Daily Archives

୫୦ତମ ଟିକ୍ରାପଡା ନାମଯଜ୍ଞର କଳସ ଯାତ୍ରା ଓ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଅହୋରାତ୍ର ନାମଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ସମାରୋହ ନଭେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଯାଇଛି । ଏହି ନାମଯଜ୍ଞର ଅଧିବାସ ଓ କଳସ ଯାତ୍ରା ୧୯/୧୧/୨୦୨୩ ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପ୍ରଭୁ ଶ୍ରୀ ରାଧାମାଧବଙ୍କୁ ସ୍ୱାଗତ କରି ନାମଯଜ୍ଞ
Read More...

ବସ୍ତିବାସିନ୍ଦାଙ୍କୁ ମିଳିଲା ଆଶ୍ରୟ, ସମ୍ମାନର ସହ ବଞ୍ଚିବାର ଅଧିକାର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୩ଟି ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ୧୭୨୨ଟି ଜଣ ହିତାଧିକାରୀ ଘର ପାଇଲେଚନ୍ଦ୍ରଶେଖରପୁର ବୁଦ୍ଧବିହାରରେ ସୁଲଭ ବାସଗୃହ,ସତ୍ୟନଗର ଶାନ୍ତିପଲ୍ଲିରେ ବସ୍ତି ପୂନଃର୍ବିକାଶ ପ୍ରକଳ୍ପ,ଓ ସୁବୁଦ୍ଧିପୁରରେ ସୁଲଭ ବାସଗୃହ ପ୍ରକଳ୍ପ ଭୁବନେଶ୍ୱର : ଭୁବନେଶ୍ୱରର
Read More...

ମୁରିବାହାଲ ବିଜେପି ପକ୍ଷରୁ ୫ ଦଫା ଦାବୀ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ୫ ଦଫା ଦାବୀ ନେଇ ସୋମବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଓଡ଼ିଶା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବ୍ଲକ ବିଡିଓ ପୂର୍ଣ୍ଣାନନ୍ଦ ପଟେଲଙ୍କୁ ୫ ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା । ମୁରିବହାଲ
Read More...

ଉଦ୍‌ଯାପିତ ହେଲା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୩

ସରକାରଙ୍କ ପ୍ରତ୍ୟେକ ଯୋଜନାର ସୁଫଳ ଚାଷୀଙ୍କୁ ଉପଲବ୍ଧ କରାଇବାକୁ ଅଧିକାରୀଙ୍କୁ ପରାମର୍ଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତଥା ଜିଲ୍ଲା ପ୍ରଶାସନ ସୁବର୍ଣପୁର ତରଫରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ
Read More...

ବନାରସ-ସମ୍ବଲପୁର ଦ୍ୱିସାପ୍ତାହିକ ଏକ୍ସପ୍ରେସ୍‌ର ବିଶାଖାପଟ୍ଟନମ୍‌ ପର୍ଯ୍ୟନ୍ତ ସଂପ୍ରସାରଣର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବନାରସ-ସମ୍ବଲପୁର ଦ୍ୱିସାପ୍ତାହିକ ଏକ୍ସପ୍ରେସ୍‌ର ବିଶାଖାପଟ୍ଟନମ୍‌ ପର୍ଯ୍ୟନ୍ତ ସଂପ୍ରସାରଣର ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ
Read More...

ମୁରିବାହାଲ ବ୍ଲକରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

୧୨୬ଟି ଅଭିଯୋଗ ପଞ୍ଜିକୃତଡ଼ିଗ୍ରୀ ଓ ଯୁକ୍ତ ଦୁଇ ୫ଟି କଲେଜ କାମ ପରିଦର୍ଶନକୃଷି ଯନ୍ତ୍ରପାତି ମେଳା ସଚେତନତା ରଥର ଶୁଭାରମ୍ଭ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ସୋମବାର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
Read More...

ଖପ୍ରାଖୋଲ ବ୍ଲକରେ ଚାଲିଥିବା ଦୁର୍ନୀତି ବିରୋଧରେ ପୂର୍ବତନ ମନ୍ତ୍ରୀଙ୍କ ଧାରଣା : ବ୍ଲକ ପରିସରରେ ବିଡ଼ିଓଙ୍କ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟ ବିଜେପିର ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ସମଗ୍ର ରାଜ୍ୟରେ ଅଗଣାତାନ୍ତ୍ରିକ ସରକାର ଚାଲିଥିବା ବେଳେ ପ୍ରତ୍ୟେକ ବ୍ଲକରେ ୪୦ ପରସେଣ୍ଟ ପିସି କାରବାର ବ୍ଲକରେ ହେଉଥିବା ସମସ୍ତ କାର୍ଯ୍ୟରେ ବିଜେଡି ବିଧାୟକ ଓ ବ୍ଲକ ଅଧ୍ୟକ୍ଷଙ୍କ ସମ୍ପୂର୍ଣ୍ଣ
Read More...

‘ପାପ ହାଟ’ ଓ ‘ସୁଖ ସାତପର ଦୁଃଖ ନିଜର’ ନାଟକ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ଭିଏସ୍‌ଏସ୍‌ ମାର୍କେଟଠାରେ ଦୁଇଦିନ ଧରି ଦୁଇଟି ନାଟକ 'ପାପ ହାଟ' ଓ 'ସୁଖ ସାତପର ଦୁଃଖ ନିଜର' ମଞ୍ଚସ୍ଥ ହୋଇଯାଇଛି । ଉଭୟ ନାଟକକୁ ସୁରେନ୍ଦ୍ର ପାଢ଼ୀ ନିର୍ଦ୍ଦେଶନା ଦେଇଥିବା ବେଳେ ସହଯୋଗୀ
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୩୯ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୩୯ତମ ବାର୍ଷିକ କ୍ରୀଡ଼ା ସମାରୋହ ସ୍ଥାନୀୟ ଆରବି ହାଇସ୍କୁଲ ପଡ଼ିଆରେ ଆଜି ଉଦ୍‌ଯାପିତ ହୋଇଯାଇଛି । ଆଲୋକ ପଟେଲ (ଉପ-ଜିଲ୍ଲାପାଳ, ପଦ୍ମପୁର) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁଷ୍ପାର୍ଚ୍ଚନା କରି ଗୋଟିଏ ଖେଳାଳୀକୁ
Read More...

ପୁଣି ବିବାଦରେ ନୂଆ କଲ୍ୟାଣ ମଣ୍ଡପ : ନିର୍ମାଣକୁ ବିରୋଧ କଲେ ସାହି ବାସିନ୍ଦା, ଇଓଙ୍କୁ ଦାବୀପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଅନ୍ତର୍ଗତ ୱାର୍ଡ ନମ୍ବର ୬ ଓଡ଼ିଆ ଢମଣା ସାହି ରାମେଶ୍ୱର ମନ୍ଦିର ନିକଟରେଥିବା ରାମେଶ୍ୱରଙ୍କ ଜମିରେ ନିର୍ମାଣ ହେବାକୁ ଯାଉଥିବା କଲ୍ୟାଣ ମଣ୍ଡପ ଏନ୍‌ଏସି ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି । ପ୍ରସ୍ତାବିତ କଲ୍ୟାଣ ମଣ୍ଡପ
Read More...
error: Content is protected !!