Daily Archives

ସପ୍ତର୍ଷି ଗୁରୁକୁଳ ବୈଦିକ ଆଶ୍ରମ ଧୂମାଁଭଟ୍ଟାର ୨୩ତମ ବାର୍ଷିକ ଉତ୍ସବ

ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଗୁରୁକୁଳ ସେବା ସମ୍ମାନରେ ସମ୍ମାନିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଟଣାଗଡ଼ ନିକଟସ୍ଥ ଧୂମାଁଭଟ୍ଟାଠାରେ ଶ୍ରୀ ସହଦେବ ଶାସ୍ତ୍ରୀଙ୍କ ଦ୍ଵାରା ପ୍ରତିଷ୍ଠିତ ସପ୍ତର୍ଷି ଗୁରୁକୁଳ ବୈଦିକ ଆଶ୍ରମର ୨୩ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି ।
Read More...

ଜିଲ୍ଲାସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ତାଇକଣ୍ଡୋ ସଂଘ ତରଫରୁ ରାଜେନ୍ଦ୍ର କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଜିଲ୍ଲାସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ତାଇକଣ୍ଡୋ ସଂଘ ସାଧାରଣ ସଂପାଦକ ଅସୀମ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ
Read More...

ସ୍ୱାମୀ ସ୍ତ୍ରୀ ଭିତରେ କଳହ ହେବା ପରେ ସ୍ୱାମୀ ଘର ଛାଡ଼ି ଫେରାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ସ୍ତ୍ରୀ ଭିତରେ କଳହ ହେବା ପରେ ସ୍ୱାମୀ ଘର ଛାଡ଼ି ଚାଲିଯାଇଛନ୍ତି । ଏଭଳି ଏକ ଅଭିଯୋଗ ଆଜି ପୁଇଁତଲା ଥାନାରେ ପହଂଚିଥିବା ଜଣାପଡ଼ିଛି । ପୁଇଁତଲା ଥାନା ଅନ୍ତର୍ଗତ ଆଟଗାଁ ପାଖ ସିଲେଟପଡ଼ା ଗ୍ରାମର ଉମାକାନ୍ତ ରଣା ପୁଇଁତଲା ଥାନାରେ ଲିଖିତ ଭାବେ
Read More...

ଯୌତୁକ ନିର୍ଯାତନା ଅଭିଯୋଗ ନେଇ ପୁଇଁତଲା ଥାନାର ଦ୍ୱାରସ୍ଥ ହେଲେ ଜଣେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରେମରେ ପଡ଼ି ପ୍ରେମିକଙ୍କ ହାତ ଧରି ଚାଲି ଆସିଥିଲେ । ପରେ ଜାତିଭାଇଙ୍କ ଅନୁମତି କ୍ରମେ ସେମାନେ ସ୍ୱାମୀ ସ୍ତ୍ରୀ ଭାବେ ରହିଥିଲେ । କିନ୍ତୁ ମାତ୍ର ୩ ମାସ ପରେ ତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନିର୍ଯାତନା । ଏଭଳି ଏକ ଅଭିଯୋଗ ନେଇ ଆଜି ପୁଇଁତଲା
Read More...

ଗାଁ ମୁଣ୍ଡ ପ୍ରବେଶ ରାସ୍ତା ପାଲଟିଛି ଆଳିଆଗଦା, ଫେଲ୍ ମାରିଛି ବର୍ଜ୍ୟବସ୍ତୁ ପରିଚାଳନା

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ କୁଟାସିଂହା ପଂଚାୟତର କୁଟାସିଂହାକୁ ପ୍ରବେଶ ମୁଖ୍ୟ ରାସ୍ତା କଡରେ ଗଦା ହୋଇଛି କୁଢ଼ କୁଢ଼ ମଇଳା, ଅଳିଆ, ଆବର୍ଜନା, ଅଇଁଠା ଖଲିଦନା, ବଜାରର ପଚାସଢା ପନିପରିବା, ହୋଟେଲ ତଥା ଘରମାନଙ୍କରେ ବଳି ପଡିଥିବା ବାସି ଖାଦ୍ୟ ପଦାର୍ଥ, ଦୋକାନମାନଙ୍କର
Read More...

ଛତ୍ରପୁରର ବରିଷ୍ଠ ଆଇନଜୀବୀ ରଘୁନାଥ ମହାନ୍ତିଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ଆଇନଜୀବୀ ରଘୁନାଥ ମହାନ୍ତି (୭୮)ଙ୍କ ରବିବାର ପ୍ରତ୍ୟୁଷରେ ତାଙ୍କ ଛତ୍ରପୁରସ୍ଥ ନିଜସ୍ୱ ବାସଭବନରେ ପରଲୋକ ହୋଇଯାଇଛି । ସେ ଜୀବନର ଶେଷ ପର୍ଯ୍ୟନ୍ତ ଆଇନଜୀବୀ ଭାବେ କାର୍ଯ୍ୟରତ ଥିଲେ । ୧୯୯୧-୯୩ ପର୍ଯ୍ୟନ୍ତ ଛତ୍ରପୁର ବାର-ଆସୋସିଏସନ୍‌ରେ
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ସାମାରୋହ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକ କ୍ରୀଡ଼ା-ସାମାରୋହ ଉଦ୍‌ଯାପିତ ହୋଇଯାଇଛି । ଛତ୍ରପୁର ଷ୍ଟାଡିୟମଠାରେ ଆୟୋଜିତ ଏହି ସାମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କ୍ରୀଡା ସଂସଦର ସଭାପତି ଡଃ.ପ୍ରମୋଦ କୁମାର
Read More...

ବାଣ ଫୁଟି ଜଣେ ନାବାଳକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ଗାଁରେ ବାଣ ଫଟାଉଥିବା ବେଳେ ଅଘଟଣ ଘଟିଥିବା ଜଣାପଡ଼ିଛି । ହାତରେ ବାଣ ଫୁଟି ଜଣେ ନାବାଳକ ଗୁରୁତର ହୋଇ ପଡ଼ିଥିବା ସୂଚନା ମିଳିଛି । ଗୁରୁତର ନାବାଳକ ରମାନନ୍ଦ ସାହୁଙ୍କ ପୁଅ ସ୍ୱୟଂ ସାହୁ(୧୧)
Read More...

ଆଜି ଆଲୋକର ପର୍ବ ଦୀପାବଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆଲୋକର ପର୍ବ ଦୀପାବଳି । ଏହାକୁ ପାଳନ କରିବା ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଛୋଟ ଠୁ ବଡ଼ । ବଡ଼ ଉତ୍ସାହ ଉଦ୍ଧୀପନା ସହକାରେ ଦୀପାବଳି ପାଳନ ପାଇଁ ପ୍ରସ୍ତୁତିରେ ଜନ ସାଧାରଣ । ଦେକାନୀମାନେ ନିଜ ନିଜ ଦୋକାନରେ ଲଗାଇ ସାରିଲେଣୀ ଆମ୍ବ ତୋରଣ ସହ ବିଭିନ୍ନ
Read More...
error: Content is protected !!