Daily Archives

ଭକ୍ତ ଦାସିଆ ଜୟନ୍ତୀ ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଭକ୍ତ ଶିରୋମଣି ଦାସିଆଙ୍କ ପବିତ୍ର ଜୟନ୍ତୀ ଉତ୍ସବ ଚଳିତ ମହା କାର୍ତ୍ତିକ ଶୁକ୍ଳ ଏକାଦଶୀ ନଭେମ୍ବର ୨୩ ତାରିଖ ଗୁରୁବାର ପାଳିତ ହେବା ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାପତି ଡଃ. ପ୍ରତିଭା ମହାରଥୀଙ୍କ
Read More...

ବାରପୁଡୁଗିଆରେ ଅଘରିଆ ସମାଜ ସହ ନରସିଂହଙ୍କ ଆଲୋଚନା : ପଶ୍ଚିମ ଓଡିଶାର ଅଘରିଆ ସମାଜ ପ୍ରତି ସରକାରଙ୍କ ଅଣଦେଖାକୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାରେ ପ୍ରାୟତଃ ଅଘରିଆ ସମାଜର ସିଂହଭାଗ ଲୋକ ରହନ୍ତି । ଏ ଅଂଚଳରେ ଥିବା ସମସ୍ତ ଜିଲ୍ଲାରେ ଅଘରିଆ ସମାଜ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି । ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଦିଗକୁ ଚିନ୍ତା କଲେ ଅଞ୍ଚଳ ପ୍ରତି ଏମାନଙ୍କର ଅବଦାନ ଅନେକ,
Read More...

ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ଟ୍ରାଇବ୍ରେକରେ ୩-୧ ଗୋଲ୍‌ରେ ବଲାଙ୍ଗିର କ୍ରୀଡ଼ା ଛାତ୍ରବାସ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ସ୍ଥିତ ଢୁଲୁସର ଖେଳ ପଡିଆ ଠାରେ ପ୍ରଥମ ବର୍ଷ ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୁପେ ବଲାଙ୍ଗିର କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ଯୋଗ ଦେଇଥିବା
Read More...

ଲୋଇସିଂହାର ପୂର୍ବ ସରପଞ୍ଚଙ୍କ ପରଲୋକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହାର ପୂର୍ବତନ ସରପଂଚ ତଥା ତେଲି ସମାଜର ପୂର୍ବ ସଭାପତି ବିଜୟ କୁମାର ସାହୁଙ୍କ ସୋମବାର ସନ୍ଧ୍ୟାରେ ୮୫ ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । କିଛି ମାସ ପୂର୍ବରୁ ତାଙ୍କର ସାନପୁଅଙ୍କ
Read More...

ପତ୍ରାପାଲି(ଖ) ଜୟ ଡଙ୍ଗରବୁଢ଼ା ଫୁଟବଲ ମ୍ୟାଚ ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(ଖ) ପଞ୍ଚାୟତ ଖେରଟ ଗ୍ରାମ ନିକଟସ୍ଥ ଖେଳ ପଡିଆରେ ଚାଲିଥିବା ଜୟ ଡଙ୍ଗରବୁଢ଼ା ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଯାପନୀ ଫାଇନାଲ୍‌ ଖେଳରେ ନାରେନ୍ ଦଳ ୨-୦ ଟ୍ରାଇବ୍ରେକର ଯୋଗେ ସମାଚୁଆଁ
Read More...

ସ୍ୱର୍ଗତ ଦୟାନିଧି ମଲିକଙ୍କ କୁଇ ଲିପିକୁ ସାର୍ବଜନିନ ଲିପି ଭାବେ ଘୋଷଣା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ ଘୁ.ଉଦୟଗିରି ଆନୁକୂଲ୍ୟରେ ହଦଗଡ଼ ଶାଖା ଟିକାବାଲିର ଆବାହକତ୍ଵରେ କୁଇ ସମାଜ ଟିକାବାଲି କାର୍ୟ୍ୟାଳୟ ଠାରେ କୁଇ ଭାଷା, ସାହିତ୍ୟ, ଲିପି, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସମ୍ବନ୍ଧେ ଏକ ସଚେତନତା ସଭା
Read More...

ଅଦ୍ଵିକା କପ୍‌ ଉଦଯାପିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏବଂ ଆକ୍ସନଆଡ଼୍‌ ଆସୋସିଏସନ୍‌ର ମିଳିତ ସହଯୋଗରେ ଅଦ୍ଵିକା କପ୍‌-୨୦୨୩ ସ୍ଥାନୀୟ ରାମେଶ୍ୱର ଷ୍ଟାଡିଅମରେ ଉଦ୍‌ଯାପିତ ହୋଇ ଯାଇଛି । ଉଦ୍‌ଯାପିନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଏଡ଼ିଏମ୍‌ ଜେନେରାଲ ଶ୍ରୀମତୀ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ଜଳାଭିଷେକ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ନାଗରିକ ମଂଚର ଏକ ଜଳାଭିଷେକ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଜଳାଭିଷେକ ସହିତ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନ ତରଫରୁ ଆର୍ତ୍ତତ୍ରାଣ ମିଶ୍ର ସପତ୍ନୀକ ପୂଜାରେ କର୍ତ୍ତା ରୂପେ କାର୍ଯ୍ୟ ସମ୍ପାଦନ
Read More...

ବଲାଙ୍ଗିର ଗୁଡଭେଲାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନଭେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ମୁଖ୍ୟାଳୟରେ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ
Read More...

ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଠାରେ ବିଶ୍ଵ ନିମୋନିଆ ଦିବସ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତଙ୍କ ଅଧ୍ୟକ୍ଷତାରେ ବିଶ୍ଵ ନିମୋନିଆ ଦିବସ ଅନୁଷ୍ଠିତ ହୋଇଛି । ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରିତାଞ୍ଜଳି
Read More...
error: Content is protected !!