Daily Archives

ଛତ୍ରପୁର ନୀଳକଣ୍ଠେଶ୍ୱର ମନ୍ଦିରରେ ନୂତନ ବିଗ୍ରହ ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରରେ ବୃଷଭ ଏବଂ ନନ୍ଦୀ ଓ ଭୃଙ୍ଗି ନୂତନ ବିଗ୍ରହମାନ ବୁଧବାର ବିଧିବଦ୍ଧ ଭାବେ ସ୍ଥାପନ ହୋଇଛି । ଏହି ଅବସରରେ ମହାଦେବ ଠାକୁରଙ୍କ ସ୍ୱତନ୍ତ୍ର ନୀତିକାନ୍ତି ହୋଇ ମଙ୍ଗଳବାର ଅଧିବାସ ଆରମ୍ଭ ହୋଇ
Read More...

ମୁରିବାହାଲ ଆଦର୍ଶ ବିଦ୍ୟାଳୟରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

୬୦ଟି ବିଦ୍ୟାଳୟର ୧୩୪ ପ୍ରକଳ୍ପ ପ୍ରଦର୍ଶିତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମଗ୍ର ବ୍ଲକ ଅଞ୍ଚଳର ୬୦ଟି ବିଭିନ୍ନ
Read More...

ଛତ୍ରପୁରର ଦୁଇଦିନିଆ ବ୍ଲକସ୍ତରୀୟ କୃଷି ମେଳାର ଉଦ୍‌ଘାଟନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମିନିଷ୍ଟାଡିୟମରେ ଦୁଇଦିନିଆ ବ୍ଲକସ୍ତରୀୟ କୃଷି ମେଳାର ଆନୁଷ୍ଠାନିକ ଉଦ୍‌ଘାଟିତ ହୋଇଛି । ଆୟୋଜିତ କୃଷିମେଳାରେ ଉନ୍ନତ ଧରଣର କୃଷି ଯନ୍ତ୍ରପାତି, ସାମଗ୍ରୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ପାଇଁ ଅଭିନବ ପ୍ରୟାସ କରିବା ପୂର୍ବକ ଏକ
Read More...

ବ୍ଲକସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ସତଲମା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ୍‌ସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବ ପାଳିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ ବ୍ଲକ ବିଜ୍ଞାନ ସଂସଦର ସଭାପତି ତଥା ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ମହରା ସଭାପତିତ୍ୱ କରିଛନ୍ତି । ବରଗଡ଼ ଜିଲ୍ଲାର ଅତିରିକ୍ତ
Read More...

ସହର ସେବା ସମିତିର ବାର୍ଷିକୋତ୍ସବ

ଓଡ଼ିଆ ଇତିହାସରେ ଡ. ମହତାବ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ : ଶ୍ରୀ ମଲ୍ଲିକ ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସହର ସେବା ସମିତିର ୧୨ତମ ବାର୍ଷିକୋତ୍ସବ ଓ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ହୋଟେଲ ସୋଲାସଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସମିତିର
Read More...

ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଖେଳକୁଦ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଫୁଟ୍‌ବଲ୍‌ ଓ କବାଡ଼ି…

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଖେଳ - କୁଦ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ କବାଡ଼ି ଓ ଫୁଟ୍‌ବଲ୍‌ ଖେଳ ଅନୁଷ୍ଠିତ ହୋଇଯାଇଛି ।
Read More...

ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ, ଆର୍‌ଇସି କ୍ୟାମ୍ପସ ଏନ୍‌ଆଇଟି ରାଉରକେଲାର ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ତତ୍ତ୍ୱାବଧାନରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

‍‍ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ କନ୍ଧମାଳର ତିନି ଜଣ ଛାତ୍ର ଛାତ୍ରୀ ପୁରସ୍କୃତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପ୍ରତିଯୋଗିତା ଭୁବନେଶ୍ୱର ୟୁନିଟ୍ - ୯ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି । ତତ୍ ସହିତ ୟୁନିଟ୍ ୬ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ କଳା ଉତ୍ସବ
Read More...

ଜଳବାୟୁ ସହନଶୀଳ କୃଷି ପ୍ରକଳ୍ପ ଲୋକାର୍ପିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ଜିଲ୍ଲାର ଚାଷକାର୍ଯ୍ୟ ବର୍ଷା ଅନିୟମିତତା, ଉଚ୍ଚ ତାପମାତ୍ରା ଏବଂ ମାତ୍ରାଧିକ ସାର ଓ ଔଷଧ ପ୍ରୟୋଗ ଦ୍ଵାରା ଅନେକ ଜଟିଳ ଆହ୍ୱାନର ସମ୍ମୁଖୀନ ହେଉଅଛି । ଯାହା ଫଳରେ ଚାଷୀ ଅଧିକ ଖର୍ଚ୍ଚାନ୍ତ ହେବା ସହ ଉତ୍ପାଦନରେ ହ୍ରାସ ଓ ନିମ୍ନମାନର ଉତ୍ପାଦ ଅମଳ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଚନ୍ଦନଭାଟୀ ମୁଖ୍ୟ ରାସ୍ତାର ମରାମତି କଲା ପ୍ରଶାସନ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ଗତ ୮ ତାରିଖ 'କୋଶଳ ପ୍ରବାହ'ରେ ଚନ୍ଦନଭାଟୀ ମୁଖ୍ୟ ରାସ୍ତାର ଅବସ୍ଥା ବିପଦଜନକ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା । ଠିକ ତିନିଦିନ ପରେ ପ୍ରଶାସନ ଏହା ଉପରେ ନଜର ପକାଇ କାମ ଆରମ୍ଭ କରିଥିଲା ଏବଂ ରାସ୍ତା ମଝିରେ ଥିବା ଗର୍ତ୍ତଟିକୁ ମରାମତି କରିଥିଲା । ଏ
Read More...
error: Content is protected !!