Daily Archives

ନୂଆଦିଲ୍ଲୀରେ କୋଶଳ ମହାବନ୍ଦର ପ୍ରଭାବ

ନୂଆଦିଲ୍ଲୀ : ଆଜି ୱେଷ୍ଟର୍ନ ଓଡିଶା ଷ୍ଟୁଡେଣ୍ଟ୍ ଫୋରମ୍, ନୂଆଦିଲ୍ଲୀ ତରଫରୁ କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ସ୍ଵତନ୍ତ୍ର କୋଶଳ ରାଜ୍ୟ ପାଇଁ ଦିଆଯାଇଥିବା ବନ୍ଦ ଡାକରା ସମର୍ଥନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆର୍ଟସ୍ ଫାକଲ୍ଟୀ ପରିସରରେ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ
Read More...

ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଢୁଲୁସର : କାଲସାଏପାଲିକୁ ହରାଇ ଫାଇନାଲରେ ଜରାସିଂହା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଢୁଲୁସର ଖେଳ ପଡିଆରେ ଜବାହାରଲାଲ ଫୁଟ୍‌ବଲ୍‌ ଏସୋସିଏସନ୍‌ ଆନୁକୂଲ୍ୟରେ ପ୍ରଥମ ବର୍ଷ ବିନୋଦ ସ୍ମାରକୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଖେଳରେ ବିଏନ୍‌ଏଏ ଜରାସିଂହା ୧-୦ ଗୋଲରେ ଜେକେୱାଇଏସ୍‌ କାଲସାଏପାଲିକୁ ହରାଇ ଫାଇନାଲରେ
Read More...

ସମ୍ବିଧାନର ଦିବସ ପାଳନ ପାଇଁ ସମ୍ବିଧାନ ସୁରକ୍ଷା ମଞ୍ଚର ପ୍ରସ୍ତୁତି ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ସ୍ମିତ ବରିଷ୍ଠ ନାଗରିକ ସଙ୍ଘ କାର୍ଯ୍ୟାଳୟରେ ସମ୍ବିଧାନ ସୁରକ୍ଷା ମଞ୍ଚର ଆବାହକ ପବିତ୍ର ଦେହେରୀଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏହି ବର୍ଷ ସୁରକ୍ଷା ମଞ୍ଚର ସପ୍ତମ ବର୍ଷ ସମ୍ବିଧାନ ଦିବସ ପାଳନ ହେବ
Read More...

କୁସଂସ୍କାରର କୁପରିଣତି : ଅନ୍ଧବିଶ୍ୱାସରୁ ଚାରିକାନ୍ଧ ପାଇଲେଣି ଏଡସ୍‌ ରୋଗୀ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜିର ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ରପୃଷ୍ଟକୁ ପହଞ୍ଚି ସାରିଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ରହିଅଛି ଅନେକ ଅନ୍ଧବିଶ୍ୱାସ । ଆଜିର ଶିକ୍ଷିତ ସମାଜରେ ମଧ୍ୟ ଜଣେ ଏଡସ୍ ଆକ୍ରାନ୍ତଙ୍କୁ ସମାଜ ସବୁବେଳେ ଘୃଣା ଚକ୍ଷୁରେ ଦେଖେ । କେତେବେଳେ ସାମାଜିକ ବାସନ୍ଦ ହେବାକୁ
Read More...

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ନେଇ ଆଜି ଟିଟିଲାଗଡ଼ରେ ୧୨ ଘଣ୍ଟିଆ ମହାବନ୍ଦ ଡାକରା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ । ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ନେଇ କୋଶଲ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ମହାବନ୍ଦ ଡାକରା ଦିଆଯାଇଥିଲା । ଏହାର ପ୍ରଭାବ ପଡିଛି ବଲାଙ୍ଗିର ଜିଲ୍ଲାର
Read More...

ତାଲପାଲିପଡାରେ ହନୁମାନଙ୍କ ବିଗ୍ରହସ୍ଥାପନ ଓ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ତାଲପାଲିପଡା ସ୍କୁଲ ନିକଟରେ ପବନ ପୁତ୍ର ହନୁମାନଙ୍କ ଏକ ବିଗ୍ରହ ସ୍ଥାପନ କରାଯିବା ସହିତ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ୧୩ ତାରିଖରେ କଳସ ଶୋଭାଯାତ୍ରା କରାଯାଇଥିଲା ।
Read More...

କୋସଲ ମହାବନ୍ଦର ମହାପ୍ରଭାବ

ବଲାଙ୍ଗିର ଜିଲ୍ଲାରେ ଅଖଚକ, ଦୋକାନ ବଜାର, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ବନ୍ଦ ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଳାଞ୍ଚଳକୁ ସରକାର ଅଣଦେଖା କରୁଥିବା ଓ ବୈମାତୃକ ମନୋଭାବ କାରଣରୁ ଏହି ଅଞ୍ଚଳ ଅର୍ଥନୈତିକ ସ୍ତରରେ ଅନୁନ୍ନତ ହୋଇଯାଇଛି । ଏହି ଅଞ୍ଚଳର ସାଂସ୍କୃତି ଓ ଭାଷାକୁ ହୀନମନ୍ୟ
Read More...

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଝାରବନ୍ଧ ବ୍ଲକ ଘେରାଉ କଲା ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଝାରବନ୍ଧ ବ୍ଲକକୁ ଘେରାଉ ‌କରିଥିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି । ଝାରବନ୍ଧଠାରେ ବିଜେପିର ବିଶାଳ ଶୋଭାଯାତ୍ରାରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ଲେଗାନ ଦେଇ ସମଗ୍ର ସହର ପରିକ୍ରମା
Read More...

ପଦ୍ମପୁର ଉପଖଣ୍ଡରେ କୋସଲ ମହାବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଲାଞ୍ଚଲ ପ୍ରତି ହେଉଥିବା ବୈମାତୃକ ମନୋଭାବ ସହ ଅନ୍ୟାୟ ବିରୁଦ୍ଧରେ ପଶ୍ଚିମ୍ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ଦାବୀରେ ପଶ୍ଚିମ୍ ଓଡିଶାର ସବୁ ଜିଲ୍ଲାରେ ୧୨ ଘଣ୍ଟିଆ ମହାବନ୍ଦ୍ ଡାକରା ଦିଆଯାଇଛି । ଏଣୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ
Read More...

ହାଇଡ୍ରା ଫେସିଆଲ୍‌ ଏଣ୍ଡ୍‌ ମେକ୍‌ଅପ୍‌ ମାଷ୍ଟର୍‌ କ୍ଲାସ୍‌ ‘ଲୁକ୍‌ ଏଣ୍ଡ ଲାର୍ଣ୍ଣ’ କାର୍ଯ୍ୟକ୍ରମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାରୱାଡ଼ି ସଦନଠାରେ ହାଇଡ୍ରା ଫେସିଆଲ୍‌ ଏଣ୍ଡ୍‌ ମେକ୍‌ଅପ୍‌ ମାଷ୍ଟର୍‌ କ୍ଲାସ୍‌ 'ଲୁକ୍‌ ଏଣ୍ଡ ଲାର୍ଣ୍ଣ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରିଙ୍କି ମେକ୍‌ଅପ୍‌ ଷ୍ଟୁଡ଼ିଓର ପରିଚାଳିକା ବିଉଟିସିଆନ୍‌ ପିଙ୍କିରାଣୀ ଶତପଥୀ ଏହି କାର୍ଯ୍ୟକ୍ରମର
Read More...
error: Content is protected !!