Daily Archives

ଜିଲ୍ଲା ଦଳିତ ବିକାଶ ମଞ୍ଚର ନୂଆଁଖାଇ ଭେଟଘାଟ ପାଳିତ

ବଲାଙ୍ଗିର, (କଏପିଏନଏସ୍‌) : ବଲାଙ୍ଗିର ଜିଲ୍ଲା ଦଲିତ ବିକାଶ ମଞ୍ଚ ତରଫରୁ ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମଞ୍ଚର ସଭାପତି ନଟରାଜ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାର ପ୍ରାରମ୍ଭରେ ତଥାଗତ ବୁଦ୍ଧ ଓ ବାବା ସାହେବଙ୍କ ଫଟୋଚିତ୍ରରେ
Read More...

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଶୁଭାରମ୍ଭ

ମତ୍ସ୍ୟ ପ୍ରାଣୀ ସମ୍ପଦର ଅଭିବୃଦ୍ଧି, ରାଜ୍ୟର ଚାଷୀଙ୍କ ସମୃଦ୍ଧି ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତଥା ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ତରଫରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ
Read More...

ଭିତ୍ତିଭୂମି ପରଖିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଦୁଇ ଜଣିଆ ଟିମ୍‌

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ରହିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ସାଙ୍ଗକୁ ଉନ୍ନତ ଶିକ୍ଷା ବ୍ୟବସ୍ଥାକୁ ପରଖିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଦୁଇ ଜଣିଆ ଟିମ୍‌ ଭୁବନେଶ୍ୱରରୁ କନ୍ଧମାଳ ଜିଲ୍ଲା ଆସି ତିନି ଦିନ ବିଭିନ୍ନ
Read More...

ବାଇକ୍‌ ଧକ୍କାରେ ଦେକାନୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର ପଟୁ କ୍ଷୀପ୍ର ବେଗରେ ମାଡ଼ି ଆସୁଥିଲା ବାଇକ୍‌ । ଦୋକାନ ବନ୍ଦ କରି ଲିଙ୍ଗରାଜ ପଟେଲ(୫୨) ବାଇକ୍‌ ଧରି ମୁଖ୍ୟ ରାସ୍ତାକୁ ବାହାରିବା ବେଳେ କ୍ଷୀପ୍ର ବାଇକ୍‌ର ମୁହାଁମୁହିିଁ ହୋଇ ଗୁରୁତର ଭାବେ ଆହତ ହୋଇପଡ଼ିଥିବା ଜଣାପଡ଼ିଛି । ଲିଙ୍ଗରାଜଙ୍କ
Read More...

ପିକନିକ କରିବାକୁ ଯାଇ ଯୁବକ ନିଖୋଜ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଥାନା ଅର୍ନ୍ତଗତ ଜାମୁଟ ସ୍ଥିତ ଗୁଦଗୁଦାକୁ ବଣଭୋଜି ପାଇଁ ଆସି ଗାଧୋଉଥିବା ବେଳେ ବଲାଙ୍ଗିରର ରାକେଶ କୁମାର ପୁରୋହିତ ପାଣିରେ ବୁଡିଯାଇ ନିଖୋଜ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ରାକେଶ ଓ ତାଙ୍କର ସାଙ୍ଗମାନେ ଗୁଦଗୁଦାରେ ଭୋଜି କରୁଥିବା ବେଳେ
Read More...

ଉର୍ଦ୍ଧୁ ବିଦ୍ୟାଳୟରେ ବିଜ୍ଞାନ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହାସନପୁର ରାଉରକେଲାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ବିଶ୍ରା ବ୍ଲକର ଏବିଇଓ କୃପାସିନ୍ଧୁ ପତିଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି ମେଳାରେ ୨୫ଟି ପ୍ରକଳ୍ପ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ
Read More...

ରାଉରକେଲା ଆଇନ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଦେବେନ୍ଦ୍ରନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ ଡାକ୍ତର ରାଧାନାଥ ଶତପଥୀ ମୁଖ୍ୟଅତିଥି
Read More...

କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : କୁଆଁରମୁଣ୍ଡା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କୁଆଁରମୁଣ୍ଡା ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପ୍ରତିଭାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକଳ୍ପକୁ ନେଇ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ
Read More...

ପୁରୁଷଙ୍କ ପ୍ରତି ହିଂସା ଦୂର କରିବା ପାଇଁ ଆନ୍ତର୍ଜାତୀୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୁଷ ପ୍ରଭୃତ୍ୱ ଦୁନିଆରେ ମହିଳାମାନଙ୍କୁ ଘରୋଇ ହିଂସାରୁ ନିବୃତ କରିବା ପ୍ରଚେଷ୍ଟା ସ୍ୱାଭାବିକ ଏବଂ ଯଥାର୍ଥ । ଏହା ଦଶନ୍ଧି ଧରି ଚାଲି ଆସୁଛି । ମହିଳାମାନଙ୍କୁ ସୁରକ୍ଷା ଦେବା କାର୍ଯ୍ୟ ନିଶ୍ଚିତ ଜରୁରୀ । ତେବେ ଅନେକ ଲୋକ ଜାଣନ୍ତି ନାହିଁ ଯେ,
Read More...

ଟିଟିଲାଗଡ ବଜରଙ୍ଗ ଦଳର ଦୁଇ ଯୁବକଙ୍କ ଅଯୋଧ୍ୟା ପାଇଁ ପଦଯାତ୍ରା ଆରମ୍ଭ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଜାନୁୟାରୀ ୨୨ ତାରିଖ ଦିନ ଅଯୋଧ୍ୟା ରାମ ମନ୍ଦିରର ଉଦ୍‌ଘାଟନ ଦିବସ ଅବସରରେ ସେବା ପ୍ରଦାନ କରିବା ପାଇଁ ଟିଟିଲାଗଡ଼ ବିଶ୍ଵ ହିନ୍ଦୁ ପରିଷଦର ବଜରଙ୍ଗ ଦଳର ଶିବା ସୁନା ଓ ପିଣ୍ଟୁ ଛତ୍ରିଆ ନାମକ ଦୁଇ ଜଣ ଯୁବକ ଶ୍ରୀ ରାମଙ୍କ ଜନ୍ମ ଭୂମି ଅଯୋଧ୍ୟାକୁ ରବିବାର
Read More...
error: Content is protected !!