Daily Archives

୧୦୧ଝଣ୍ଡା ଧରି ବରଗଡ଼ରୁ ଭଟଲି ଯାତ୍ରା କଲେ ଶ୍ୟାମ ଭକ୍ତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ଠାରେ ରହିଥିବା ବାବା ଶ୍ୟାମ ମନ୍ଦିର ଯାହା ରାଜସ୍ଥାନର ଖାଟୁ ଠାରେ ଅବସ୍ଥିତ ଖାଟୁ ନରେଶଙ୍କ ପରେ ପରେ ଭାରତରେ ସର୍ବ ବୃହତ ଶ୍ୟାମ ମନ୍ଦିର ଭାବରେ ଜଣାଶୁଣା ଅଟେ । ପ୍ରତ୍ୟକ ବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ବାବା
Read More...

ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ପେରୁଆମାଲ ଗ୍ରାମବାସୀ : ପ୍ରଶାସନ ଶୁଣିଲାନି, ଗାଁକୁ ରାସ୍ତା ତିଆରି କଲେ ଗ୍ରାମର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଂଚାୟତର ଜଙ୍ଗଲ ଭିତରେ ଥିବା ପେରୁଆମାଲ ଅଣରାଜସ୍ଵ ଗ୍ରାମ ସ୍ଵାଧୀନତାର ଦୀର୍ଘ ବର୍ଷ ପରେ ବି ସାମାନ୍ୟ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି । ଏହି ଗ୍ରାମରେ ଦୀର୍ଘ ୮୦ବର୍ଷରୁ ଉର୍ଦ୍ଧ
Read More...

ବାଲି ଚୋରା ଚାଲାଣ ବେଳେ ଏଆର୍‌ଏସ୍‌ଏସ କମ୍ପାନୀର ୫ ଗାଡି ଜବତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇଁ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ଶଯ୍ୟାର ନରେନ୍ଦ୍ର ବ୍ରିଜ ତଳୁ ବିଳମ୍ବିତ ରାତ୍ରିରେ ବାଲି ଚୋରା ଚାଲାଣ କରୁଥିବା ବେଳେ ଏଆର୍‌ଏସ୍‌ଏସ୍ କମ୍ପାନୀର ୫ଟି ଗାଡି ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବ୍ରାହ୍ମଣୀ ନଦୀ ଶଯ୍ୟାର ନରେନ୍ଦ୍ର
Read More...

ଋଷିକୂଲ୍ୟାଘାଟ ବାଲି ରେମ୍ଫରୁ ବାଲି ଉତ୍ତୋଳନ କରିବା ସୁବିଧା ସ୍ୱାଭାବିକ କରିବା ନେଇ ଜିଲ୍ଲାପାଳଙ୍କ ଠାରେ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୂଲ୍ୟା ଘାଟ ବାଲି ରେମ୍ଫରୁ ବାଲି ଉତ୍ତୋଳନ ହୋଇ ପାରୁନଥିବା ହେତୁ ଗଞ୍ଜାମଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗାଡ଼ି ମାଲିକ ସଂଘ । ଗଞ୍ଜାମଜିଲ୍ଲାର ପାଲୁରୁ, ବେଗୁନିଆପଡ଼ା, କୋଦଳା ଓ ଖଲ୍ଲିକୋଟ ଅଞ୍ଚଳର ବାଲି ବ୍ୟବସାୟ କରୁଥିବା ଟ୍ରକ
Read More...

ଜାତୀୟ ସବ୍‌ଜୁନିଅର ବ୍ୟାଡ୍‌ମିଣ୍ଟନ ଚମ୍ପିଆନସିିପ୍‌ ଉଦ୍‌ଯାପିତ

ଏକକ ବାଳିକାରେ ଓଡ଼ିଶାର ତାନ୍‌ଭି, ବାଳକରେ ପୁଷ୍କରଯୁଗଳ ବାଳିକାରେ ତେଜସ୍ୱିନୀ-ସାଇନା, ବାଳକରେ ଜୟବର୍ଦ୍ଧନ ଓ ହେମନ୍ତ ଯୋଡ଼ ଚମ୍ପିଆନବେଡ଼ ମିଣ୍ଟନ ଖେଳର ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି : କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ବଲାଙ୍ଗିର, (ଦେବାଶିଷ ମିଶ୍ର) :
Read More...

ରାଜ୍ୟସଭା ସାଂସଦଙ୍କ ଦ୍ଵାରା ଖପ୍ରାଖୋଲରେ ବିଜୁ କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ କାର୍ଯ୍ୟାଳୟ ସ୍ଥିତ ସଭା ଗୃହଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ତରଫରୁ ବିଜୁ କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦାନ
Read More...

୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳପଡିଆ ଠାରେ ୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡା ପାଲଟିଛି ମଥୁରାନଗରୀ ଓ ଗୋହିରାପଦର ପାଲଟିଛି ଗୋପପୁର । ମଥୁରାନଗର ବାସୀ ଧନୁଯାତ୍ରା
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ସମୀକ୍ଷା କଲେ ରାଜ୍ୟ ଖାଦ୍ୟ ଆୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତିନିଦିନିଆ ଗସ୍ତର ଶେଷ ଦିନରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନିକାନ୍ତ ସାହୁ । ପୂର୍ବାହ୍ନରେ ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଖାଦ୍ୟ
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ତ୍ରୟୋବିଂଶତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ): ଚଳିତ ୨୩ ଓ ୨୪ ତାରିଖ ଦୁଇଦିନ ଧରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାର ତ୍ରୟୋବିଂଶତମ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ନବକିଶୋର ନାଏକ ଯୋଗ ଦେଇ କ୍ରୀଡ଼ା ପତାକା ଉନ୍ମୋଚନ
Read More...

ଭୁବନେଶ୍ୱର ଏଜି ଅଫିସ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାରେ ଅଡିଟ୍ ସପ୍ତାହ ପାଳିତ

ସରକାରଙ୍କ ଆର୍ଥିକ ବ୍ୟୟ ଆକଳନ ଜରୁରୀ- ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : “ଲୋକ ହିତାର୍ଥ ସତ୍ୟନିଷ୍ଠା”, ଲୋକ ମାନଙ୍କ ହିତ ସାଧନ ଦିଗରେ ସରକାରଙ୍କ ପ୍ରଦତ୍ତ ଅର୍ଥ ବିନିଯୋଗ ହେବାପରେ ସେହି ଅର୍ଥର ସତ୍ୟନିଷ୍ଠ ପ୍ରତିପାଦନ ସମୀକ୍ଷା
Read More...
error: Content is protected !!