Daily Archives

ଆଇସିସି ବିଶ୍ୱକପ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କଲା ଭାରତ

କୋଲକାତା : ବିଶ୍ୱକପ୍‌ରେ ପୁଣି ଭାରତର ବିଜୟ ଭାରତବାସୀଙ୍କୁ ଉଲ୍ଲସିତ କରିଛି । କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସଠାରେ ଚାଲିଥିବା ଆଇସିସି ବିଶ୍ୱକପ୍‌ର ଏକ ମ୍ୟାଚରେ ଆଜି ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ । ଚଳିତ ବିଶ୍ୱକପରେ ନିଜର ଅପରାଜେୟ ଧାରା ଜାରି ରଖିଛି
Read More...

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସମସ୍ତ ଦାବୀ ପ୍ରତି ରାଜ୍ୟ ସରକାର ସବୁବେଳେ ଯତ୍ନବାନ : ମନ୍ତ୍ରୀ ଶ୍ରୀମତୀ…

ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସମସ୍ତ ଦାବୀକୁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେବା ସହ ସର୍ବଦା ସେମାନଙ୍କ ଉନ୍ନତି କଳ୍ପେ ଯତ୍ନବାନ ବୋଲି ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବରେ
Read More...

ବ୍ରହ୍ମପୁର ଡାକମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା ସଭା ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ଦିନ ବ୍ରହ୍ମପୁର ଡାକ-ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଡାକ-ମଣ୍ଡଳ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଜାତୀୟ ସଞ୍ଚୟ ଯୋଜନା ଅଧୀନରେ ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ୍‌ ପରିଯୋଜନାର ସଫଳ ରୂପାୟନ
Read More...

ପଡିଲାନି ମୋ ବସ୍‌

ବଣାଇ, (ହବିବ ମହମ୍ମଦ) : ସରକାର ବଡ଼ ଧୁମ୍‌ଧାମ୍‌ରେ ମୋ ବସ ଯୋଜନା ଚାଲୁ କରିଥିଲେ । ଲୋକେ ସହଜରେ ମୋ ବସ ଯୋଗେ ଯାତାୟାତ କରିପାରିବେ ବୋଲି । ହେଲେ ବିଡମ୍ବନାର ବିଷୟ ଆଜି ସନ୍ଧ୍ୟାରେ ବଣାଇରୁ ରାଉରକେଲାକୁ ଯାତାୟାତ କରୁଥିବା ମୋ ବସ ଆଉ ଷ୍ଟାର୍ଟ ହେଲାନି । ଶେଷରେ ବସ୍‌ ଯୋଗେ ଦୂର
Read More...

ଥ୍ରୀ ପି-ସାମ୍ବାଦିକଙ୍କ ପେନସନ, ପ୍ରେଷ୍ଟିଜ୍ ଓ ପ୍ରୋଟେକସନକୁ ନେଇ ଓୟୁଜେ ରାଜ ରାସ୍ତାକୁ ଓହ୍ଲାଇବ : ଓୟୁଜେର ରାଜ୍ୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଥ୍ରୀ ପି-ସାମ୍ବାଦିକଙ୍କ ପାଇଁ ପେନସନ, ପ୍ରେଷ୍ଟିଜ୍ ଓ ପ୍ରୋଟେକସନକୁ ନେଇ ଓୟୁଜେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଆଜି ବଲାଙ୍ଗିରଠାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ
Read More...

ଶିଶୁ ଯତ୍ନ ଅନୁଷ୍ଠାନରୁ ରାଜ୍ୟକୁ ଶିଶୁ ମହୋତ୍ସବରେ ଯୋଗଦାନ ପାଇଁ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ତରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନାଥ ଶିଶୁମାନଙ୍କର ଅନ୍ତରରେ ଥିବା ଅନ୍ତର୍ନିହିତ ଗୁଣର ବିକାଶ ଓ ତାକୁ ପ୍ରସ୍ଫୁଟିତ ବା ପ୍ରକାଶିତ କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରି ଜିଲ୍ଲା ଶିଶୁ ସୁରକ୍ଷା
Read More...

ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ପତ୍ନୀ ହେମଲତାଙ୍କ ୭୪ ବର୍ଷ ବୟସରେ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଧର୍ମପତ୍ନୀ ଶ୍ରୀମତୀ ହେମଲତା ଛୁରିଆଙ୍କ ୭୪ ବର୍ଷ ବୟସରେ ରବିବାର ଦିନ ଭୁବନେଶ୍ୱର ଏମସ୍ ହସ୍ପିଟାଲଠାରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ଫୁସଫୁସ ଓ କିଡନୀ ସଂକ୍ରମଣ ଜନିତ ସମସ୍ୟା ଯୋଗୁଁ ପ୍ରଥମେ ବଲାଙ୍ଗିର, ପରେ
Read More...

ବିମାନ ବନ୍ଦର ଉନ୍ନତିକରଣ ପାଇଁ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ସାହିତ୍ୟ, ସଂସ୍କୃତି ଓ ଓଡ଼ିଆ ଭାଷା ବିଭାଗର ମନ୍ତ୍ରୀ ଅଶ୍ୱିନୀ କୁମାରଙ୍କ ରାଉରକେଲା ଗସ୍ତ ଅବସରରେ ରାଉରକେଲା ବିମାନ ବନ୍ଦରର ଉନ୍ନତିକରଣ, ଇଷ୍ଟକୋଷ୍ଟ ରେଳବାଇ ଅଧୀନରେ ଏକ ନୂତନ ରେଳବାଇ ଡିଭିଜନର ପ୍ରତିଷ୍ଠା, ସରକାରୀ ମହାବିଦ୍ୟାଳୟଠାରେ ଏକକ
Read More...

ନୂଆଁଖାଇ ଜୁହାର ଭେଟ ୨୦୨୩

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡ଼ିଶା ଦଳିତ ବିକାଶ ପରିଷଦ ଆନୁକୂଲ୍ୟରେ ନୂଆଁଖାଇ ଜୁହାର ଭେଟ୍‌ ୨୦୨୩ ସେକ୍ଟର ୬ବି ବ୍ଲକ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଇଂ ବିମଳ କୁମାର ବିଶିଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଶିବପ୍ରସାଦ ନନ୍ଦଙ୍କ ଆବାହକତ୍ୱରେ
Read More...

ମୋ ଦେଶ ମୋ ମାଟି କଳସ ଧରି ଦିଲ୍ଲୀ ଯାତ୍ରା କରି ଫେରିଲେ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ନରସିଂହ ସିଂ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନେତୃତ୍ୱରେ ଦେଶର କୋଣ ଅନୁକୋଣର ପ୍ରତ୍ୟେକ ଜିଲ୍ଲାରୁ ମାଟି ସଂଗ୍ରହ କରି ଦିଲ୍ଲୀ ଅଣାଯିବା ପାଇଁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମର ଡାକରା ଦିଆଯାଇଥିଲା । ଗତ ସେପ୍ଟେମ୍ବର ୩୦ରେ ଭାରତୀୟ ଜନତା ପାର୍ଟିର
Read More...
error: Content is protected !!