Daily Archives

ସବ୍ୟସାଚୀ ସେନାପତି ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାକୁ ମନୋନୀତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ନଭେମ୍ବର ୬ ତାରିଖରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଉଦ୍‌ଯାପିତ ହୋଇଯାଇଛି । କୁଇଜ ବରିଷ୍ଠ ବିଭାଗ ପ୍ରତିଯୋଗିତାରେ ପୁରୀ ଜିଲ୍ଲାର ୧୧ଗୋଟି ବ୍ଲକର କୃତି ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଡେଲାଙ୍ଗ
Read More...

କନ୍ଧମାଳ ଜିଲ୍ଲାକୁ ରେଳ ଲାଇନ କଟିବା ପ୍ରସଙ୍ଗ : ନଭେମ୍ବର ୧୦ରେ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରେଳ ମାନଚିତ୍ରରୁ ଫୁଲବାଣୀ ବାଦ୍ ପଡ଼ିବା ପ୍ରତିବାଦରେ ଆସନ୍ତା ନଭେମ୍ବର ୧୦ରେ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ କରାଯିବ । ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି ।
Read More...

ମୁରିବାହାଲ ଡିଗ୍ରୀ କଲେଜକୁ ଆଫିଲେସନ୍‌ ପାଇଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଇନ୍ସପେକସନ୍‌ ଟିମ୍‌ଙ୍କ ପରିଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବଦ୍ୟାଳୟକୁ ୨୦୨୨-୨୩ବର୍ଷର ଆଫିଲେସନ୍‌ ପାଇଁ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଏକ ଇନ୍ସପେକସନ୍ ଟିମ୍‌ ବୁଧବାର କଲେଜ ପରିଦର୍ଶନ କରିଥିଲେ । ଏହି ଟିମ୍‌ରେ କଲେଜ ଡେଭଲମେଣ୍ଟ କାଉନସିଲର
Read More...

ମୁରିବାହାଲ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ରିହାତି ଦରରେ କ୍ରେଟ ବଣ୍ଟନ କାର୍ଯ୍ୟକ୍ରମ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ରାଜ୍ୟ ଯୋଜନା ଅନ୍ତର୍ଗତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା ବଲାଙ୍ଗିର ଉପଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ପକ୍ଷରୁ ଅମଳ ପରବର୍ତ୍ତୀ ପରିଚାଳନା ଏବଂ ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ବିପଣନ
Read More...

ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ଆସନ୍ତା ୨୧ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଏସ୍‌ଏସ୍‌ଓ ରିଙ୍କୁ
Read More...

ବ୍ରହ୍ମପୁର ବାର୍-ଆସୋସିଏସନ୍‌ର ଦୁଇଦିନିଆ ସଂକ୍ଷିପ୍ତ ସ୍ଵତନ୍ତ୍ର ସଂଶୋଧନ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ନିର୍ବାଚନ ବିଭାଗ ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ତତ୍ତ୍ଵାବଧାନରେ ଗତକାଲି ବାର୍ ଆସୋସିଏସନ୍ ସଦସ୍ୟଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ
Read More...

ରାତାରାତି ଆଖଣ୍ଡଳମଣି ମନ୍ଦିର ହୁଣ୍ଡି ଉଠାଇ ନେଲେ ଦୁର୍ବୃତ୍ତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଦିନ ଦିପହରେ ତାଲା ଭାଙ୍ଗି ଚେରି କରିବା ପରେ ଦାମୋଦରପୁର ଗ୍ରାମରେ ରହିଥିବା ବାବା ଆଖଣ୍ଡଳମଣି ଶୈବାପୀଠରୁ ସୋମବାର ବିଳମ୍ବିତ ରାତ୍ରରେ କିଏ ହୁଣ୍ଡି ଉଠାଇନେଇ ଯାଇଥିବା ଅଭିଯୋଗ ହୋଇଛି । ଯାହାକୁନେଇ ପବିତ୍ର କାର୍ତ୍ତିକ ମାସରେ ଶିବ ମନ୍ଦିରରୁ ଚେରି
Read More...

ଏଟିଏମ୍‌ କାର୍ଡ କାର୍ଯ୍ୟକ୍ଷମ କରିବା ଆଳରେ ମୋବାଇଲ ମାଗି ଫୋନ ପେ’ରେ ନେଇଗଲେ ୧୨ ଶହ ଟଙ୍କା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡିରେ ଜଣେ ଯୁବକ ଏଟିଏମ୍‌ କାର୍ଡ କାର୍ଯ୍ୟକ୍ଷମ କରିବାକୁ ଯାଇଥିବା ବେଳେ ଠକାମୀର ଶିକାର ହୋଇଛନ୍ତି । ଠକାମୀର ଶିକାର ହୋଇଥିବା ମହେଶ୍ୱର ଦଳବେହେରାଙ୍କ ଘର
Read More...

ନରସିଂହଙ୍କୁ ଭେଟିଲେ ଆୟୁର୍ବେଦ ମହାବିଦ୍ୟାଳୟର ନୂତନ ଛାତ୍ର ସଂସଦ : ଶିକ୍ଷା, ଚିକିତ୍ସା, ଛାତ୍ର ସମସ୍ୟା ଓ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାରଦେଶ୍ୱରୀ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ନୂତନ ଛାତ୍ର ସଂସଦ ଆଜି ସନ୍ଧ୍ୟାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ର ନୂତନ ଭାବେ ନିର୍ବାଚିତ ହୋଇଥିବା ଛାତ୍ର ସଂସଦର
Read More...

କ୍ରେଟ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଲେ ନରସିଂହ

ବିଭାଗ କ୍ରେଟ ବଣ୍ଟନ ବହୁ ଆଡମ୍ବରେ ଲଘୁକ୍ରିୟା ସଦୃଶ : ନରସିଂହହିତାଧିକାରୀଙ୍କ ଦ୍ୱାରକୁ ଦ୍ୱାର ଯାଇ କ୍ରେଟ ବଣ୍ଟନ କରିବା ଦରକାର : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅମଳ ପରବର୍ତ୍ତି ପରିଚାଳନା ଓ ଉଦ୍ୟାନ କୃଷିର ଅମଳ ପରବର୍ତ୍ତି ବିପଣନରେ ସହାୟତା ମାଧ୍ୟମରେ ଯୋଜନା ମୁତାବକ
Read More...
error: Content is protected !!