Daily Archives

ମୁରିବାହାଲ ବ୍ଲକ ସଦର ମହକୁମାରେ ସୁଧୁରୁନି ସବୁଦିନିଆ ରାସ୍ତା ସମସ୍ୟା : ବନବାହାଲର ଯୁବକମାନେ ଶ୍ରମଦାନ କରି ତିଆରି…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ବର୍ଷ ବର୍ଷ ଧରି ସବୁଦିନିଆ ରାସ୍ତା ସମସ୍ୟା ଲାଗି ରହିଛି । ଦୀର୍ଘ ଦିନ ପୂର୍ବରୁ ହୋଇଥିବା ଗେଟି, ପଥର, ଆବଡାଖାବଡା ରାସ୍ତାଗୁଡିକରେ ଯିବା ଆସିବା କରିବାକୁ ହଜାର ହଜାର ଲୋକେ ବାଧ୍ୟ ହେଉଛନ୍ତି ।
Read More...

ରାଜ୍ୟସ୍ତରୀୟ ଯୁବ ମହୋତ୍ସବର ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲା ବଲାଙ୍ଗିର ଜିଲ୍ଲାର କୋଶଲ ଫୋକ୍…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନଭେମ୍ବର ୨୫ ଏବଂ ୨୬ ଦୁଇ ଦିନ ଧରି ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବକୁ ନେହେରୁ ଯୁବ କେନ୍ଦ୍ର ସଂଗଠନ (ଯୁବ ବ୍ୟାପାର ଏବଂ ଖେଳ ମନ୍ତ୍ରଣାଳୟ ଭାରତ ସରକାର) ଆୟୋଜନ
Read More...

୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବର ତୃତୀୟ ରଜନୀ : କିଆବନ୍ଧରେ କାଳୀୟଦଳନ ଦେଖିବା ଲୋକଙ୍କ ପ୍ରବଳ ଭିଡ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳପଡିଆଠାରେ ଚାଲିଥିବା ୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ତୃତୀୟ ରଜନୀରେ ପହଂଚିଛି । ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡା ପାଲଟିଛି ମଥୁରାନଗରୀ ଓ ଗୋହିରାପଦର ପାଲଟିଛି ଗୋପପୁର । ହାତୀ ପିଠିରେ ବସି
Read More...

ଭକ୍ତ ଶିରୋମଣି ଦାସିଆଙ୍କ ଜୟନ୍ତୀ ଉତ୍ସବ ପାଳନ

ପିପିଲି, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ, ବାଲିଗାଁଠାରେ ପବିତ୍ର ମହାକାର୍ତିକ ଶୁକ୍ଳପକ୍ଷ ଦେବ ଉତ୍ଥାପନ ଏକାଦଶୀ ତିଥିରେ ଭକ୍ତ ଦାସିଆ ସ୍ମୃତି କମିଟିି ଆନୁକୂଲ୍ୟରେ ଭକ୍ତ ଶିରୋମଣି ଦାସିଆଙ୍କ ଜୟନ୍ତୀ ମହାସମାରୋହରେ
Read More...

ଆଗଲପୁର ବ୍ଲକର ବିଭିନ୍ନ ଗ୍ରାମରେ କାର୍ତ୍ତିକ ଶେଷ ବ୍ରତ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା) ବ୍ଲକର ସାଲେଭଟା, ମୁରଶୁଣ୍ଢୀ, କୁଟାସିଂହା, ପଟୁଆପାଲି, ବକଟି ଅଂଚଳର ବିଭିନ୍ନ ଗ୍ରାମରେ କାର୍ତ୍ତିକ ଶେଷ ବ୍ରତ ବା ଅଁଳା ତଳ ପୂଜା ଅନୁଷ୍ଠିତ ହୋଇଯାଇଛି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗାଁର ସମସ୍ତେ
Read More...

ବିଛୁପାଲିରେ ଜିଲ୍ଲାପାଳଙ୍କ ଦ୍ଵାରା ସୁରଭି ଗୋସେବା ଧାମ୍‌ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ ବିଚ୍ଛୁପାଲି ନିକଟସ୍ଥ ଝାରବଲାଙ୍ଗିର ଛକଠାରେ ୟାଫ ଦ୍ଵାରା ପରିଚାଳିତ ଅସହାୟ, ଦୁର୍ଘଟଣା ଗ୍ରସ୍ତ, ମାଲିକ ବିହୀନ ଗୋବଂଶମାନଙ୍କ ଆଶ୍ରୟ କେନ୍ଦ୍ର ଶ୍ରୀ ସୁରଭି ଗୋସେବା ଧାମ୍‌ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ
Read More...

ମାଣ୍ଡୋସିଲରେ ୧୫ତମ କାର୍ତ୍ତିକେଶ୍ଵର ପୂଜା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଇନ୍ଦିରା ନଗରଠାରେ ୧୫ତମ କାର୍ତ୍ତିକେଶ୍ଵର ପୂଜା ୨୦୨୩ ଅନୁଷ୍ଠିତ ହୋଇଯାଇଛି । କର୍ତ୍ତା ଭାବେ ସୁରେନ୍ଦ୍ର ରଣା ଓ ତାଙ୍କ ଧର୍ମ ପତ୍ନୀ ହେମାକାନ୍ତୀ ରଣା ରହିଥିବା ବେଳେ ପୂଜକ ଭାବେ ଭୀମସେନ ଦାସ ରହିଥିଲେ ।
Read More...

ବୁର୍ଡ଼ା ପାନୀୟ ଜଳଯୋଗାଣ ପ୍ରକଳ୍ପରୁ ଚୋରି ଅଭିଯୋଗ

ଲୋଇସିଂହା, (ବିମାଳନ୍ଦୁ ସାହୁ) : ଲୋଇସିଂହା ଥାନା ୨୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ବୁର୍ଡ଼ା ଗ୍ରାମ ପଞ୍ଚାୟତର ପାନୀୟ ଜଳଯୋଗାଣ ପ୍ରକଳ୍ପରୁ କିଛି ଅସାମାଜିକ ବ୍ୟକ୍ତି ଗତକାଲି ରାତିରେ ଚୋରି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଉଦ୍ଦେଶ୍ୟମୂଳକ ଭାବେ ଦୁଇଟି ତାଲା ଭଙ୍ଗାଯାଇ
Read More...

ଜିଲ୍ଲା ଯାଦବ ମହାସଭା ପକ୍ଷରୁ ରକ୍ତଦାନ ଶିବିର

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରେ ଜିଲ୍ଲା ଯାଦବ ମହାସଭା ତତ୍ୱାବଧାନରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଯାଦବ ମହାସଭାର ସଭାପତି
Read More...

ଲାଠୋର କୋଶଲ ରାଏଜ ମୁକ୍ତିମୋର୍ଚ୍ଚା ସଦସ୍ୟମାନଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦହନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋରଠାରେ କୋଶଲ ରାଏଜ ମୁକ୍ତିମୋର୍ଚ୍ଚା ସଦସ୍ୟମାନଙ୍କ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ସୂଚନା ଅନୁସାରେ ବରଗଡ଼ କୋଶଲ ମୁକ୍ତିମୋର୍ଚ୍ଚା ସେନାର
Read More...
error: Content is protected !!