Daily Archives

ଗଞ୍ଜେଇ ଚୋରାଚାଲାଣ ବେଳେ ଧରା ପଡିଲେ ଅଭିଯୁକ୍ତ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଅବକାରୀ ବିଭାଗ ବିଶ୍ଵସ୍ଥ ସୂତ୍ରରୁ ଖବରପାଇ ପାଟଣାଗଡ ଥାନା କେନ୍ଦୁମୁଣ୍ଡି - ବିନ୍ଧନପଥର ରାସ୍ତାରେ ପେଟ୍ରୋଲିଙ୍ଗ ସମୟରେ ଗୋଟିଏ ବାଇକରେ ଦୁଇଜଣ କିଛି ନେଉଥିବା ସଂନ୍ଦେହେ କରି ତାଙ୍କୁ ଅଟକାଇଥିଲେ । ସର୍ଚ୍ଚ କରିବାସମୟରେ
Read More...

ମହିଳା ଓ ଶିଶୁ ଅତ୍ୟାଚାରକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିର ଉଦ୍‌ବେଗ : ଜିଲ୍ଲା ପ୍ରଶାସନକୁ ଗୁରୁତ୍ଵ ଦେବାକୁ…

ଭୁବନେଶ୍ୱର : ରାଜ୍ୟରେ ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିର ଉଦ୍‌ବେଗ । କ୍ଷେତ୍ର ପରିଦର୍ଶନ କରି ଉଦ୍‌ବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ମହିଳା ଓ ଶିଶୁ ବିଭାଗ ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟା ପ୍ରମିଳା ମଲ୍ଲିକ । ସେ
Read More...

୧୦ ଗୋଟି କେନ୍ଦ୍ରୟ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବୈପାରିଗୁଡ, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବିଭିନ୍ନ ସମସ୍ୟାକୁ ନେଇ ଆଜି ଦଶଟି କେନ୍ଦ୍ରୟ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଗାଁ ଗହଳିର ସମସ୍ୟାକୁ ନେଇ ଏ.ଆଇ.ୟୁ.ଟି.ୟୁ.ସିର ସୂର୍ଯ୍ୟନାରାୟଣ ବିଶୋଇ ଓ ଟି.ୟୁ.ସି.ସିର ଶମ୍ଭୁ ପ୍ରଶାଦ ମହାନ୍ତିଙ୍କ
Read More...

ବେଲପଡା ଠାରେ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବେଲପଡା ଠାରେ ଆଜି ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଇଛି । ଉକ୍ତ କାର୍ଯ୍ୟକ୍ରମରେ ବେଲପଡା ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନ, ପୋଲିସ ପ୍ରଶାସନ, ଓଏଲ୍‌ଏମ୍‌ ସଂସ୍ଥା ଏବଂ ବିଜେପିର ୨ଶହରୁ ଅଧିକ କର୍ମୀ ଯୋଗଦାନ କରିଥିଲେ । ଏହି ପଦଯାତ୍ରା ବେଲପଡା
Read More...

ଆସନ୍ତାକାଲି ବାହାରିବ ଯୁକ୍ତ ୨ ପରୀକ୍ଷା ଫଳାଫଳ

ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳାଫଳ। କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ । ଅପରାହ୍ନ ୪ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ । ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । www.orissaresults.nic.in ,
Read More...

କଡ଼ ଲେଉଟାଇଲାଣି କରୋନା : ମୁମ୍ୱାଇରେ ୨ ମୃତ

ମୁମ୍ବାଇ : ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ । ପୁଣି ଜୀବନ ନେଲା କରୋନା ଭାଇରସ୍ । ମୁମ୍ବାଇରେ କରୋନା ଆତଙ୍କ ଦେଖିବାକୁ ମିଳିଛି । ୫୩ଜଣ ପଜିଟିଭ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର କେଇଏମ୍ ହସ୍ପିଟାଲରେ ଦୁଇ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା
Read More...

ପୁସ୍ତକ ‘କ୍ୱେଷ୍ଚନ ବ୍ୟାଙ୍କ ଅନ କ୍ରିମିନାଲ ଲ’ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟର କନଫରେନ୍ସ ହଲଠାରେ ଗତ କାଲି ପୁସ୍ତକ ‘କୋଶ୍ଚିନ ବ୍ୟାଙ୍କ ଅନ କ୍ରମିନାଲ ଲ’ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରାଜଜ୍‌ ପବିତ୍ର ମୋହନ ସାମଲ, ସମ୍ମାନୀୟ ଅତିଥି ଫେମିଲି
Read More...

ଏଆଇଟିୟୁସି ଓ ଏଆଇୟୁଟିୟୁସି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧିନ ଫେଡେରେସନ ଆହ୍ୱାନରେ ଦେଶ ବ୍ୟାପି ବିକ୍ଷୋଭ ଅବସରରେ ଆଜି ଏଆଇଟିୟୁସି ଓ ଏଆଇୟୁଟିୟୁସି ବଲାଙ୍ଗିର ଜିଲ୍ଲା ପକ୍ଷରୁ କୋଶଳ କଳା ମଣ୍ଡଳ ପଡିଆରୁ ଏକ ର‍୍ୟାଲିରେ ଭାଗରଥି ଛକ ଦେଇ ଜିଲ୍ଲାପାଳଙ୍କ କାଯ୍ୟାଳୟ
Read More...

ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା ସ୍ତରୀୟ ଆନ୍ତଃ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ୱାସ୍ଥ୍ୟ ବିଭାଗ ଅଧିନସ୍ଥ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଆନ୍ତଃ ସମନ୍ଵୟ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଭାତ
Read More...

ଖଣ୍ଡପଡ଼ାରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲା ଖଣ୍ଡପଡା ସହରର ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସରରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ା ସାମ୍ବାଦିକ ସଂଘର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ କଟକ ଅର୍ବାନ ହସ୍ପିଟାଲର ସୁନାମ ଧନ୍ୟ
Read More...