Daily Archives

ମୁରିବାହାଲ କେଜିବିଭି ଛାତ୍ରୀ ନିବାସ କୋଠାକାମ ଅସମ୍ପୂର୍ଣ୍ଣ ଅଭିଯୋଗ

ଟେଣ୍ଡର ଅବଧି ଶେଷ ପରେ ବି ସମ୍ପୂର୍ଣ୍ଣ ହୋଇନି ୧କୋଟି ଟଙ୍କାର ଛାତ୍ରୀ ନିବାସ କାମଠିକାଦାରଙ୍କୁ କୈଫିୟତ ତଲବ ସହ ଜରିମାନାଶ୍ରମିକଙ୍କ ସୁରକ୍ଷାକୁ ସମ୍ପୂର୍ଣ୍ଣ ଅଣଦେଖା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶା ସରକାର ରାଜ୍ୟର ସମସ୍ତ ସରକାରୀ ସ୍କୁଲ, କଲେଜକୁ ୫ଟି ଯୋଜନାରେ
Read More...

ଶିକ୍ଷଣ ମଣ୍ଡଳର ବର୍ଷିୟାନ କାର୍ଯ୍ୟକର୍ତ୍ତା ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟ (ଭିସୁଟ) ଏବଂ ଭାରତୀୟ ଶିକ୍ଷଣ ମଣ୍ଡଳର ମିଳିତ ଆନୁକୂଲ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପୂର୍ବତନ ରେଜିଷ୍ଟର ନନ୍ଦ କିଶୋର
Read More...

ରେଳ ଉପଭୋକ୍ତା ସଂଘର ଚରମ ନିଷ୍ପତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନଠାରେ ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ବଲାଙ୍ଗିର ପ୍ରତି ରେଳବାଇ ବିଭାଗର ଅବହେଳାକୁ ନେଇ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସହ ଆଗାମୀ ଦିନରେ ରେଳରୋକୋ ପାଇଁ କଠୋର
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଗଣସତ୍ୟାଗ୍ରହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲାର ବିଭିନ୍ନ କମ୍ପାନୀ ଯଥା- ସାଇ ପ୍ରସାଦ, ସାଇ ପ୍ରକାଶ, ପି.ଏ.ସି.ଏଲ୍‌, ପି.ଆଇ.ସି.ଏଲ୍‌, ମାଇକ୍ରୋ ଫାଇନାନ୍ସ, ଗୋଲଡେନ୍‌ ଲ୍ୟାଣ୍ଡ, ଗ୍ରୀନ୍‌ ରେ, ଫ୍ଲୋରିସ ଇଣ୍ଡିଆ, ଆଇକୋର, ରୋଜଭ୍ୟାଲି, ସାରଦା, ସାହାରା, ଅର୍ଥତତ୍ତ୍ୱ, ସିସୋର,
Read More...

ଓରମାସ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ବ୍ଲକ ଛକରେ ଅସ୍ଥାୟୀ ଟେରାକୋଟା ବିପ୍ପଣୀ କେନ୍ଦ୍ରର ଶୁଭାରମ୍ଭ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାର ସୋନପୁର ବ୍ଲକ ଛକଠାରେ ଦୀପାବଳି ପର୍ବକୁ ଆଖି ଆଗରେ ରଖି ଜିଲ୍ଲାର ଜନସାଧାରଙ୍କୁ ଟେରାକୋଟା ହସ୍ତଶିଳ୍ପ ସାମଗ୍ରୀ ଚାହିଦାକୁ ପୂରଣ କରିବା ଉଦ୍ଦେଶ୍ୟରେ ଅସ୍ଥାୟୀ ଟେରାକୋଟା ବିପ୍ପଣ କେନ୍ଦ୍ରକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ
Read More...

ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୪ ଟାରେ ବଲାଙ୍ଗିର କଚେରୀ ଛକଠାରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଧାନସଭା ଭିତରେ ମହିଳାମାନଙ୍କ ପ୍ରତି ଅପମାନଜନକ କଥା କହିଥିବାରୁ
Read More...

ଲାଲଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ପାଖକୁ ପହଂଚିଲେ ପୌର ଅଧ୍ୟକ୍ଷା ଲିକା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍କୁଲ ପରିସରରେ ବାଡ଼ା ନାହିଁ, ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି, ଛାତ୍ରଛାତ୍ରୀମାନଙ୍କ ପାଇଁ ଶ୍ରେଣୀ ଗୃହ ନାହିିଁ । ଏଭଳି ଅବସ୍ଥାରେ ଲାଲ୍‌ଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଆଜି ପୂର୍ବାହ୍ନରେ ଛାତ୍ରଛାତ୍ରୀ ଓ
Read More...

ରାଉରକେଲା କଲେଜରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ସ୍ଥିତ ରାଉରକେଲା କଲେଜର 'ଓଡିଆ ବିଭାଗ ତରଫରୁ 'ଓଡ଼ିଆ ସାହିତ୍ୟରେ ନବଜାଗରଣ : ପୃଷ୍ଠଭୂମି ଓ ପରିସର' ଶୀର୍ଷକରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ
Read More...

ରାଉରକେଲା ଫୋଟୋଗ୍ରାଫର୍ସ ଆସୋସିଏସନ୍‌ ପକ୍ଷରୁ କର୍ମଶାଳା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସରୋବର ରେସ୍ତୋରାଁରେ ରାଉରକେଲା ଫୋଟୋଗ୍ରାଫର୍ସ ଆସୋସିଏସନ୍‌ ପକ୍ଷରୁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ରାଉରକେଲା ଫୋଟୋଗ୍ରାଫର୍ସ ଆସୋସିଏସନ୍‌ର ବିଭିନ୍ନ ବର୍ଗର ସଦସ୍ୟମାନେ ଯୋଗଦେଇ ବିଭିନ୍ନ ଅତ୍ୟାଧୁନିକ କ୍ୟାମେରା ପରିଚାଳନା
Read More...

ଗାଉଣ୍ଡ୍ ଜିରୋରୁ ସିଇଓ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ପ୍ରକଳ୍ପ ସମୀକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଡକ୍ଟର ଅଜିତ କୁମାର ମିଶ୍ର ଆଜି ପରିଷଦର ବୈଷୟିକ ଟିମ୍ ସହ ପଦ୍ମପୁର ଗସ୍ତରେ ଆସି ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରାଜବୋଡ଼ାସମ୍ବର ବ୍ଲକ୍‌ର ସମ୍ମିଳନୀ କକ୍ଷରେ ଡକ୍ଟର
Read More...
error: Content is protected !!