Daily Archives

ବାଲିଗୁଡାରେ ମା’ ପାଟ୍ଟଖଣ୍ଡା ଠାକୁରାଣୀଙ୍କ ଯାତ୍ରାରମ୍ଭ : ନିମନ୍ତ୍ରଣ ପରେ ଫୁଲଚାଙ୍ଗୁଡ଼ି ପୂଜା ଓ ଦିଗବନ୍ଧନ ଶେଷ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟ୍ଟଖଣ୍ଡା ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମାିଁ ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପରେ ଯଥାରିତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଅସ୍ଥାୟୀ
Read More...

ଧର୍ମପରାୟଣା ମହିଳା ଶାନ୍ତି ପଣ୍ଡାଙ୍କ ଦେହାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସମାଜସେବୀ ସ୍ୱର୍ଗତ ତାରକେଶ୍ୱର ପଣ୍ଡାଙ୍କ ମାଆ ଶାନ୍ତି ପଣ୍ଡା (୮୮) ଛତ୍ରପୁର ସ୍ଥିତ ନିଜ ବାସ ଭବନରେ ମଙ୍ଗଳବାର ପ୍ରାତଃ ସମୟରେ ଇହଧାମ ତ୍ୟାଗ କରିଛନ୍ତି । ସେ ଜଣେ ମେଳାପୀ, ସ୍ନେହୀ, ଧର୍ମପରାୟଣା, ପରୋପକାରୀ ମହିଳା ଥିଲେ । ଶେଷ ନିଃଶ୍ୱାସ
Read More...

ଆଇନ ଶୃଙ୍ଖଳାକୁ ନେଇ ଗର୍ଜିଲା ବିଜେଡ଼ି

ଅନୁଗୁଳ : ଅନୁଗୁଳ ଜିଲ୍ଲାର ଲୋଧାଝରି ଗାଁର ୨୩ ବର୍ଷୀୟା ଦଳିତ ଯୁବତୀଙ୍କୁ ଏପ୍ରିଲ ୨୬ ତାରିଖରେ ରେଳ ଷ୍ଟେସନ ପାଖରୁ ଅପହରଣ କରାଯାଇ ବଳତ୍କାର ଓ ହତ୍ୟା କରାଯିବା ପରେ ଏସିଡ ଯୋଗେ ଶବକୁ ଜଳାଇଦେବା ଭଳି ଜଘନ୍ୟ ନାରକୀୟ କାଣ୍ଡ ମାମଲାକୁ ନେଇ ବିଜେଡ଼ି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ।
Read More...

ବହୁଭାଷୀ ନାଟକ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

୮ ରୁ ୧୧ ପର୍ଯ୍ୟନ୍ତ ପ୍ରୟାସ ନାଟକ ମହୋତ୍ସବ ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରୟାସ ରାଉରକେଲା ଆୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟକ ମହୋତ୍ସବ ୨୦୨୫ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ପ୍ରୟାସ ପରିବାର ତରଫରୁ ଆୟୋଜିତ
Read More...

ବାରିପଦା ବି. ଇ. ଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଡି ଆଇ ଇ ଟି ସମ୍ମିଳନୀ କକ୍ଷରେ ବାରିପଦାର ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁଙ୍କ
Read More...

ଆଜି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ସ୍ନାତକ ପରୀକ୍ଷା ୨୦୨୫ର ଫଳାଫଳ ପ୍ରକାଶ ପାଇଛି

ବରଗଡ, (ନିରୋଜ କୁମାର ପାଣୀ) : ଏହି ପରୀକ୍ଷାରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅଧିନସ୍ଥ, କମଗାଁରେ ଥିବା ଶକୁନ୍ତଳା ବିଦ୍ୟାଧର ମହିଳା ସ୍ନାତକ ମହାବିଦ୍ୟାଳୟର ଛାତ୍ରୀମାନେ ଉନ୍ନତ ମାନରେ ସଫଳତା ହାସଲ କରିଛନ୍ତି । ବିଭିନ୍ନ ସମ୍ମାନ ବିଷୟରେ ମହା ବିଦ୍ୟାଳୟର ୧୭୫ ଜଣ ଛାତ୍ରୀ ପରୀକ୍ଷା
Read More...

ଶ୍ରୀ ଶ୍ରୀ ମା ତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୮ ରୁ ୧୦

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ରୋଡ଼ ସ୍ଥିତ ଶ୍ରୀ ଶ୍ରୀ ମା ତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ହେବ ବୋଲି ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏନେଇ ମାଁ ତାରିଣୀ ମନ୍ଦିର ସମିତିର
Read More...

ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ

ମାନ୍ୟବର ଉପବାଚସ୍ପତିଙ୍କ ଦ୍ଵାରା ଜିଲ୍ଲାରେ ଚାଲୁଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ସ୍ଥାନୀୟ ବିକାଶ ଭବନ ଠାରେ ଆଜି ମାନ୍ୟବର ଉପ ବାଚସ୍ପତି, ଓଡ଼ିଶା ବିଧାନସଭା ତଥା ମାନ୍ୟବର ବିଧାୟକ ତଳସରା ଭବାନୀ ଶଙ୍କର ଭୋଇଙ୍କ ଦ୍ଵାରା
Read More...

ପୁରୀ ବିମାନବନ୍ଦର ପାଇଁ ନୀତିଗତ ଅନୁମୋଦନ : ପ୍ରଧାନମନ୍ତ୍ରୀ ଓ ବେସାମରିକ ଚଳାଚଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ…

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ କେନ୍ଦ୍ର ସରକାର ଦେଶବ୍ୟାପୀ ବିମାନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ସଂକଳ୍ପବଦ୍ଧ ଅଛନ୍ତି । ଏହି କ୍ରମରେ ଆଉ ଏକ ପଦକ୍ଷେପ ନେଇଛନ୍ତି ସରକାର । ଓଡ଼ିଶାର ପୁରୀ ଏବଂ ରାଜସ୍ଥାନର କୋଟାରେ ନୂଆ
Read More...

୯ରେ ସେଙ୍ଗେଲ ସମାଜ ସୁଧାର ସଭା

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟି ସହ ଅଲ୍ ଇଣ୍ଡିଆ ମାଝୀ-ପାର୍ଗାନା ମାଡୱା ଓଡିଶା ପ୍ରଦେଶ କମିଟିର ସେଙ୍ଗେଲ ପାର୍ଗାନା ନାରାନ ମୁର୍ମୁଙ୍କ ତତ୍ତ୍ୱାବଧାନରେ ମୟୁରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାବିପତ୍ର
Read More...