Daily Archives

ବଲାଙ୍ଗିର ଟିକ୍ରାପଡ଼ାରେ ପଞ୍ଚକୁଣ୍ଡୀୟ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ଓ ୫୦ତମ ଅହୋରାତ୍ର ନାମଯଜ୍ଞ ଆୟୋଜନ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିକ୍ରାପଡା ଅହୋରାତ୍ର ନାମଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ସମାରୋହ ନଭେମ୍ବର ୨୦ ଓ ପଞ୍ଚକୁଣ୍ଡୀୟ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ନଭେମ୍ବର ୨୨ ତାରିଖରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣମୀରେ ସମାପନ ହେବ । ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଶ୍ରୀକୃଷ୍ଣ ଚୈତନ୍ୟ
Read More...

ସଟ୍ଟାର କଳା ସାମ୍ରାଜ୍ୟ ଉପରେ ବଲାଙ୍ଗିର ପୋଲିସର କଡ଼ା ଏକ୍ସନ୍‌,୧୪ ଜଣଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଟ୍ଟାର କଳା ସାମ୍ରାଜ୍ୟ ଉପରେ ବଲାଙ୍ଗିର ପୋଲିସର କଡ଼ା ଏକ୍ସନ୍‌ । ୧୪ ଜଣଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା । ସାରା ସହରରେ ଆଜି ଚାଂଚଲ୍ୟ ସୃଷ୍ଟି କରିଛି ଏହି ଘଟଣା । ଆଜି ବଲାଙ୍ଗିର ଟାଉନ୍‌ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ଉପରୁ
Read More...

ଯୁବଶକ୍ତି କ୍ଲବ ତରଫରୁ ଫୁଟ୍‌ବଲ୍‌ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ଜଲଦା ଏ ବ୍ଲକ ସ୍ଥିତ ଯୁବଶକ୍ତି କ୍ଲବ ତରଫରୁ ଏକ ଫୁଟବଲ ପ୍ରତିଯୋଗିତା ଗତ ୧୫ ତାରିଖରୁ ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ଏହି ପ୍ରତିଯୋଗିତା ନକ୍‌ଆଉଟ ଭିତ୍ତିକ ହୋଇଥିବା
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

କବି ମାନସିଂ ଥିଲେ ଏକ ଦଗ୍ଧମୟ ପୃଥ୍ବୀର ରସମୟ ଆଲେଖ୍ୟ : ଡ଼ଃ ରାୟ ରାଉରକେଲା, (ସସ୍ମିତା ପ୍ରଧାନ) : କବି ମାୟାଧର ମାନସିଂ କେବଳ ପ୍ରେମିକ ବା ଜଣେ ସୃଜନଶୀଳ କବି ନୁହଁନ୍ତି, ସେ ଥିଲେ ରୂପ ପ୍ରଣୟର କବି । ସେ ଥିଲେ ଏକ ଦଗ୍ଧମୟ ପୃଥ୍ବୀର ରସମୟ ଆଲେଖ୍ୟ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟଠାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ
Read More...

ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତୃଣମୂଳ ସ୍ତରରୁ ଓଡ଼ିଆ ଭାଷାକୁ ସୁଦୃଢ କରିବା ଓ ବିଶ୍ୱବ୍ୟାପୀ ତାର ପ୍ରଚାର ପ୍ରସାରର ମହୋତ୍ତର ଲକ୍ଷ୍ୟକୁ ନେଇ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର । ଏହି କ୍ରମରେ ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ
Read More...

ମୁରିବାହାଲ ବ୍ଲକସ୍ତରୀୟ କଳାକାର ସମ୍ମିଳନୀ ଅନୁଷ୍ଠିତ

ପ୍ରଥମେ ବିଜେଡ଼ି ଓ ପରେ ବିଜେପି ନେତାଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ନିକଟସ୍ଥ ଘଣ୍ଟବାହାଲ ଖେଳ ପଡିଆରେ ଶୁକ୍ରବାର ମୁରିବାହାଲ ବ୍ଲକସ୍ତରୀୟ କଳାକାର ସଂଘ ପକ୍ଷରୁ ବ୍ଲକସ୍ତରୀୟ କଳାକାର ସମ୍ମିଳନୀ
Read More...

ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିରରେ ମହିଳାଙ୍କ ସଂକ୍ରାନ୍ତି ପୂଜା ମହୋତ୍ସବ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିରଠାରେ ମାଆମାନଙ୍କର ସଂକ୍ରାନ୍ତି ବ୍ରତର ଉଦ୍‌ଯାପନୀ ଉତ୍ସବ ମହାସମାରୋହରେ ଆଜି ପାଳିତ ହୋଇଥିଲା । ଏହି ଉତ୍ସବରେ ପୂଜକ ଭାବେ କାଶୀନାଥ ଦାସ ଓ ରାଜକୁମାର ଦାସ ଏବଂ ସୁନ୍ଦରକାଣ୍ଡ ପାରାୟଣ ଭାବେ ଗାୟକ ସଂଜୀବ ଯୋଶୀ
Read More...

କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ପାଳନ

ଗଣମାଧ୍ୟମ ଏବେ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଉତ୍କଳ ସାମ୍ବାଦିକ ସଂଘ, କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ପରିସରରେ ଆୟୋଜିତ ଜାତୀୟ ପ୍ରେସ୍‌ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ
Read More...

ଟିଟିଲାଗଡ ଓ କଣ୍ଟାବାଞ୍ଜିଠାରେ ନୂତନ କୋର୍ଟ କମ୍ପ୍ଲେକ୍ସର ଭର୍ଚୁଆଲ ମୋଡରେ ଭିତ୍ତି ପ୍ରସ୍ତର ସ୍ଥାପନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ଅଧ୍ୟକ୍ଷ, ଗୃହ ନିର୍ମାଣ କମିଟି ମାନ୍ୟବର ଜଷ୍ଟିସ ଡକ୍ଟର ବି. ଆର.ଷଡଙ୍ଗୀ ଓ ଓଡ଼ିଶା ହାଇକୋର୍ଟର ବିଚାରପତି ଏବଂ ନିର୍ବାହୀ ଜଜ, ବଲାଙ୍ଗିର ବିଚାର ବିଭାଗୀୟ ଓ ମାନ୍ୟବର ପ୍ରଶାସନିକ ବିଚାରପତି,
Read More...
error: Content is protected !!