Daily Archives

ଚିକିଟି ଓ ପାତ୍ରପୁର ବ୍ଲକ୍‌ ଅଞ୍ଚଳକୁ ମରୁଡ଼ି ଘୋଷଣା ଦାବୀରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକିଟି ଓ ପାତ୍ରପୁର ବ୍ଲକରେ ଆଂଶିକ ବର୍ଷା ଘେନି ଚଳିତ ବର୍ଷ ମରୁଡ଼ି ରୂପ ଧାରଣ କରିଛି । ରାଜ୍ୟ ସରକାର ତୁରନ୍ତ ଏହି ଅଞ୍ଚଳକୁ ମରୁଡ଼ି ଘୋଷଣା କରି କୃଷି ସହାୟତା ଓ ହଜାର ହଜାର
Read More...

ନକଲି ବିଇଡ଼ି ସାର୍ଟିଫିକେଟ୍‌ ଦେଇ ଗିରଫ ହେଲେ ପୁଣି ଜଣେ ଶିକ୍ଷକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ବିଇଡ଼ି ସାର୍ଟିଫିକେଟ୍‌ ଦେଇ ଗିରଫ ହୋଇଛନ୍ତି ପୁଣି ଜଣେ ଶିକ୍ଷକ । ଏହି ଖବର ପ୍ରଚାର ହେବା ପରେ ଶିକ୍ଷକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ସମ୍ପର୍କରେ ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତକାଲି ବଲାଙ୍ଗିର
Read More...

ସଂଯୁକ୍ତ ଆଂଚଳିକ କେନ୍ଦ୍ର ପରିଦର୍ଶନ କଲା ବଲାଙ୍ଗିର ନାଗରିକ କମିଟି

ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଭିନ୍ନକ୍ଷମମାନେ ପାଇବେ ନୂଆଁ ଜୀବନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନର ସଂଯୁକ୍ତ ଆଂଚଳିକ କେନ୍ଦ୍ର, ବଲାଙ୍ଗିର ୨ଠ୧୫ ମସିହାରେ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ କେନ୍ଦ୍ରରେ ନାମିତ ହୋଇ ବଲାଙ୍ଗିରରେ ସ୍ଥାପିତ
Read More...

ଖୁଣ୍ଟପାଲି ବିସ୍ତାପିତଙ୍କ ଥଇଥାନ କଲୋନୀରେ ନରସିଂହ

ଆଜି ବି ଅଛି ଅନେକ ଅବ୍ୟବସ୍ଥା ସରକାର ତୁରନ୍ତ ଦୃଷ୍ଟି ଦେଉ : ନରସିଂହଖୁଣ୍ଟପାଲି ଗାଁରୁ ଆରଆର କଲୋନୀକୁ ଆସି ସ୍ଥାପିତ ହେଲେ ଭଗବାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ବୁଡି ଅଂଚଳରେ ଖୁଣ୍ଟପାଲି ଏକମାତ୍ର ଗ୍ରାମ ଯେଉଁ ଗ୍ରାମ କି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ଆରମ୍ଭ
Read More...

ଦୀପାବଳି ପୂର୍ବରୁ ପିତୃପୁରୁଷଙ୍କ ସ୍ମୃତିରେ ଛତ୍ରପୁର ଶ୍ମଶାନ ସଫେଇ

• ଛତ୍ରପୁର ଶ୍ମଶାନ ସ୍ଥଳରେ ଆଲୋକ ଓ ପାନୀୟ ଜଳର ସୁବନ୍ଦୋବସ୍ତ କରିବାକୁ ଦାବୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : "ଜାତସ୍ୟ ମୃତ୍ୟୁ ଧ୍ରୁବ ସତ୍ୟ ।" ତେଣୁ କାହାର ବି ମୃତ୍ୟୁ ଘଟିଲେ, ସେହି ସମୟରେ ସମସ୍ତେ ଅପରିଷ୍କାର ତଥା ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇପଡିଥିବା ଗାଁ
Read More...

ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକଙ୍କୁ ଧରି କରାଗଲା କୋର୍ଟ ଚାଲାଣ : ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଟିଟିଲାଗଡ ସହର ତଥା ଆଖପାଖ ଅଞ୍ଚଳକୁ ଟିଟିଲାଗଡ ଦେଇ ଗଞ୍ଜେଇ ବାରମ୍ବାର ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦେଶ କ୍ରମେ ଟିଟିଲାଗଡ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା
Read More...

ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସି ୱାର୍ଡମେମ୍ବରଙ୍କ ମୃତ୍ୟୁ ଅଭିଯୋଗ : କ୍ଷତିପୂରଣ ସହାୟତା…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଡୁଙ୍ଗୁରିପାଲି ପଞ୍ଚାୟତ ୱାର୍ଡମେମ୍ବର ଲାଲୁ ମାଝୀ (୪୫) ନିଜେ ମିସ୍ତ୍ରୀ ହୋଇଥିବା ବେଳେ ନିଜ ଘର କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି । ଘଟଣା ଖବର ପାଇଁ ସଇଁତଲା ପୋଲିସ ପହଂଚି ଶବକୁ ଜବତ କରି
Read More...

ଲକ୍ଷ୍ମୀନାରାୟଣ ମନ୍ଦିରର ପୂଜାରିଣୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କ୍ଲବପଡ଼ା ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରର ପୂଜାରିଣୀ ସ୍ୱର୍ଗତ ନାରାୟଣ ପତିଙ୍କ ଧର୍ମପତ୍ନୀ ସୁପ୍ରଭା ପତିଙ୍କ ୭୫ ବର୍ଷ ବୟସରେ ତାଙ୍କ କ୍ଲବପଡା ସ୍ଥିତ (ମନ୍ଦିର ସଂଲଗ୍ନ) ବାସଭବନରେ ଦେହାନ୍ତ ହୋଇଯାଇଛି । ଶ୍ରୀମତୀ ପତି ଜଣେ ଧର୍ମପରାୟଣା,
Read More...

ବିସ୍ତୃତ “ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩”କୁ ଅନୁମୋଦନ ଦେଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଡିଜିଟାଲ୍ ଯୁଗରେ ବ୍ୟାପକ ସରକାରୀ ପହଂଚ ପାଇଁ ଏହି ନୀତିର ଢାଂଚା ମାର୍ଗ ପ୍ରଶସ୍ତ କରିବ ନୂଆଦିଲ୍ଲୀ, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ମିଡିଆ ମାଧ୍ୟମରେ ଅଭିଯାନ ଆରମ୍ଭ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାପନ ଶାଖା କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) କୁ
Read More...

ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ କମିଟି ଓ ପ୍ରଶାସନର ପ୍ରସ୍ତୁତି ବୈଠକ

ନଭେମ୍ବର ୨୨ଠାରୁ ୨୮ ପର୍ଯ୍ୟନ୍ତ ଦୁଲକି ଉଠିବ ମଞ୍ଚ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସର୍ବସାଧାରଣ ଖେଳ ପଡିଆଠାରେ ୩୭ତମ ଧନୁଯାତ୍ରା ମହୋତ୍ସବ ପାଇଁ ଧନୁଯାତ୍ରା କମିଟି ଓ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ବଙ୍ଗୋମୁଣ୍ଡା ବ୍ଲକ
Read More...
error: Content is protected !!