Daily Archives

ତୁରେକେଲା କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟରର ଆଜି ଶନିବାର ପଞ୍ଚମ କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଆଶ୍ରମ ବିଦ୍ୟାଳୟ ସେମଲାଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ
Read More...

ବଲାଙ୍ଗିରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୨୯୬.୫୦ କୋଟି ଟଙ୍କା ମଞ୍ଜୁର

ସୁନଗଡ ନଦୀରେ ସିକୁଆଁ ପ୍ରକଳ୍ପ ପାଇଁ ୪୯ କୋଟି, ଅଙ୍ଗ ନଦୀରେ କୁଟସିଙ୍ଘା ପ୍ରକଳ୍ପ ପାଇଁ ୨୪୭.୫୦ କୋଟି୪ଟି ବ୍ଲକ୍‌ର ଜନସାଧାରଣ ଉପକାର ପାଇବେଭୂତଳ ଜଳର ସ୍ତର ବୃଦ୍ଧି, ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦିରେ ହେବ ସହାୟକ5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ବଲାଙ୍ଗିର ଗସ୍ତ ସମୟରେ
Read More...

ମୁରିବାହାଲରେ କୋଶଳ ମହାବନ୍ଦ : ବନ୍ଦ ପ୍ରଭାବରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ସହ ଯାନବାହାନ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କୋଶଳାଞ୍ଚଳ ପ୍ରତି ହେଉଥିବା ବୈମାତୃକ ମନୋଭାବ ଓ ଅନ୍ୟାୟକୁ ବିରୋଧ କରି ଏକ ସ୍ଵତନ୍ତ୍ର କୋଶଳ ରାଜ୍ୟ ଦାବୀ ନେଇ କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ଡାକରାରେ ଆଜିର ମହାବନ୍ଦକୁ ମୁରିବାହାଲ ବ୍ଲକ ଅଞ୍ଚଳରେ ପୂର୍ଣ୍ଣ ସମର୍ଥନ କରାଯାଇଥିବା
Read More...

ବାଙ୍କେଲ ପଞ୍ଚାୟତର ୮ଟି ରାଜସ୍ଵ ଗ୍ରାମକୁ ବୃହତ ଉଠା ଜଳସେଚନ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ହଂସରାଜ ଜୈନଙ୍କ ବାରମ୍ବାର ନିବେଦନକୁ ରକ୍ଷା କରି ଏବଂ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ସହଯୋଗରେ ମୁରିବାହାଲ ବ୍ଲକ ବାଙ୍କେଲ ପଞ୍ଚାୟତର
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ହଂସରାଜ ଜୈନଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ତଥା ୫ଟି ଅଧ୍ୟକ୍ଷଙ୍କୁ ସାକ୍ଷାତ

ମୁରିବାହାଲ, (ଦୁର୍ଗାନନ୍ଦ ମହକୁର) : ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ, ପୂର୍ବ ବ୍ଲକ ଅଧ୍ୟକ୍ଷ ଓ ବିଜେଡ଼ି ରାଜ୍ୟ ସମ୍ପାଦକ ହଂସରାଜ ଜୈନ ଭୁବନେଶ୍ୱର ନବୀନ ନିବାସଠାରେ ଆମ ଓଡିଶା ନବୀନ ଓଡିଶା ତଥା ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର
Read More...

ଖୁଜେନପାଲିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଖୁଜେନପାଲି ଦେଶୀ ମଦଭାଟି ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ଖବର ନେବା ପର୍ଯ୍ୟନ୍ତ ମୃତ ଯୁବକଙ୍କୁ ପରିଚୟ ମିଳିପାରି ନାହିଁ । ଏକ ଗଛରେ ଦଉଡିରେ ଲାଗି ଯୁବକଙ୍କ ଶବ ଝୁଲୁଥିବା ଜଣାପଡ଼ିଛି । ସବୁଠାରୁ
Read More...

ଶଙ୍କରଭୋଜି ଛକରେ ଦେଖିବାକୁ ମିଳିଛି କୋଶଲ ମହାବନ୍ଦର ବିଶେଷ ପ୍ରଭାବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମ୍ବଲପୁର ଜାତୀୟ ରାଜପଥ ଶଙ୍କରଭୋଜି ଛକରେ କୋଶଲ ମହାବନ୍ଦର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । କୋଶଲବାଦୀ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ଟାୟାର୍‌ ଜାଳି ଜାତୀୟ ରାଜପଥକୁ ସଂପୂର୍ଣ୍ଣ ଅବରୋଧ କରିଥିବା ଦେଖିବାକୁ ମିଳିଛି । ଶୃଙ୍ଖଳା ରକ୍ଷା
Read More...

ଆଗଲପୁର ଓ ସାଲେଭଟା ଅଂଚଳରେ କୋଶଲ ମହାବନ୍ଦ ପାଳନ

ସାଲେଭଟା, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାକୁ ଅଲଗା ରାଜ୍ୟର ମାନ୍ୟତା ଦାବୀରେ ଆଜି ସାରା ପଶ୍ଚିମ ଓଡିଶା ବନ୍ଦ ପାଳନ କରିଛିନ୍ତି । ଏଥିରୁ ଆଗଲପୁର ବ୍ଲକ ମଧ୍ୟ ବାଦ ପଡ଼ିନାହିଁ । ପଶ୍ଚିମ ଓଡିଶା ମିଳିତ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଆଗଲପୁର ଓ ସାଲେଭଟା ଅଂଚଳରେ କୋଶଲ ମହାବନ୍ଦ
Read More...

ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରି ଗଞ୍ଜାମ ଚାଷୀଙ୍କ ହିତ-ସାଧନ ଦିଗରେ ସରକାର ଦୃଷ୍ଟି ଦିଅନ୍ତୁ : ରାଜ୍ୟ କଂଗ୍ରେସ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାକୁ ମରୁଡ଼ି ଗ୍ରାସ କରିଥିବା କହି ଅଭିଯୋଗ ଆଣିଛି ରାଜ୍ୟ କଂଗ୍ରେସ କୃଷକ ସେଲ୍ । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁବାର ସନ୍ଧ୍ୟାରେ ରାଜ୍ୟ କୃଷକ ସେଲ୍ ପକ୍ଷରୁ ଏକ ପ୍ରତିନିଧି ଦଳ ଆସି ଜିଲ୍ଲା ପ୍ରଶାସନ ସହ ଦୀର୍ଘ
Read More...

ବ୍ରହ୍ମପୁର ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଳକସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ବିଜ୍ଞାନ ମେଳା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରର ଭି.ଭି. ଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ରଙ୍ଗେଈଲୁଣ୍ଡା ବ୍ଳକସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅମିତା
Read More...