Daily Archives

ହଳଦୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବାରିକଙ୍କ ଚାକିରିରୁ ଅବସର ଗ୍ରହଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବହାଲ ବ୍ଲକ ହଳଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବାରିକ ନିଜ ଚାକିରି ଜୀବନରୁ ଅବସର ନେଇଛନ୍ତି । ଦୀର୍ଘ ୩୫ ବର୍ଷ ଧରି ୧୯୮୪ ମସିହାରୁ ହଳଦୀ ଅଞ୍ଚଳର ଶିକ୍ଷାର ପ୍ରସାର ପ୍ରଚାରରେ ସେ ଅଗ୍ରଣୀ ଭୂମିକା ନିଭାଇ
Read More...

ଧର୍ମପରାୟଣା ମହିଳାଙ୍କ ପରଲୋକ

ମୁରିବହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରାମର ଧର୍ମପରାୟଣା ମହିଳା ତଥା ଅବସରପ୍ରାପ୍ତ ପିଇଓ ଓ ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ବିରାଜ ପୁଟେଲଙ୍କ ଧର୍ମପତ୍ନୀ ହିରାଦେଇ ପୁଟେଲଙ୍କ ୬୬ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ଅନ୍ତିମ ଶଯ୍ୟା ନିକଟରେ ତିନି ପୁଅ
Read More...

ମୁରିବାହାଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ନୂତନ ତହସିଲଦାରଙ୍କୁ ସୌଜନ୍ୟମୂଳକ ସାକ୍ଷାତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ମୁରିବାହାଲ ତହସିଲରେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ଆୟୁବ ମଣ୍ଡଳଙ୍କୁ ଗୁରୁବାର ସୌଜନ୍ୟମୂଳକ ସାକ୍ଷାତ କରାଯାଇଥିଲା । ଏହି ଅବସରରେ ବିକାଶ ମଞ୍ଚର ଏକ ସ୍ଥାୟୀ କୋଠା ନିର୍ମାଣ ପାଇଁ ଜମି ଯୋଗାଇଦେବା ତଥା
Read More...

ବିଶ୍ୱ ମିତବ୍ୟୟିତା ଦିବସରେ ସଞ୍ଚୟ ରଥକୁ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୂଲ୍ୟରେ ସୋମବାର ବିଶ୍ୱ ମିତବ୍ୟୟିତା ଦିବସ-୨୦୨୩ ପାଳିତ ହୋଇଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଜନସାଧାରଣଙ୍କ ସଞ୍ଚୟକୁ ଏକ ଅଭ୍ୟାସରେ ପରିଣତ କରିବା ଏବଂ ଅନାବଶ୍ୟକ ଖର୍ଚ୍ଚକୁ
Read More...

ବଲାଙ୍ଗିର ଜିଲ୍ଲାର ସଂକିତ୍ତନ୍ୟ ମହାମେଳିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଇନ୍ଦିରାନଗର ରାଧାକୃଷ୍ଣ ମନ୍ଦିରର ପ୍ରହରୀ ମଣ୍ଡପଠାରେ ଜିଲ୍ଲା ସଂକିର୍ତନ୍ୟ ମହାମେଳିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ବୈଠକ ଆରମ୍ଭ ହୋଇଥିଲା । ମୁଖ୍ୟ
Read More...

ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୋଲିସ ହାଇସ୍କୁଲ ମନୋହରପୁର ବଲାଙ୍ଗିର ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୪ଟି ବ୍ଲକରୁ ୨୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ବର୍ଗରେ ଯଥାକ୍ରମେ ଅଙ୍କିତ ମିଶ୍ର, ଶୃତି ପ୍ରଧାନ
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖଇରପାଲିଠାରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ସଭାପତି ବିଜୁଳିବତୀ ଯୁଏଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ରାଷ୍ଟ୍ରୀୟ ମିଡିୟା ପେନାଲିଷ୍ଟ ହେଲେ ବଲାଙ୍ଗିରର ଅଙ୍କିତ ସାହୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଛାତ୍ର କଂଗ୍ରେସ ନେତା ପରବର୍ତ୍ତୀ ସମୟରେ ଯୁବ କଂଗ୍ରେସରେ ମଧ୍ୟ ନିଜ ପ୍ରତିଭା ଦ୍ୱାରା ଜାତୀୟ ସ୍ତରରେ ରାଜନୈତିଜ୍ଞମାନଙ୍କର ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି । ନିକଟ ସଦ୍ୟ ପ୍ରକାଶିତ ହୋଇଥିବା ସର୍ବ ଭାରତୀୟ ଯୁବ କଂଗ୍ରେସ ଜାତୀୟ ସ୍ତରର
Read More...

ରେଡକ୍ରସ ସ୍ୱେଚ୍ଛାସେବୀମାନଙ୍କ ପ୍ରଶିକ୍ଷଣ କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡକ୍ରସ୍ ୟୁନିଟ୍ ଆନୁକୂଲ୍ୟରେ ନୂତନ ରେଡକ୍ରସ୍ ସ୍ୱେଛାସେବୀମାନଙ୍କ ପାଇଁ ଏକ ଦିବସୀୟ ପ୍ରବେଶ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହେବା ସହିତ ଚଳିତ ନଭେମ୍ବର ୧୮-୨୦ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ତ୍ରିଦିବସୀୟ
Read More...

ଆମ ଓଡିଶା ନବୀନ ଓଡିଶା ଅଷ୍ଟମ ଦିନରେ : ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମର ୧୨ଟି ନିର୍ବାଚନମଣ୍ଡଳୀ ପାଇଁ ୨୫୧.୫୦ କୋଟି - ୫୭୦୬ ପ୍ରକଳ୍ପସୁବର୍ଣ୍ଣପୁରର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୫୪.୫୦ କୋଟି - ୧୪୧୯ ପ୍ରକଳ୍ପପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କାନବୀନ ଓଡିଶା ଗାଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବ : ମୁଖ୍ୟମନ୍ତ୍ରୀବିକାଶକୁ ଏବେ ଦେଖି
Read More...
error: Content is protected !!