ବିଚ୍ ରାସ୍ତାରେ ଖଣ୍ଡା ଧରି ଗୋଡ଼ାଇବା ଘଟଣା : ୭ ଜଣଙ୍କୁ ଧରିଲା ବଲାଙ୍ଗିର ପୋଲିସ
ବଲାଙ୍ଗିର, (କେପିଏନ୍ଏସ୍) : ବିଚ୍ ରାସ୍ତାରେ ଖଣ୍ଡା ଧରି ଯୁବକଙ୍କୁ ଗୋଡାଇବା ଘଟଣାରେ ବଲାଙ୍ଗିର ଟାଉନ୍ ଥାନା ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ବଲାଙ୍ଗିର ଟାଉନ୍ ଥାନା ପରିସରରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଖୋଦ୍ ବଲାଙ୍ଗିର ଏସ୍ପି ଅଭିଳାଷ ଜି!-->…
Read More...
Read More...