Daily Archives

ଛୁଆଦିନୁଁ ଗୀତ୍‌ ଗାଇ ଗାଇ ମାହିର୍‌ ହେଇଛନ୍‌ ଗୁପ୍ତେଶ୍ୱର ଲେଙ୍କା

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ଛୁଆଦିନୁଁ ଗୀତ୍‌ ଗାଇ ଗାଇ ମାହିର୍‌ ହେଇଛନ୍‌ ଗୁପ୍ତେଶ୍ୱର ଲେଙ୍କା । ବଲାଙ୍ଗିର ସଦର ବ୍ଲକ୍‌ ବିଡ଼ିଘାଟ୍‌ ଗାଁ ନେ ଜନମ୍‌ ହେଇଥିବା ଗୁପ୍ତେଶ୍ୱର ଏଭେ ନ' କ୍ଲାସ୍‌ ଥି ପାଠ୍‌ ପଢ଼ୁଛନ୍‌ ବଲାଙ୍ଗିର ସହରର ପିପି ଏକାଡେ଼ମୀ ସ୍କୁଲ ଥି । ବାପା
Read More...

ରାଜ୍ୟ ସରକାରଙ୍କ ଦ୍ଵାରା କାରଖାନା କତ୍ତୃପକ୍ଷଙ୍କ ପାଖରେ ମଜଦୁର ସଭାର ଦାବୀ ଉପସ୍ଥାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାର ଅଭିବୃଦ୍ଧି ଓ ଇସ୍ପାତ ଶ୍ରମିକ କର୍ମଚାରୀଙ୍କ ସୁବିଧା ସୁଯୋଗ ନେଇ ରାଉରକେଲା ମଜଦୁର ସଭା ଏହାର ନିରନ୍ତର ପ୍ରୟାସ ଜାରି ରଖିଛି । କାରଖାନାର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଏହାର ସଂପ୍ରସାରଣ ଓ ଆଧୁନିକିକରଣକୁ ନେଇ
Read More...

ଭୁଲ ସୂଚନା ଏବଂ ଡିପ୍ଫେକ୍କୁ ଚିହ୍ନଟ କରିବା ପାଇଁ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନଙ୍କୁ ପରାମର୍ଶ ଦେଲେ କେନ୍ଦ୍ର…

● ରିପୋର୍ଟ କରିବାର 36 ଘଣ୍ଟା ମଧ୍ୟରେ ଏଭଳି କୌଣସି ବିଷୟବସ୍ତୁ ହଟାଇବାକୁ କୁହାଗଲା ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନଙ୍କୁ ଏକ ମାର୍ଗଦର୍ଶିକା ଜାରି କରି କେତେକ ଜରୁରି ପଦକ୍ଷେପ ଗ୍ରହଣ କରିବା ଲାଗି ପରାମର୍ଶ ଦେଇଛନ୍ତି
Read More...

ମହାମହିମ ରାଷ୍ଟ୍ରପତି ଆସନ୍ତା ୨୦ତାରିଖରେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲର ଉଦ୍‌ଘାଟନ କରିବେ : ବିଶେଶ୍ୱର ଟୁଡୁ

ଭୁବନେଶ୍ୱର, (ପିଆଇବି) : ଆଜି କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଓଡିଶାରେ ଚାଲୁଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି । ବୈଠକରେ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆର ରିଜୋନାଲ ଅଫିସର ବିରେନ୍ଦ୍ର ସିଂ ଏବଂ ପ୍ରୋଜେକ୍ଟ ଡାଇରେକ୍ଟର ବାଲେଶ୍ୱର ପିଆଇଓ ଜେପି ବର୍ମ୍ମା
Read More...

ସାରା ଦେଶରେ ଭୋକାଲ୍ ଫର୍ ଲୋକାଲ ଆନ୍ଦୋଳନ ଜୋର ଧରିଛି : ପ୍ରଧାନମନ୍ତ୍ରୀ

ନମୋ ଆପରେ ସ୍ୱଦେଶୀ ଉତ୍ପାଦ ସହ ସେଲଫି ସେୟାର କରିବାକୁ ନାଗରିକଙ୍କୁ ଅନୁରୋଧ ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥାନୀୟ ଉତ୍ପାଦଗୁଡ଼ିକର ପ୍ରଚାର ପ୍ରସାର ଉପରେ ଏକ ପ୍ରେରଣାଦାୟୀ ଭିଡିଓ ସେୟାର କରି କହିଛନ୍ତି ଯେ ଭୋକାଲ୍ ଫର୍ ଲୋକାଲ୍ ଅଭିଯାନ ସମଗ୍ର ଦେଶରେ
Read More...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡିଶା ରାଜ୍ୟପାଳ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସରେ ପୋଷ୍ଟ କରିଛି; ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
Read More...

ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଉଭୟ ନେତା ପଶ୍ଚିମ ଏସିଆର କଠିନ ପରିସ୍ଥିତି ଏବଂ ଇସ୍ରାଏଲ-ହମାସ ସଂଘର୍ଷ ଉପରେ ମତ ବିନିମୟ କରିଛନ୍ତିଉତ୍ତେଜନା ହ୍ରାସ, ନିରନ୍ତର ମାନବିକ ସହାୟତା, ଶାନ୍ତି ଓ ନିରାପତ୍ତାର ଶୀଘ୍ର ପୁନରୁଦ୍ଧାର ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତିଚାବାହାର ବନ୍ଦର ସମେତ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତିକୁ
Read More...

ବିଶ୍ୱର ସର୍ବବୃହତ ଚଳଚ୍ଚିତ୍ର ପୁନରୁଦ୍ଧାର ପ୍ରକଳ୍ପ ମାଧ୍ୟମରେ ଭାରତର ସିନେମା ପରମ୍ପରାକୁ ସଂରକ୍ଷିତ ରଖିବା ପାଇଁ…

ଭାରତର ସିନେମା ଐତିହ୍ୟର ସଂରକ୍ଷଣ : ଏମଆଇବିର 'ନ୍ୟାସନାଲ୍ ଫିଲ୍ମ ହେରିଟେଜ୍ ମିଶନ' ଏବଂ ଏନଏଫଡିସି-ନ୍ୟାସନାଲ ଫିଲ୍ମ ଆର୍କାଇଭ ଅଫ୍ ଇଣ୍ଡିଆଜାତୀୟ ଚଳଚ୍ଚିତ୍ର ଐତିହ୍ୟ ମିଶନ - ବିଶ୍ୱର ସର୍ବବୃହତ ଚଳଚ୍ଚିତ୍ର ପୁନରୁଦ୍ଧାର ପ୍ରକଳ୍ପ ଦିଲ୍ଲୀ, (ପିଆଇବି) : ସିନେମା କେବଳ ମନୋରଞ୍ଜନ
Read More...

ଆପତ୍ତିଜନକ ଭିଡ଼ିଓ ଭାଇରାଲ୍‌ କରି ଯୁବକ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆପତ୍ତିଜନକ ଭିଡ଼ିଓ ଭାଇରାଲ୍‌ କରି ଜଣେ ଯୁବକ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ବେହେରାପାଲିର ଅସିତ୍‌ ପଟେଲ(୧୮) ଜଣେ ନାବାଳିକାଙ୍କ ସହ ଶାରିରୀକ ସଂପର୍କ ରଖିବା ସହ ଆପତ୍ତିଜନକ ଭିଡ଼ିଓ ଭାଇରାଲ୍‌ କରିଥିବା ଅଭିଯୋଗ ହେବା ପରେ
Read More...

ଛତ୍ରପୁରର ଡାକ୍ତର ଗୋପାଳ ପଟ୍ଟନାୟକଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ବାସିନ୍ଦା ବିଶିଷ୍ଟ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡ଼ା.ଗୋପାଳ ପଟ୍ଟନାୟକ ତାଙ୍କ ବ୍ରହ୍ମପୁରସ୍ଥ ବାସଭବନରେ ଗତକାଲି ଦେହାନ୍ତ ହୋଇଯାଇଛି । ସୋମବାର ମଧ୍ୟରାତ୍ରୀ ୧ ଘଣ୍ଟା ସମୟରେ ହୃଦ୍‌ଘାତରେ ତାହାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ବୋଲି
Read More...