Daily Archives

ବ୍ରଜପାତରେ ମୃତ୍ୟୁବରଣ କରିଥିବା ପରିବାରକୁ ଭେଟିଲେ ପାଇକମାଳ ଆଦିବାସୀ ଅନୁସୂଚିତ ଜାତି ଓ ଉପଜାତି କର୍ମଚାରୀ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ବରତୁଣ୍ଡା ପଞ୍ଚାୟତ ପୁରେନା ଗାଁରେ ଗୁରୁବାର ଘଟିଥିବା ବ୍ରଜପାତରେ ଜଣେ ନାବାଳକ ରଞ୍ଜିତ ଧରୁଆ (୮) ମୃତ୍ୟୁ ହୋଇଥିବାବେଳେ ସୋନୁ ଓରଫ ପଙ୍କଜ ଦଣ୍ଡସନା (୧୧) ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଶୁକ୍ରବାର ପାଇକମାଳ ବିଇଓ
Read More...

କାଠଯୋଡି ନଦୀରେ ବୁଡି ଦୁଇ ଜଣ ନିଖୋଜ : ଉଦ୍ଧାର କାର୍ଯ୍ୟ ଜାରି

କଟକ : କାଠଯୋଡି ନଦୀରେ ବୁଡି ଦୁଇ ଜଣ ନିଖୋଜ ହୋଇଛନ୍ତି । କଟକ ସିଡିଏ ସେକ୍ଟର-୧୦ ବୁରୁଜ ନିକଟରେ ଘଟିଛି ଏଭଳି ଅଘଟଣ । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଲ୍ଏଣ୍ଡଟି କମ୍ପାନୀରେ କାମ କରୁଥିଲେ ଦୁଇ ଜଣ ଯୁବକ । ନିଖୋଜ ଯୁବକ ହେଲେ ଋତିକେଶ ମାତାଲ୍, ଋତିକ ଭଂଜେ ।
Read More...

ବେଲପଡା ଠିକାଦାର ପ୍ରଶାନ୍ତ ନିଆଲଙ୍କ ହତ୍ୟା ଘଟଣା

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡାର ଠିକାଦାର ପ୍ରଶାନ୍ତ ନିଆଲଙ୍କ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ଏବଂ ଗ୍ରାମବାସୀ । ସୂଚନା ଅନୁଯାୟୀ ୮ ତାରିଖ ପ୍ରଶାନ୍ତ ନିଆଲ ଏବଂ ଅନ୍ୟ ୩ ଜଣ ରାୟପୁର ଯାଇଥିଲେ । ରାୟପୁରରୁ ୩ ଜଣ ବେଲପଡ଼ା ଫେରିଆସିଥିବା ବେଳେ
Read More...

ଜୋଙ୍କ ପୁଲିସର ଅପରେସନ ‘ଶୁଦ୍ଧି’ : ୨୮କେଜି ଗଞ୍ଜେଇ ଜବତ, ୯ ଅଭିଯୁକ୍ତ ଗିରଫ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପୁଲିସକୁ ଅପରେସନ ଶୁଦ୍ଧିରେ ସଫଳତା ମିଳିଛି । ଆଜି ଜୋଙ୍କ ପୁଲିସ ୨୮କେ.ଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ରାଜସ୍ଥାନର ୬ଜଣ ସମେତ ୯ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଜି.ଆର୍‌. ରାଘବେନ୍ଦ୍ର
Read More...

ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା : ଛୁଟିରେ ଘରକୁ ଆସି ଝୁଲିପଡ଼ିଲେ

ପରଜଙ୍ଗ : ପରଜଙ୍ଗ ଥାନା ଅନ୍ତର୍ଗତ କନ୍ତୋର ଗ୍ରାମ ପଞ୍ଚାୟତ କୋଷ୍ଠବେଡ଼ିଆ ସାହିର ଅରୁଣ ନାଏକଙ୍କ ୧୪ ବର୍ଷୀୟ ନାବାଳିକା ଝିଅ ରୁଦ୍ରାଣୀ ନାଏକଙ୍କ ଆତ୍ମହତ୍ୟା । ରୁଦ୍ରାଣୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ରବିବାର ସକାଳୁ ପରିବାରର ସମସ୍ତ ସଦସ୍ୟ ନିଜ ନିଜ
Read More...

ସେଲ୍ଫି ହେଲା କାଳ : କୋଏଲ ନଦୀରେ ବୁଡ଼ି ଛାତ୍ର ମୃତ

ରାଉରକେଲା : ଛେଣ୍ଡ ଥାନା ଅନ୍ତର୍ଗତ କୋଏଲ ନଦୀର ପ୍ରଧାନପାଲି ଘାଟରେ ସେଲ୍ଫିନେବା ହେଲା କାଳ । ନଦୀରେ ବୁଡ଼ି ଯାଇ ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଛାତ୍ର ଉଦ୍ଧାର ହୋଇଛନ୍ତି । ମୃତ ଛାତ୍ର ଜଣକ ହେଲେ ସୁନ୍ଦରଗଡ ସଦରର ସ୍ୱାଧୀନ ଓରାମ । ସୂଚନା ଅନୁସାରେ ସେକ୍ଟର ୬
Read More...

ବଡ଼ ପୁଅକୁ ହତ୍ୟା : ମା’ ସହ ଭାଇ ଓ ୨ଭଉଣୀ ଅଟକ

ନାକଟିଦେଉଳ : ରେଢ଼ାଖୋଲ ଥାନା ଡଇଁଚା ସୁବର୍ଣ୍ଣପାଲିରୁ ମାଟି ତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ମୃତକ ହେଲେ ବାଦଲ ପ୍ରଧାନ(୨୪) । ତାଙ୍କ ଘର ପାଚେରୀ କଡ଼ରୁ ୪ ଫୁଟ ତଳୁ ମୃତଦେହ ମିଳିଛି । ତେଣୁ ଏହାକୁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି । ଏଥିରେ ପରିବାର ଲୋକଙ୍କ
Read More...

ଲାଖପଦରଠାରେ ତୈଲିକ ବୈଶ୍ୟ ସମାଜର ବୋର୍ଡ ବୈଠକ

ଲାଖପଦର ଠାରେ କଳାହାଣ୍ଡି ଜିଲ୍ଲା ତୈଲିକ ବୈଶ୍ୟ ସମାଜର ପ୍ରଥମ ବୋର୍ଡ ବୈଠକ କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଲାଖପଦର ଠାରେ ଜିଲ୍ଲା ତୈଲିକ ବୈଶ୍ୟ ସମାଜର ପ୍ରଥମ ବୋର୍ଡ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବ ନିର୍ବାଚିତ ଜିଲ୍ଲା
Read More...

ହାପି ମୋମେଣ୍ଟସ ଇଣ୍ଡିଆର ୧୩ତମ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେଂଟସ ଇଣ୍ଡିଆ ପକ୍ଷରୁ ୧୩ ତମ ପ୍ରତିଷ୍ଠା ଦିବସ ଆଦର୍ଶ ସାହିତ୍ୟ ଘର ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ଓ ଟ୍ରଷ୍ଟି ରଶ୍ମିତା
Read More...

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ପଣା ବଣ୍ଟନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ଆଧ୍ୟାତ୍ମିକ ଅନୁଷ୍ଠାନ ନିଜର ସାମାଜିକ ପ୍ରତିବଦ୍ଧତାକୁ ବଜାୟ ରଖି ପ୍ରତ୍ୟେକ ରବିବାର ଦିନ ୭/୧୭ ଛକରେ ପଣା ବଣ୍ଟନ କରାଯାଇଥାଏ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓ ଏହାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ପକ୍ଷରୁ ଏପ୍ରିଲ ମାସ ପହିଲାରୁ
Read More...