Daily Archives

ଶେଷରେ ମାନିଲେ କେନ୍ଦ୍ର ସରକାର : ରାଉରକେଲା ଜିଲ୍ଲା କଂଗ୍ରେସ ମହଲରେ ଖୁସିର ଲହରୀ

ରାଉରକେଲା, (କେପିଏନ୍‌ଏସ୍‌) : ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଜାତି ଜନଗଣନା ପାଇଁ ପାର୍ଲାମେଣ୍ଟରେ ଯେଉଁ ଦାବି ରଖିଥିଲେ ତାହା ବର୍ତ୍ତମାନର ସରକାର ମାନିଥିବାରୁ ସାରା ଦେଶରେ କଂଗ୍ରେସ କର୍ମୀ ଓ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସେହି ପରିପେକ୍ଷୀରେ ଓଡ଼ିଶା ପ୍ରଦେଶ
Read More...

ଗ୍ଲୋବାଲ୍ ମିଡିଆ ଡାଏଲଗ୍ ୨୦୨୫ : ୱେଭ୍ସ ଘୋଷଣାପତ୍ର ଗ୍ରହଣ ସହ ଏଆଇ ଯୁଗରେ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ସହିତ…

• ୱେଭ୍ସ ଘୋଷଣାପତ୍ର ଉଦୀୟମାନ ପ୍ରଯୁକ୍ତିବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ପ୍ରୋତ୍ସାହିତ କରି ଡିଜିଟାଲ୍ ବିଭାଜନକୁ ଦୂର କରିବାକୁ ଚେଷ୍ଟା କରୁଛି, ପକ୍ଷପାତକୁ ହ୍ରାସ କରି, ବିଷୟବସ୍ତୁକୁ ଗଣତାନ୍ତ୍ରିକ କରି ଏବଂ ନୈତିକତାକୁ ପ୍ରାଥମିକତା ଦେଉଛି• ୱେଭ୍ସ ଘୋଷଣାପତ୍ର ଲୋକଙ୍କୁ ଏକତ୍ର
Read More...

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର, (ପିଆଇବି) : ଶିକ୍ଷା ଏକ ବୃତ୍ତିର ମାଧ୍ୟମ ନୁହେଁ, ଏହା ସାଧନା ଓ ବ୍ରତ ବୋଲି ବିଶିଷ୍ଟ ଶିକ୍ଷାବିତ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାଶ ମତବ୍ୟକ୍ତ କରିଛନ୍ତି । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏସୀୟ ଜନସ୍ୱାସ୍ଥ୍ୟ
Read More...

ଲୋଇସିଂହା ବିଧାନସଭା ମଣ୍ଡଳସ୍ତରୀୟ ମାରାଥନ ସମୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବିଧାନସଭା ମଣ୍ଡଳସ୍ତରୀୟ ସମୀକ୍ଷା କମିଟି ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହେଇଯାଇଛି । ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗ ଉକ୍ତ
Read More...

ଆସନ୍ତାକାଲି ୱେଭ୍ସଠାରେ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ୨୦୨୪-୨୫ ଉପରେ ପରିସଂଖ୍ୟାନ ପୁସ୍ତିକା ଉନ୍ମୋଚନ କରିବ ସୂଚନା…

ନୂଆଦିଲ୍ଲୀ, (ପିଆଇବି) : ମୁମ୍ବାଇରେ ଚାଲିଥିବା ୱେଭ୍ସ ଅବସରରେ ଆସନ୍ତାକାଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ୨୦୨୪-୨୫ ଉପରେ ପରିସଂଖ୍ୟାନ ପୁସ୍ତିକା ଉନ୍ମୋଚନ କରାଯିବ । ଗଣମାଧ୍ୟମ ଏବଂ ମନୋରଞ୍ଜନ ସେବା କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ,
Read More...

ଉଦିତନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି ପଞ୍ଚଦେବ କଲ୍‌ଚରାଲ୍‌ ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ଦିଲ୍ଲୀପ କୁମାର କର ଓ ମ୍ୟାନେଜିଂ ଟ୍ରଷ୍ଟି ବିଜୟ କୁମାର ପ୍ରଧାନ ତଥା ଅନ୍ୟ
Read More...

ମେଟ୍ରିକ୍ ପରୀକ୍ଷାରେ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ତୁଷୁରାର ସଫଳତା ଏ-୧ ରେ ୨ଜଣ

ତୁଷୁରା, (କେପିଏନ୍‌ଏସ୍‌) : ଶିକ୍ଷାବର୍ଷ -୨୦୨୪-୨୫ର ମେଟ୍ରିକ୍ ପରୀକ୍ଷାରେ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ତୁଷୁରାକୁ ଶତ ପ୍ରତିଶତ ପାସହାର ସହ ୨ଜଣ ଏ-୧ ପାଇବାରର ସଫଳତା ମିଳିଛି । ଖର୍ଡା ନିବାସୀ ଉମାକାନ୍ତ ବୁଦ୍ଧିଆଙ୍କ ପୁତ୍ର ତନ୍ମୟ ବୁଦ୍ଧିଆ ସର୍ବାଧିକ ୫୬୦ ମାର୍କ ରଖିଥିବା ବେଳେ
Read More...

ଜେନିଥ ଲିଓରେ ଗ୍ରୀଷ୍ମକାଳୀନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁରର ସମସ୍ତ ଶିଶୁଙ୍କ ପାଇଁ ଜେନିଥ୍ ଲିଓ ତରଫରୁ ଏକ ବିଶାଳ ଗ୍ରୀଷ୍ମ କାଳୀନ ଶିବିରର ଆୟୋଜନ କରାଯାଇଛି । ଏହି ଶିବିରରେ ଶ୍ରେଣୀ ୫ ପର୍ଯ୍ୟନ୍ତର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହି ଶିବିରର ପ୍ରଥମ ଦିନରେ ଶିଶୁମାନେ ଜାମକେର
Read More...

ଆଇ. ଡି. ଏଲ ମଜଦୂର ସଭା ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ଡେଟୋନେଟର୍ସ ମଜଦୂର ସଭା ଆନୁକୂଲ୍ୟରେ ବାଲିଯୋଡି ସ୍ଥିତ ଉନ୍ନୟନ କାର୍ଯ୍ୟଳୟ ସମ୍ମୁଖରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ୟୁନୀୟନର କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ଶ୍ରମିକ ନେତା ଅରୁଣ କୁମାର ପରିଡା
Read More...

ଜାତୀୟ ଖୋଖୋ ପ୍ରତିଯୋଗିତାରେ ସଫଳତା ପାଇଥିବା ବଲାଙ୍ଗିର ପୁଅ ପ୍ରିୟବ୍ରତ ନାଗଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ତରଫରୁ ବଲାଙ୍ଗିର ସାମ୍ବାଦିକ ଭବନଠାରେ ଜାତୀୟ ସ୍ତରୀୟ ଖୋଖୋ ପ୍ରତିଯୋଗିତାରେ ସଫଳତା ପାଇଥିବା ପ୍ରିୟବ୍ରତ ନାଗଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଶିଷ୍ଟ ଶିକ୍ଷାବିତ ଗଜମଣି ବାଗଙ୍କ ସଭାପତତ୍ୱରେ ଅନୁଷ୍ଠିତ
Read More...