Daily Archives

ବଲାଙ୍ଗିରରେ ଜାତୀୟ ସବ୍ ଜୁନିୟର ଚମ୍ପିୟାନସିପ୍ ଉଦ୍‌ଘାଟିତ

ଭାଗ ନେଲେ ୪୫୦ରୁ ଅଧିକ ବ୍ୟାଡମିଣ୍ଟନ ଖେଳାଳୀଜାତୀୟ ଖେଳ ମାନଚିତ୍ରରେ ପୃଥ୍ୱୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମ ସାମିଲ ବଲାଙ୍ଗିର, (ଦେବାଶିଷ ମିଶ୍ର) : ୩୫ତମ ଜାତୀୟ ସବ୍ ଜୁନିୟର ବ୍ୟାଡ୍‌ମିଣ୍ଟନ ଚମ୍ପିୟାନସିପ୍ ମଙ୍ଗଳବାର ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମଠାରେ
Read More...

ରୁଗୁଡ଼ିଖାଲ୍ ମାନସ ବିହାରଠାରେ ଛପନ ଭୋଗ ଅର୍ପଣ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରୁଗୁଡିଖାଲ ମାନସ ବିହାର ସ୍ଥିତ ରାମ ମନ୍ଦିରଠାରେ ପବିତ୍ର ଅଅଁଳା ନବମୀ ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତୁଳସୀ ରାମାୟଣର ସୁନ୍ଦରାକାଣ୍ଡ ପଠନ କରାଯାଇଥିଲା । ଏଥିରେ ବ୍ୟାସ ଭାବେ ମଧୁସ୍ମିତା
Read More...

ଜଙ୍ଗଲ ଗ୍ରାମ ତଥା ଅଣ ସର୍ବେକ୍ଷଣ ଗ୍ରାମ ଗୁଡ଼ିକ ଚିହ୍ନଟ କରି ସାଧାରଣ ବିଜ୍ଞପ୍ତି ଜାରି କରିବା ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋ’ ଜଙ୍ଗଲ ଜମି ଯୋଜନା ତଥା ଜଙ୍ଗଲ ଅଧିକାର ସ୍ୱୀକୃତ ଆଇନ ୨୦୦୬ ଓ ସଂଶୋଧିତ ନିୟମ ୨୦୧୨ ଅନୁଯାୟୀ ଜଙ୍ଗଲ ଗ୍ରାମ ତଥା ଅଣ ସର୍ବେକ୍ଷଣ ଗ୍ରାମ ଗୁଡ଼ିକ ଚିହ୍ନଟ କରି ସାଧାରଣ ବିଜ୍ଞପ୍ତି ଜାରି କରିବା ପାଇଁ ତୁରେକେଲା ବ୍ଳକ୍‌ ଗଂଜାଉଡ଼ାର ଗ୍ରାମର ଜିନ୍ଦାବାଦ
Read More...

ତୁରେକେଲା ବ୍ଲକ ଏବଂ ଏନଏସିସ୍ତରୀୟ ଦିନିକିଆ ବିଜ୍ଞାନ ମେଳା ଉଦ୍‌ଯାପିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଏବଂ କଂଟାବାଂଜି ଏନ୍‌ଏସିସ୍ତରୀୟ ଦିନିକିଆ ବିଜ୍ଞାନ ମେଳା ମଂଗଲବାର ଦିନ ଉଦ୍‌ଯାପିତ ହୋଇଛି । ଏହି ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ୨୦୨୩-୨୪ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ
Read More...

ଟ୍ରେନରେ କଟି ବୃଦ୍ଧ ମୃତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସହରର ଚିଙ୍ଗିରିପଡାର ଜଣେ ବୃଦ୍ଧ ବ୍ୟକ୍ତି ମଂଗଲବାର ଅପରାହ୍ନ ପ୍ରାୟ ୪ଟା ବେଳେ ସ୍ଥାନୀୟ ଏନ୍‌ଏ.ସି.ନିକଟସ୍ଥ ରେଳଫାଟକ ନିକଟରେ ଟ୍ରେନରେ କଟି ମୃତ୍ୟୁ ଘଟିଛି । ବୃଦ୍ଧ ଜଣକ ହେଲେ ଦୁର୍ଜେ ରଣା (୬୨) । ଦୁର୍ଜେ ଜଣେ ମାଛ ବ୍ୟବସାୟୀ । ସେ ନିଜ
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ରାଜ୍ୟବ୍ୟାପୀ ବିପୁଳ ଜନ ସମର୍ଥନ

କଳାହାଣ୍ଡି, କେନ୍ଦୁଝର, କନ୍ଧମାଳ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଯାତ୍ରା ଆୟୋଜିତ ଭୁବନେଶ୍ୱର, (ପିଆଇବି) : ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସୋମବାର ଷଷ୍ଠ ଦିନରେ
Read More...

ଗୋଆରେ ଆଇଏଫଏଫଆଇର ଚଳଚ୍ଚିତ୍ର ବଜାରର ସପ୍ତଦଶ ସଂସ୍କରଣକୁ ଉଦଘାଟନ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର

• ଫିଲ୍ମ ବଜାରରେ ସୃଜନଶୀଳତା ଓ ବ୍ୟବସାୟ, ବିଚାର ଓ ପ୍ରେରଣାର ସମାଗମ : ସୂଚନା ଓ ପ୍ରସାରଣ ମନ୍ତ୍ରୀ• ବାର୍ଷିକ ୨୦% ଅଭିବୃଦ୍ଧି ହାର ସହ ଭାରତୀୟ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପ ବିଶ୍ୱର ପଞ୍ଚମ ବୃହତ୍ତମ ଏବଂ ସର୍ବାଧିକ ବିଶ୍ୱବିଦିତ ଶିଳ୍ପ ଭାବରେ ପ୍ରଶଂସିତ : ଶ୍ରୀ ଠାକୁର ଦିଲ୍ଲୀ,
Read More...

ସିଆଲବାହାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ହସ୍ତକଳା ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଆଲବାହାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ଏକ ହସ୍ତକଳା ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସଂଜୟ କୁମାର ସତପଥୀଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବର୍ଜ୍ୟ ପଦାର୍ଥ ବ୍ୟବହାର କରି ସୁନ୍ଦର
Read More...

ବାଦାମପାହାଡ଼ ରେଳ ଷ୍ଟେସନରୁ ୩ଟି ନୂଆ ଟ୍ରେନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

● ନୂଆ ରାଇରଙ୍ଗପୁର ଡାକ ଡିଭିଜନ ଉଦଘାଟିତ; ରାଇରଙ୍ଗପୁର ଡାକ ଡିଭିଜନର ସ୍ବତନ୍ତ୍ର ସ୍ମାରକୀ ଲଫାପା ଉନ୍ମୋଚନ● ବାଦାମପାହାଡ଼ ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ ଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ବାଦାମପାହାଡ଼ ରେଳ ଷ୍ଟେସନରୁ ତିନୋଟି ନୂଆ
Read More...

ଡୁମେରତଲିଏନ ମନ୍ଦିର ଉନ୍ନତିକରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲ ସ୍ଥିତ ଡୁମେରତଲିଏନ୍‌ ମନ୍ଦିରର ଉନ୍ନତିକରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ଗୁଡିକର ଉନ୍ନତି କରଣ ନିମନ୍ତେ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବରେ ପଦକ୍ଷେପ
Read More...
error: Content is protected !!