Daily Archives

ମାସିକ ରଚନା ସନ୍ଧ୍ୟା : ପ୍ରଦୂଷଣମୁକ୍ତ ପୂଜା ପାର୍ବଣ ଆଜିର ଆବଶ୍ୟକତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଭାରତୀୟ ପରମ୍ପରାରେ ପୂଜା ପାର୍ବଣର ବହୁ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଆମ ଧାର୍ମିକ ଓ ସାମାଜିକ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । କିନ୍ତୁ ଏସବୁ ପାଳନ କଲା ବେଳେ ଯେଉଁ ଭଳି ସଂଜମତା ଓ ସଚେତନତା ଲୋଡା ତାହାର ଅଭାବ ପରିଲକ୍ଷିତ ହେଉଛି ।
Read More...

ଖପ୍ରାଖୋଲ ବ୍ଲକ ଓଷ୍ଟା ସଂଘ ତରଫରୁ ସାମ୍ବିଧାନିକ ସମ୍ମିଳନୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ଜବାହରଲାଲ ଉଚ୍ଚ ବିଦ୍ୟାଳୟ ଧଣ୍ଡାମୁଣ୍ଡାରେ ଖପ୍ରାଖୋଲ ବ୍ଲକ୍ ଓଷ୍ଟା ସଂଘ ତରଫରୁ ବ୍ଲକ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖପ୍ରାଖୋଲ ବ୍ଲକର ପ୍ରାୟ ସମସ୍ତ ମାଧ୍ୟମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ତଥା
Read More...

ନୂଆ ଡାକ୍ତରଖାନା ନିର୍ମାଣରେ ଅନିୟମିତତା ଅଭିଯୋଗ

ଜଟିଆ ପାହାଡ଼ ଫଟାଇ ବାଲି ବଦଳେ ମାଟି ପକାଇ କୋଠା ନିର୍ମାଣ ଭର୍ତ୍ତି ଅଭିଯୋଗତହସିଲଦାରଙ୍କ ଦ୍ୱାରା ୬୦ ହଜାର ଟଙ୍କା ଜରିମାନା ପକାଇଲା ପ୍ରଶାସନ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ସଇଁତଲା ବ୍ଲକଠାରେ ଚାଲିଥିବା ଏକ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଉ ବେଳେ ଏହି
Read More...

ବଲାଙ୍ଗିର ଛାତ୍ର କଂଗ୍ରେସର ସୁଜିତ କୁମ୍ଭାର ରାଜ୍ୟ ଛାତ୍ର କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗର ଉପାଧ୍ୟାକ୍ଷ ଭାବରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସାମାଜିକ ଗଣମାଧ୍ୟମର ସଂଯୋଜକ ସୁଜିତ କୁମ୍ଭାର ରାଜ୍ୟ ଛାତ୍ର କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗର ଉପାଧ୍ୟାକ୍ଷ ଭାବେ ମନୋନୀତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ସୁଜିତ ସାମାଜିକ ଗଣମାଧ୍ୟମ ଜରିଆରେ ଶାଣିତ ତଥା ନିର୍ଭୀକ
Read More...

୨୧ରୁ ବଲାଙ୍ଗିରରେ ଜାତୀୟ ସବ୍‌ଜୁନିଅର ବ୍ୟାଡମିଣ୍ଟନ ଚମ୍ପିଆନ୍‌ସିପ୍‌

-ଭାଗନେବେ ୪୫୦ରୁ ଅଧିକ ଖେଳାଳୀ, କୋଚ୍‌, ସର୍ପୋଟିଂ ଷ୍ଟାଫ୍‌-୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଜାତୀୟ ରେଫରୀ ତାଲିମ ଓ ପରୀକ୍ଷା-ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜନ କରି ଇତିହାସ ରରିବ ବଲାଙ୍ଗିର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର
Read More...

ଭବାନୀ ପାଟଣାରେ ପ୍ରଥମ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

ଭବାନୀପାଟଣା, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ହିଲ ଟାଉନ୍‌ ୭ ନମ୍ବର ଗଳିରେ ରାଜ୍ୟର ୮୬ତମ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ଉତ୍ସବରେ ଭବାନୀପାଟଣା ପୌରଧ୍ୟକ୍ଷା ସଂଯୁକ୍ତା ବେହେରା, ବର୍ଷୀୟାନ ସାମ୍ବାଦିକ, ପୂର୍ବତନ
Read More...

ବିଭିନ୍ନ ସମସ୍ୟା ନେଇ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର ଦେଖା ଦେଉଥିବା ବିଭିନ୍ନ ସମସ୍ୟା ନେଇ ଆଜି ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଭେଟିଛନ୍ତି ବଙ୍ଗୋମୁଣ୍ଡା ବ୍ଲକ ବିଜେପି ପ୍ରତିନିଧି ଦଳ । ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ଚାଲାଣ ହେଉଥିବା
Read More...

ପଦ୍ମପୁରରେ ଜାତୀୟ ଶିକ୍ଷା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଶିକ୍ଷା ବିଭାଗ ଦ୍ଵାରା ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବ୍‌ଦୁଲ କଲାମ ଆଜାଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ ଶିକ୍ଷା ଦିବସ-୨୦୨୩ ଉତ୍ସବ ତଥା "Embracing Innovations" ଉପରେ ଏକ ଆଲୋଚନାଚକ୍ର
Read More...

ସାହୁ ଫ୍ୟାମିଲି ହୋଟେଲକୁ ଫିତାକାଟି ଶୁଭାରମ୍ଭ କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର-ପାଟଣାଗଡ ରୋଡ ରଜାପଡା ଏଲ୍‌ଆଇସି ଅଫିସ୍‌ ନିକଟରେ ଆର୍ଯ୍ୟ ସାହୁଙ୍କ ଦ୍ବାରା ପ୍ରତିଷ୍ଠିତ ସାହୁ ଫ୍ୟାମିଲି ହୋଟେଲକୁ ଫିତାକାଟି ଶୁଭାରମ୍ଭ କଲେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ପ୍ରଥମେ ପରିବାର ବର୍ଗ ଓ ଆଖପାଖର ପଡୋଶୀମାନଙ୍କ
Read More...

ଡେଲାଙ୍ଗରେ କୃଷି ଭିତ୍ତିକ ଯନ୍ତ୍ର ପ୍ରଦର୍ଶନୀ ମେଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୃଷି ସୂଚନା ପରାମର୍ଶ କେନ୍ଦ୍ର ଓ ଡେଲାଙ୍ଗ କୋଠବାଡ଼ ଗ୍ରାମ ପଞ୍ଚାୟତର ମିଳିତ ଆୟୋଜନରେ କୃଷି ଓ କୃଷକ ସଶକ୍ତିକରଣ ନେଇ ତଥା ଆଧୁନିକ ବୈଷୟିକ ଯନ୍ତ୍ରପାତି ଓ ଜ୍ଞାନ କୌଶଳ ପ୍ରୟୋଗ କରି କୃଷି ବିକାଶ ଓ କୃଷକର ସମୃଦ୍ଧି ପାଇଁ ଶୁକ୍ରବାର ଡେଲାଙ୍ଗ
Read More...
error: Content is protected !!