ଓଡ଼ିଶା ସ୍ଵର୍ଣ୍ଣ ପଦକ ବିଜୟୀ ଦଳରେ ଡଙ୍ଗରପଡ଼ା ଗ୍ରାମର ଝିଅ ବାସନ୍ତୀ ନାଗଙ୍କ ଉତ୍କୃଷ୍ଟ କ୍ରୀଡା ପ୍ରଦର୍ଶନ, ବିଭିନ୍ନ…
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡିଶା ବାଳିକା ଦଳ ସ୍ୱର୍ଣ୍ଣ ପଦକ ଓ ବାଳକ ଦଳ ରୌପ୍ୟ ପଦକ ଜିତି ସନ୍ତୁଷ୍ଟ ହୋଇଥିଲା । ଏହି ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡା ବିହାରଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କ୍ରୀଡ଼ାରେ ବଲାଙ୍ଗୀର ଜିଲ୍ଲା!-->…
Read More...
Read More...