋଲି ଜଣାପଡ଼ିଛି । ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ନିକଟରେ ଥିବା ଜଗନ୍ନାଥ ପେଟ୍ରୋଲ
Read More...

ବଲାଙ୍ଗିର ଜିଲ୍ଲା ମହିଳା କ୍ରିକେଟ ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : କଟକରେ ଚାଲିଥିବା ଆନ୍ତଃଜିଲ୍ଲା ମହିଳା ଟି-୨୦ କ୍ରିକେଟରେ ବଲାଙ୍ଗିର ଜିଲ୍ଲା ମହିଳା ଦଳ ଓ କଟକ ଜିଲ୍ଲା ଦଳ ମଧ୍ୟରେ ଗତ କାଲି ବାରବାଟୀ ଷ୍ଟଡିୟମରେ ଫାଇନାଲ ଖେଳ ହୋଇଥିଲା । ଏଥିରେ ବଲାଙ୍ଗିର ଦଳ ରନର୍ସଅପ ହୋଇ ଟ୍ରଫି ସହ ଏକ ଲକ୍ଷ ଟଙ୍କା ପାଇଥିଲେ । ଉକ୍ତ
Read More...

ଜିଆଇଇଟି ବିଶ୍ଵବିଦ୍ୟାଳୟରେ ଅଗ୍ନିକାଣ୍ଡ : ଅଧାରୁ ବନ୍ଦ ହେଲା ଓଜେଇ ପରୀକ୍ଷା

ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ଜିଆଇଇଟି ବିଶ୍ଵବିଦ୍ୟାଳୟର ପାଞ୍ଚ ମହଲା କୋଠା (ସିଏସଇ) ବିଭାଗର କମ୍ପ୍ୟୁଟର ଲ୍ୟାବରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପାୟ କୋଟିଏରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି । ଏଥିସହ ଓଜେଇ ପରୀକ୍ଷା
Read More...

ମେ ୨୭ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ଵର : ଏଥର ସଅଳ ଆସିବ ମୌସୁମୀ । ଦେଶକୁ ଶୀଘ୍ର ମୌସୁମୀ ଛୁଇଁବା ସମ୍ଭାବନା । ମେ ୨୭ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବ । ତେବେ ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ । ଏନେଇ ୯ଆଇ ଏମ୍‌ ଡ଼ି ପକ୍ଷରୁ ଆକଳନ କରାଯାଇଛି । ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
Read More...